ପରିସ୍ଥିତିରେ ପଡ଼ି ବାପା କଲା ଏମିତି , ୫୨ ବର୍ଷର ବୁଢ଼ା ବରକୁ ୧୬ ବର୍ଷର କନ୍ୟାର କଲା ବିବାହ

ବିବାହ ଦୁଇ ଆତ୍ମା ଆଉ ଦୁଇ ମନର ମିଳନ ହୋଇଥାଏ ବୋଲି କୁହାଯାଏ । ବର୍ତ୍ତମାନ ସମୟରେ ଦୁହେଁ ଦୁହିଁଙ୍କୁ ବିବାହ କରିବା ପୂର୍ବରୁ ଦୁହିଁଙ୍କୁ ଜାଣିବା ନିହାତି ଜରୁରୀ ହୋଇ ପଡ଼ିଛି । ଆଉ ପରିବାର ଲୋକ ମଧ୍ୟ ସେହି ପୁଅ ସହିତ କଥାବାର୍ତ୍ତା କରିବା ସହିତ ମିଳି ମିଶି ମଧ୍ୟ ପୁଅ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ବିବାହ ପୂର୍ବରୁ ପୁଅର ରଙ୍ଗ , ରୂପ , ପଇସା ପତ୍ର ସବୁକିଛି ଦେଖି ଥାଆନ୍ତି ପରିବାର ଲୋକ । ଆଉ ତାପରେ ଯାଇ ନିଜ ଝିଅକୁ ତାଙ୍କ ଘରକୁ ପଠାଇ ଥାଆନ୍ତି ପରିବାର ଲୋକ । କିନ୍ତୁ ଥରେ ଥରେ ପରିସ୍ଥିତି ଏମିତି ବାଧ୍ୟ କରେ , ଯାହା ଫଳରେ କିଛି ଅଜବ କାମ କରିବାକୁ ପଡ଼ିଥାଏ ।

ତେବେ ହଁ ଆଜ୍ଞା , ବେଳେ ବେଳେ ନିଜ ଇଚ୍ଛା ବିରୁ-ଦ୍ଧରେ ଯାଇ ନିଜ ପରିବାରର ଖୁସି ପାଇଁ ମଧ୍ୟ ବିବାହ କରିବାକୁ ପଡ଼ିଥାଏ । ତେବେ ଏଥର ଏହାର ଶି-କାର ହୋଇଛନ୍ତି ଜଣେ ଝିଅ । ନିଜ ବାପାଙ୍କ ଋଣ ଭାର ସୁଝିବାକୁ ଯାଇ ଝିଅଟି ଜଣେ ୫୨ ବର୍ଷର ବୁଢାକୁ ବିବାହ କରିବାକୁ ବାଧ୍ୟ ହୋଇଛି । ଆଉ ବାପା ମଧ୍ୟ କିଛି ଉପାୟ ନ ପାଇ ଶେଷରେ ନିଜ ଝିଅକୁ ବୁଢ଼ା ବର ହାତରେ ଟେକି ଦେବା ପାଇଁ ବାଧ୍ୟ ହୋଇଥିଲେ । ତେବେ ଏପରି ଘ-ଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଜବଲପୁରରେ । ସୂଚନା ଅନୁଯାୟୀ , ନିଜ ବାପାଙ୍କ ଋଣ ପରି-ଶୋଧ ନ କରି ପାରିବାରୁ ଝିଅକୁ ମାଲିକ ହାତକୁ ଟେକି ଦେଇଛନ୍ତି ବାପା ।

ତେବେ ବିବାହ ହୋଇ ସାରିବା ପରେ ସାମ୍ନାକୁ କିଛି ଆଶ୍ଚର୍ଯ୍ୟ କରି ଦେବା ଭଳି ଖବର ଆସିଛି । ଝିଅଟି ଯାଇ ଥା-ନାରେ ଅଭି-ଯୋଗ କରିଛନ୍ତି କି , ତାଙ୍କ ଉପରେ ବହୁତ ଅତ୍ୟା-ଚାର କରାଯାଉଛି ତେଣୁ କରି ତାଙ୍କୁ ସେଠାରୁ ର-କ୍ଷା କରାଯାଉ । ତାଙ୍କ ସ୍ଵାମୀ ତାଙ୍କୁ ଅନେକ ମା-ଡ଼ ମା-ରିବା ସହିତ ପାଟିରେ ବ-ନ୍ଧୁକ ରଖି ତାଙ୍କ ସହିତ ଜୋର ଜବ-ରଦସ୍ତି କରି ଶାରୀ-ରିକ ସ-ମ୍ପର୍କ ରଖୁଛନ୍ତି । ଆଉ ନ ରଖିଲେ ତାଙ୍କୁ ନିର୍ଯା-ତନା ଦେଉଛନ୍ତି । ଅନ୍ୟ ପକ୍ଷରେ ସେ ବର୍ତ୍ତମାନ ସମୟରେ ପାଠ ପଢ଼ିବା ପାଇଁ ଚାହୁଁଛନ୍ତି ଆଉ ଏଥିପାଇଁ ନିଜ ନାମ ମଧ୍ୟ ଲେଖାଇ ଥିଲେ ସେ ।

କିନ୍ତୁ ଶାଶୁ ଘର ଲୋକ ତାଙ୍କ ନାମ କା-ଟି ଦେଇଥିଲେ ଆଉ ଘରେ ରହି କେବଳ ଘର କାମ କରିବା ପାଇଁ କହିଥିଲେ। ତେଣୁ କରି ସେ ପୋଲି-ସର ସହାୟତା ପାଇଁ ବାରମ୍ବାର ଥା-ନାକୁ ଧାଇଁଛନ୍ତି । କିନ୍ତୁ ପୋ-ଲିସ ଏ ପର୍ଯ୍ୟନ୍ତ ତାଙ୍କୁ ସାହାଯ୍ୟ କରି ନାହିଁ କି ତାଙ୍କ ଅଭି-ଯୋଗ ମଧ୍ୟ ଗ୍ରହଣ କରୁ ନାହିଁ । ତେଣୁ ବାଧ୍ୟ ହୋଇ ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି , ଏତେ କଷ୍ଟ ସହିବା ଠାରୁ ଭଲ ସେ ଆ-ତ୍ମହ-ତ୍ୟା କରିଦେବେ । ଆଉ ତାଙ୍କ ମୃ-ତ୍ୟୁ ପାଇଁ ଦାୟୀ ପ୍ରଥମେ ପୋ-ଲିସ ଆଉ ତାପରେ ତାଙ୍କ ବାପ ଘର ଲୋକ ଆଉ ଶାଶୁ ଘର ଲୋକ ହେବେ ।

Leave a Reply

Your email address will not be published. Required fields are marked *