ନୃ-ଶଂ-ସ ବାପା ମାଆ , ନିଜେ ତ ଆ-ତ୍ମହ-ତ୍ୟା କଲେ ଆଉ ତା ସହ ନେଇଗଲେ ଛୋଟ ଝିଅର ଜୀବନ

ପ୍ରତିଦିନର ଖବରକାଗଜ ଆମକୁ ଏହି ହ-ତ୍ୟା ଆଉ ଆ-ତ୍ମହ-ତ୍ୟା ସମ୍ବନ୍ଧୀୟ ନାନାଦି ଖବର ପ୍ରଦାନ କରୁଛି । ସୋସିଆଲ ମିଡିଆରେ ମଧ୍ୟ ଏହି ସମ୍ପର୍କରେ ଖବର ଆସୁଅଛି । କଣ ହୋଇଗଲାଣି ଏ କ-ଳିଯୁଗ । ଆଉ ଏଠାରେ କେହି କାହାର ମିତ୍ର ହୋଇ ନାହାଁନ୍ତି , ସମସ୍ତେ ସମସ୍ତଙ୍କର ଶ-ତ୍ରୁ ପାଲଟି ଗଲେଣି । ନିଜ ଲୋକ ହିଁ ନିଜ ଲୋକଙ୍କୁ ବେଶୀ ହ-ତ୍ୟା କରୁଛନ୍ତି । ଏପରିକି ଏଭଳି ଖବର ମଧ୍ୟ ଆସୁଅଛି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି ଆଉ ତାହା ହେଉଛି ନିଜ ବାପା ମାଆ ମଧ୍ୟ ନିଜ ପିଲାକୁ ହ-ତ୍ୟା କରିବାକୁ ପଛାଉ ନାହାଁନ୍ତି ।

କୁହାଯାଏ ବାପା ମାଆ ଥିଲେ ପିଲା କାହାକୁ ଡରେ ନାହିଁ । କାହିଁକି ନା ତାର ବାପା ମାଆ ତା ପାଖରେ ଛାଇ ହୋଇ ଛିଡା ହୋଇଥାନ୍ତି । ଆଉ ତାର ର-କ୍ଷା କରିଥାନ୍ତି । କିନ୍ତୁ ଥରେ ଭାବନ୍ତୁ ତ ପିଲାର ଛାଇ ହୋଇ ରହିଥିବା ବାପା ମାଆ ଯଦି ନିଜ ପିଲାକୁ ହ-ତ୍ୟା କରିଦେବେ , ତେବେ ପିଲାଟିଏ ଆଉ କାହାକୁ ଭରସା କରିବ । ତେବେ ସ୍ମାର୍ଟ ସିଟି ଭୁବନେଶ୍ବରରୁ ଏଭଳି ଏକ ଛାତିଥରା ଖବର ସାମ୍ନାକୁ ଆସିଅଛି । ଘର ଭିତରୁ ତିନି ତିନିଟି ମୃ-ତଦେ-ହ ଉ-ଦ୍ଧା-ର କରିଛି ପୋ-ଲି-ସ । ତେବେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥା-ନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଏଭଳି ଘ-ଟ-ଣା ଘଟିଥିବା ବେଳେ ଚାରିଆଡେ ଏହା ଶୋ-କର ଛାୟା ଖେଳାଇ ଦେଇଛି ।

୧୫ ମାସର ଶିଶୁ ସହ ଦମ୍ପତ୍ତିଙ୍କ ଝୁ-ଲ-ନ୍ତା ମୃ-ତଦେ-ହ ଉ-ଦ୍ଧା-ର କରାଯାଇଛି । ଏତେ କୋମଳ ଆଉ ନି-ରୀ-ହ ଶିଶୁ ଏ ଦୁନିଆଁ ବିଷୟରେ କିଛି ଜାଣି ହିଁ ନଥିଲା । ଦୁନିଆଁ ନ ଦେଖୁ ଦେଖୁ ତା ବାପା ମାଆ ତାକୁ ଏ ଦୁନିଆଁରୁ ବିଦାୟ ଦେଇ ଦେଲେ । ଯେଉଁ ବାପା ମାଆ ତାକୁ ୧୦ ମାସ ୧୦ ଦିନ ଗ-ର୍ଭରେ ଧରି ଜନ୍ମ ଦେଇଥିଲେ , ସେମାନେ ହିଁ ପିଲାଟିକୁ ଜୀବନରୁ ମା-ରିଦେଲେ । ତେବେ ଏଭଳି ଆ-ତ୍ମହ-ତ୍ୟା ପଛର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ କିନ୍ତୁ ପାରିବାରିକ କ-ଳ-ହ ହିଁ ଏହାର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ମୃ-ତ ସ୍ୱାମୀ ସ୍ତ୍ରୀ ମହାରାଷ୍ଟ୍ରର ବୋଲି ଜଣାପଡିଛି ।

ଆ-ତ୍ମହ-ତ୍ୟା କଣ ପାଇଁ ସେମାନେ କରିଛନ୍ତି , ସେ ବା-ବ-ଦରେ ଜାଣିବା ପାଇଁ ସମସ୍ତେ ଅନାଇ ବସିଛନ୍ତି । ତେବେ ପାରିବାରିକ କ-ଳ-ହ କେତେ ଯେ ଭ-ୟଙ୍କର ହୋଇପାରେ , ତାହାର ସ୍ପଷ୍ଟ ଉଦାହରଣ ଏଥିରୁ ହିଁ ଜଣାପଡିଛି । ତେବେ ୧୫ ମାସର ଶିଶୁ କନ୍ୟାକୁ ହ-ତ୍ୟା କରିବାପରେ ଦମ୍ପତି ଆ-ତ୍ମହ-ତ୍ୟା କରିଥିବା କଥା କୁହାଯାଉଛି । ତେବେ ପୋ-ଲି-ସକୁ ସୂଚନା ମିଳିବା ପରେ ଘଟ-ଣାସ୍ଥ-ଳରେ ପହଞ୍ଚି ପୋ-ଲି-ସ ତ-ଦ-ନ୍ତ କରୁଛି । ଆଉ ଆ-ତ୍ମହ-ତ୍ୟାର ମୁଖ୍ୟ କାରଣ ଜାଣିବା ପାଇଁ ଚେଷ୍ଟା ଚଳାଇଛି ।

Leave a Reply

Your email address will not be published. Required fields are marked *