କ୍ରାଇମବ୍ରାଞ୍ଚ ସାମ୍ନାରେ ନିଜର ଦୋ-ଷ ସ୍ୱୀକାର କଲେ ଶର୍ମିଷ୍ଠା , କହିଲେ କିଣିଥିଲେ ୧୦ କିଲୋ ଲୁଣ

ମାନସ ହ-ତ୍ୟା ମା-ମ-ଲାକୁ ବହୁତ ଦିନ ବିତିଗଲାଣି । ପୋ-ଲି-ସ ଏହି ମା-ମ-ଲାର ତ-ଦ-ନ୍ତ କରିବାରେ ଲାଗିପଡିଛି । ଏହି ମା-ମ-ଲାର ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠାଙ୍କୁ ଧରିବାପାଇଁ ପୋ-ଲି-ସ ବହୁତ ଚେଷ୍ଟା କରିଥିଲା କିନ୍ତୁ ତାଙ୍କୁ ଧରିବାରେ ଅସଫଳ ହୋଇଥିଲା । ହ-ତ୍ୟାର ଅନ୍ୟ ଅଭି-ଯୁକ୍ତ ମାନଙ୍କ ମଧ୍ୟରୁ ମାତ୍ର କେଇ ଜଣଙ୍କୁ ଖୋ-ଜି ପାଇବାରେ ସଫଳ ହୋଇଥିଲା । ତେବେ ଦୋ-ଷୀ ମାନଙ୍କୁ ଖୋଜି ବାହାର କରିବାପାଇଁ ଏବଂ କାଠଗଡ଼ାରେ ଛିଡା କରାଇବା ପାଇଁ ପୋ-ଲି-ସର ପ୍ରୟାସ ଅତ୍ୟନ୍ତ ପ୍ରଚେଷ୍ଟାପୂର୍ଣ୍ଣ ଥିଲା । ଆଉ ଶେଷରେ ପୋ-ଲି-ସ ମା-ମ-ଲାର ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠାଙ୍କୁ ଖୋ-ଜି ବାହାର କରିଛି ।

ତେବେ ତାଙ୍କୁ ଖୋଜି ସାରିବା ପରେ କ୍ରାଇମବ୍ରାଞ୍ଚ ତାଙ୍କର ତ-ଦ-ନ୍ତ କରିଛି ଆଉ ତାଙ୍କ ମୁହଁରୁ ସମସ୍ତ ସତ ବାହାର କରିବାପାଇଁ ଲାଗିପଡିଛି । କ୍ରାଇମବ୍ରାଞ୍ଚ ଅନେକ ଚେଷ୍ଟା କରିଛି ତାଙ୍କ ମୁହଁରୁ ସମସ୍ତ ସତ ବାହାର କରିବାପାଇଁ । ତେବେ କ୍ରାଇମବ୍ରାଞ୍ଚ ଆଗରେ ନିଜର ଦୋ-ଷ ସ୍ୱୀକାର କରିଛନ୍ତି ଶର୍ମିଷ୍ଠା ରାଉତ । ଏ ବିଷୟରେ କ୍ରାଇମବ୍ରାଞ୍ଚ ତ-ଦ-ନ୍ତ ଦଳ ପକ୍ଷରୁ ଅପଡେଟ ମିଳିଅଛି । କ୍ରାଇମବ୍ରାଞ୍ଚ ଦଳ ଆଗରେ ଭ-ୟଭୀ-ତ ହୋଇ ସତ ସତ ସମସ୍ତ କଥା କହି ଦେଇଛନ୍ତି ଏହି ମହିଳା ଜଣକ ।  ତେବେ ମିଳିଥିବା ସୂଚନା ଅନୁଯାୟୀ , ମାନସଙ୍କୁ ଅପ-ହର-ଣ ଏବଂ ତାପରେ ହ-ତ୍ୟା ବା-ବ-ଦରେ ସୂଚନା ମିଳିଅଛି ।

ଶର୍ମିଷ୍ଠାଙ୍କର କହିବା ଅନୁଯାୟୀ , ଫେବ୍ରୁଆରୀ ୭ ତାରିଖରେ କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଶର୍ମିଷ୍ଠାଙ୍କର ସହଯୋଗୀ ମାନେ ଅପ-ହର-ଣ କରି ନେଇଥିଲେ । ଆଉ ତାପରେ ତାଙ୍କୁ ଦୟାଲ ଆଶ୍ରମ ଆଣି ଅମା-ନୁ-ଷିକ ଭାବରେ ମା-ଡ଼ ମା-ରିଥିଲେ । ଏହାବ୍ୟତୀତ ଆଶ୍ରମରେ ମାନସଙ୍କୁ ସେମାନେ ଅତ୍ୟନ୍ତ ମାତ୍ରାରେ ନିର୍ଯ୍ୟା-ତନା ଦେବା ସହ ତାଙ୍କର ହ-ତ୍ୟା କରି ଦେଇଥିଲେ ଆଉ ଶେଷରେ ଫେବୃଆରୀ ୮ ତାରିଖରେ ତାଙ୍କର ମୃ-ତ ଦେହକୁ ଅପରାହ୍ନ ସମୟରେ ଶର୍ମିଷ୍ଠାଙ୍କର କାର ଦ୍ୱାରା ରଣପୁରକୁ ନେଇ ଯାଇଥିଲେ । ଆଉ ସେହି ଦିନ ସନ୍ଧ୍ୟାରେ ରଣପୁର ଅଞ୍ଚଳରେ ମାନସଙ୍କର ଶ-ବକୁ ପୋତି ଦେଇଥିଲେ ।

ତେବେ ଶ-ବକୁ ପୋତି ସାରିବା ପରେ ତାଙ୍କର ଆଉ ସବୁ ଜିନିଷ ଗୁଡିକୁ ଚଣ୍ଡୀଖୋଲ ନିକଟରେ ଫୋପାଡ଼ି ଦେଇଥିଲେ । ଏହା ସହ ମାନସଙ୍କ ଶ-ବକୁ ପୋତିବା ପାଇଁ ସେମାନେ ୧୦ କିଲୋ ଲୁଣ କିଣି ନେଇଥିଲେ । ଶର୍ମିଷ୍ଠା ତାଙ୍କର ଅନ୍ୟ ସହଯୋଗୀ ଅର୍ଥାତ ଝୁନାଙ୍କ ସହ ମିଶି ଅଖା , ସୁତୁଲି ଏବଂ ଗ୍ଲୋଭସ ମଧ୍ୟ କିଣିଥିଲେ । ଭୁବନେଶ୍ୱର ୧ ନମ୍ବର ମାର୍କେଟରୁ ଉଭୟ ଏସବୁ ଜିନିଷ କିଣିଥିଲେ । ଆଉ ରାସ୍ତାରେ ଯିବାବେଳେ ରାଜସୁନାଖଳାରୁ ୧୦ କିଲୋ ଲୁଣ କିଣି ନେଇଥିଲେ । ଏହାବ୍ୟତୀତ ଭାଗ୍ୟଧର ରଞ୍ଜନ ରାଜସୁନାଖଳାରୁ କୋଦାଳ ଏବଂ ଗଇଁତି କିଣିଥିଲେ । ଏହାବ୍ୟତୀତ ବଧିପାଟଣାରେ ସେମାନେ ମାନସଙ୍କର ଶ-ବ ପୋତିଥିବା ନେଇ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *