ସୋନାଲି ସୌମ୍ୟ ବି-ବା-ଦ , ଦାମୀ କାର ନ ଦେଲେ ସୋନାଲି ଦୂରେଇ ଯିବା ପାଇଁ ଧ-ମ-କ ଦେଉଥିଲେ

ସାରା ଓଡ଼ିଶାର ଘରେ ଘରେ ଚର୍ଚ୍ଚିତ ଖବର ହେଉଛି ସୋନାଲି ଏବଂ ସୌମ୍ୟ ଆ-ତ୍ମହ-ତ୍ୟା ମା-ମ-ଲା । ଏ ବିଷୟରେ କିଏ ବା ନ ଜାଣିଥିବ । ଘଟ-ଣାକୁ ଦୀର୍ଘ ଅଢେଇ ତିନି ମାସ ବିତିଗଲାଣି । ଏହାପରେ ମଧ୍ୟ ଘଟ-ଣାର ପ୍ରକୃତ ଅଭି-ଯୁକ୍ତଙ୍କୁ ଧରି ପାରିନାହିଁ ପୋ-ଲି-ସ । ତେବେ ସମସ୍ତଙ୍କୁ ଏହା ଜଣା ଯେ , ସୋନାଲି ପାଇଁ ହିଁ ସୌମ୍ୟ ଆ-ତ୍ମହ-ତ୍ୟା କରିଛନ୍ତି । ତାପରେ ମଧ୍ୟ ପୋ-ଲି-ସ ଘଟ-ଣାର ଖଲନାୟିକା ସୋନାଲି ନନ୍ଦଙ୍କୁ ଗି-ର-ଫ କରୁନାହିଁ । ତେବେ ଏହାକୁ ନେଇ ସମସ୍ତେ ଏବେ ପ୍ରଶ୍ନ ଘେରରେ । କଣ ପାଇଁ ଘଟ-ଣାର ମୁଖ୍ୟ ଅଭି-ଯୁକ୍ତଙ୍କୁ ଜାଣିବା ପରେ ମଧ୍ୟ ପୋ-ଲି-ସ ତାଙ୍କୁ ଗି-ର-ଫ କରୁନାହିଁ ।

ଅନ୍ୟପକ୍ଷରେ ସୌମ୍ୟଙ୍କର ପରିବାର ଲୋକ ନ୍ୟା-ୟ ଅପେକ୍ଷାରେ ଦୀର୍ଘ ଅଢେଇ ମାସରୁ ଅଧିକ ସମୟ ହେବ ଅନାଇ ବସିଛନ୍ତି । ତଥାପି ଏପର୍ଯ୍ୟନ୍ତ କୋୖଣସି ସୁଫଳ ମିଳି ପାରିନାହିଁ । ବାରମ୍ବାର ପୋ-ଲି-ସର ଦ୍ୱାରସ୍ଥ ହେବା ପରେ ମଧ୍ୟ ନିରା-ଶର ସହ ଘରକୁ ଫେରିବାକୁ ପଡୁଛି । ତଥାପି ପରିବାର ଲୋକ ହାର୍ ମାନି ନାହାଁନ୍ତି । ପୋ-ଲି-ସ ଠାରୁ ଆରମ୍ଭ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟଙ୍କର ପରିବାର ଲୋକେ । ନିଜ ପୁଅକୁ ନ୍ୟା-ୟ ଦେବା ପାଇଁ ଦିନ ରାତି ଏକ କରିଦେଇଛନ୍ତି ପରିବାର ଲୋକେ । ନିଜ ପୁଅର ହ-ତ୍ୟାକା-ରୀକୁ ସ୍ପଷ୍ଟ ଭାବରେ ଜାଣି ମଧ୍ୟ ତାର କିଛି କରି ପାରିନାହାଁନ୍ତି ପରିବାର ଲୋକ । କେବଳ ମୁଣ୍ଡ ପି-ଟି ପି-ଟି କା-ନ୍ଦି-ବା ଛଡା ଆଉ କୌଣସି ଉପାୟ ନାହିଁ ସେମାନଙ୍କ ପାଖରେ ।

ଯେଉଁ ପୁଅକୁ ସେମାନେ ଛୋଟରୁ ବଡ଼ କରିଥିଲେ ସେହି ପୁଅକୁ ଯେ ସେମାନେ ଏମିତି ଅବସ୍ଥାରେ ଦିନେ କେବେ ଦେଖିବେ , ତାହା ଆଦୌ ଭାବି ନଥିଲେ । ଯେଉଁ ପୁଅ ସେମାନଙ୍କ ଜୁଇରେ ନି-ଆଁ ଦେଇଥାନ୍ତା , ସେମାନେ କେବେ ଭାବି ନଥିବେ ଯେ ପୁଅର ଜୁଇରେ ସେମାନେ ନି-ଆଁ ଦେବେ । ତେବେ ଏଭଳି ଅଧୋର୍ଯ୍ୟ କରିଦେବା ଭଳି ଘ-ଟ-ଣା ଯାହାର ହେଲେ ବି ଛାତି ଥରାଇ ଦେବ । କେଉଁ ବାପା ମାଆ ବି ଭାବି ନଥିବେ କି , ଏଭଳି କେବେ ତାଙ୍କ ପୁଅ ସହ ହେବ । ତେବେ ଅନ୍ୟପକ୍ଷରେ ନିଜ ପ୍ରେମିକା ପାଇଁ ପୁଅ କେବେ ଜୀବନ ହାରିଦେବ , ସେ କଥା କିଏ ବା ଜାଣିଥିଲା । ଯେଉଁ ପ୍ରେମିକାକୁ ଆଉ କିଛି ମାସ ପରେ ସୌମ୍ୟ ବିବାହ କରିଥାନ୍ତେ , ସେ ତାଙ୍କୁ ଧୋ-କା ଦେଇ ଆଉ କେଉଁ ପୁଅକୁ ଭଲ ପାଇ ବସିଲା ।

ତେବେ ଏହା ମଧ୍ୟରେ ଗୋଟିଏ ପରେ ଗୋଟିଏ ରହ-ସ୍ୟମ-ୟ କଥା ସାମ୍ନାକୁ ଆସିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ କଥାର ପେଡି ଖୋଲୁଛି । ଏବେ ପୁଣିଥରେ ସାମ୍ନାକୁ ଆସିଛି ଯେ , ସୋନାଲି ସୌମ୍ୟଙ୍କୁ ଦାମୀ ଦାମୀ କାର ମାଗୁଥିଲେ ଆଉ ଯଦି ସୌମ୍ୟ ନ ଦେବେ , ତେବେ ସେ ତାଙ୍କ ଠାରୁ ଅଲଗା ହୋଇଯିବେ ବୋଲି ଧ-ମ-କ ଦେଉଥିଲେ । ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ , ସୋନାଲି କେବଳ ଟଙ୍କା ପାଇଁ ସୌମ୍ୟଙ୍କୁ ଭଲ ପାଉଥିଲେ । ଅନ୍ୟପକ୍ଷରେ ସୋନାଲି ଏବଂ ତାଙ୍କ ମାଆଙ୍କ ନାମରେ ପୋ-ଲି-ସ ମା-ମ-ଲା ରୁ-ଜୁ କରିଛି ଏବଂ ତାଙ୍କୁ ଗି-ର-ଫ କରିବାପାଇଁ ଚେଷ୍ଟା ଜାରି ରଖିଛି । ତେବେ ଦେଖାଯାଉ କେବେ ସୋନାଲିଙ୍କୁ ଗି-ର-ଫ କରାଯାଉଛି ଏବଂ ସୌମ୍ୟଙ୍କୁ ଉଚିତ ନ୍ୟା-ୟ ମିଳୁଛି ।

Leave a Reply

Your email address will not be published. Required fields are marked *