ପରିବାରର ପାଞ୍ଚ ପାଞ୍ଚ ଜଣଙ୍କୁ ହ-ତ୍ୟା କରିଥିବା ଶିବ ଜେ-ଲରେ କରୁଛି ଏପରି ଭୟ….

ମାହାଙ୍ଗା କୁସୁପୁରର ଗ-ଣହ-ତ୍ୟା ମା-ମ-ଲା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଏହି ଘ-ଟ-ଣା ସାରା ଓଡିଶାକୁ ଥରହର କରି ରଖି ଦେଇଥିଲା। ରାତାରାତି ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ହ-ତ୍ୟା କରି ଦେଇଥିଲା ନିଜର ର-କ୍ତ ସମ୍ପର୍କୀୟ ଭାଇ । ନିଜ ବଡ଼ ଭାଇ ପରିବାରର ସମସ୍ତଙ୍କୁ ହ-ତ୍ୟା କରି ଶେଷ କରିଦେଇଥିଲା ସାନ ଭାଇ । ଆଉ ଏତେ ନୃ-ଶଂ-ସ ପାଲଟି ଯାଇଥିଲା କି , ନିଜର ଛୋଟ ଛୋଟ ପୁତୁରା ଝିଆରୀଙ୍କୁ ମଧ୍ୟ ହ-ତ୍ୟା କରିବାକୁ ପଛାଇ ନଥିଲା ହ-ତ୍ୟାକା-ରୀ ଶିବ । କିପରି ତାର ହାତ ଥରି ନଥିଲା ଛୋଟ ଛୋଟ କୋମଳ ପିଲାମାନଙ୍କୁ ହ-ତ୍ୟା କରିବା ଲାଗି ।

ତେବେ ରାତାରାତି ଏଭଳି କା-ଣ୍ଡ ଘ-ଟାଇ ଦେଇ ହ-ତ୍ୟା କରିଛି ବୋଲି ମୋବାଇଲରେ ଭିଡ଼ିଓ କରିଥିଲା ଶିବ । ଆଉ ପୋ-ଲି-ସ ପାଖକୁ ଯାଇ ଆ-ତ୍ମସ-ମର୍ପଣ ମଧ୍ୟ କରିଦେଇଥିଲା । ତେବେ ପାରିବାରିକ ବି-ବା-ଦ ଏବଂ ଜମିଜମା ବି-ବା-ଦରୁ ଏଭଳି ଘ-ଟ-ଣା ଘ-ଟିଛି ବୋଲି ଅନୁମାନ କରାଯାଉଥିଲା । ତେବେ ଏଭଳି ଘ-ଟ-ଣା ସମସ୍ତଙ୍କ ଛାତି ଥରାଇ ଦେଇଥିଲା । କେହି ମଧ୍ୟ ଭାବି ପାରିନଥିଲେ କି , ଜଣେ ନିଜ ଭାଇ ଗୋଟିଏ ମାଆ ପେଟର ଭାଇ ଏଭଳି କା-ଣ୍ଡ କରିପାରିଲା । ତେବେ ସୂଚନା ଅନୁଯାୟୀ , ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ ବି-ବା-ଦ ଲାଗି ରହିଥିଲା । ଜମିବାଡ଼ି ସମ୍ପତ୍ତି ଆଦିକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ସଦାସର୍ବଦା ଝ-ଗ-ଡା ଲାଗି ରହୁଥିଲା ।

ବଡ଼ ଭାଇ ସବୁବେଳେ ସାନ ଭାଇ ଉପରେ ଅ-ତ୍ୟାଚା-ର କରୁଥିଲେ ବୋଲି ଶିବ କହିଥିଲା । ଆଉ ସେ ଶେଷରେ କ୍ରୋ-ଧାନ୍ୱି-ତ ହୋଇ ଯାଇଥିଲା ଆଉ ନିଜର ମାନ-ସିକ ଭା-ରସ୍ୟା-ମ ହରାଇ ବସି କରି ଦେଇଥିଲା ବହୁତ ବଡ଼ କା-ଣ୍ଡ । ଗୋଟିଏ ମୁହୂର୍ତ୍ତରେ ପରିବାରର ପାଞ୍ଚ ଜଣଙ୍କୁ ଏକାଠି ହ-ତ୍ୟା କରିଥିଲା ଶିବ । ପ୍ରଥମେ ନିଜ ଭାଉଜ ଆଉ ତାପରେ ଭାଇଙ୍କୁ ହ-ତ୍ୟା କରିଥିଲା । ତେବେ ଏହା ପରେ ତାର ପୁତୁରା ଝିଆରୀ ମାନେ ତାର ଗୋଡ଼ ଧରି ପକାଇଥିଲେ ଆଉ ସେମାନଙ୍କୁ ନ ମା-ରିବାକୁ କହିଥିଲେ । କିନ୍ତୁ ଶିବ ସେହି ସମୟରେ ଏତେ କ୍ରୁର ପାଲଟି ଯାଇଥିଲା କି ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ହ-ତ୍ୟା କରିବାକୁ ପଛାଇ ନଥିଲା ଆଉ ଜୀବନରୁ ଶେଷ କରି ଦେଇଥିଲା ।

ତେବେ ସେ ସମୟରେ ସେ ଟିକିଏ ମଧ୍ୟ ଅନୁତାପ କରିନଥିଲା ଆଉ ସାହସର ସହ ହ-ତ୍ୟା କରିଛି ବୋଲି ଉତ୍ତର ଦେଉଥିଲା । କିନ୍ତୁ ବର୍ତ୍ତମାନ ଶିବ ଜେ-ଲ ମଧ୍ୟରେ ଜେ-ଲଦ-ଣ୍ଡ ଭୋଗୁଅଛି । ଆଉ ସେ ଧିରେ ଧୀରେ ନିଜ ପା-ପର ପ୍ରାଯଶ୍ଚିତ କରୁଅଛି । ଜେ-ଲ ମଧ୍ୟରେ ତା ସହ ରହିବାପାଇଁ ସମସ୍ତେ ଭ-ୟ କରୁଥିଲେ ଆଉ ତା ସହ କଥା ହେବାପାଇଁ କେହି ମଧ୍ୟ ସାହସ କରୁନଥିଲେ । ତାକୁ ସମସ୍ତେ ଦେଖି ଡ-ରି ଯାଇଥିଲେ । ତେବେ ପରେ ଶିବକୁ ଅନ୍ୟ ଏକ କଠୋରୀରେ ଏକୁଟିଆ ରଖା ଯାଇଥିଲା । ଏହି ସମୟ ମଧ୍ୟରେ ଶିବ ଏକ ଭ-ୟଙ୍କ-ର ବିବୃତି ଦେଇଥିଲା । ଆଉ କହିଥିଲା କି ତା ପୁତୁରା ଝିଆରୀର ପାଟି ତାକୁ ଶୁଣାଯାଉଛି । ସେଥିପାଇଁ ସେ ଅତ୍ୟନ୍ତ ଭ-ୟଭୀ-ତ ହୋଇଯାଉଛି।

Leave a Reply

Your email address will not be published. Required fields are marked *