ମା-ଡ଼ ମା-ରୁଥିଲା ସାବତ ମାଆ , କିନ୍ତୁ କୋଳେଇ ନେଲା ଦେବକୀ ମାଆ

କିଛିଦିନ ହେବ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଆଉ ତାହା ହେଉଛି ଜଣେ ସାବତ ମାଆ ତାଙ୍କ ଦୁଇ ପିଲାଙ୍କୁ ମା-ଡ଼ ମା-ରି ମା-ରି ତାଙ୍କ ଅବସ୍ଥା ଖରାପ କରି ଦେଇଛନ୍ତି ଆଉ ଯାହା ପରେ ଦୁଇ ପିଲା ଗଣମାଧ୍ୟମ ଆଗରେ କା-ନ୍ଦି କା-ନ୍ଦି ସାବତ ମାଆ କେବଳ ଦୁଇ ଖଣ୍ଡ ବିସ୍କୁଟ ପାଇଁ ମା-ଡ଼ ମା-ରିଥିବା କଥା କହୁଛନ୍ତି । ତେବେ ପରେ ଦୁହିଁଙ୍କୁ ହସ୍ପିଟାଲରେ ଭର୍ତି କରା ଯାଇଥିଲା ଆଉ ଦୁଇ ପିଲାଙ୍କ ସାବତ ମାଆ ଆଉ ବାପାଙ୍କୁ ଗି-ରଫ କରା ଯାଇଥିଲା ।

ତେବେ ଏପରି ଏକ ହୃଦୟ ବିଦା-ରକ ଘ-ଟଣା ଦେଖିବାକୁ ମିଳିଥିଲା , କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡରେ । ହସ୍ପିଟାଲରେ ଦୁଇ ଶିଶୁ ଭର୍ତି ହେବା ପରେ ଦୁଇ ଶିଶୁଙ୍କ ଜନ୍ମ କଲା ମାଆ ହସ୍ପିଟାଲକୁ ଧାଇଁ ଆସିଥିଲେ । ଆଉ କାନ୍ଦି କାନ୍ଦି ଦୁଇ ପିଲାଙ୍କୁ କୋଳେଇ ନେଇଥିଲେ । କେତେ କେତେ ମାସ ବିତି ଯାଇଥିଲେ ମଧ୍ୟ ମାଆ ଜଣକ ନିଜ ପିଲାଙ୍କୁ ଟିକିଏ ଛାତିରେ ଲଗାଇ ନଥିଲେ । ଆଉ ଏତେ ବର୍ଷ ପରେ ଦୁଇ ପିଲାଙ୍କୁ ଦେଖି ନ କୋଳେଇ ମାଆ ଜଣକ ରହି ପାରି ନଥିଲେ । ଆଉ ପିଲାଙ୍କୁ ଦେଖି ଆଖିରୁ ଲୁହ ଝରାଇ ପକାଇ ଥିଲେ ।

ସେପଟେ ପିଲା ମାନେ ମଧ୍ୟ ନିଜ ମାଆଙ୍କୁ ଦେଖି ସତରେ ଯେମିତି ଭାବପ୍ରବଣ ହୋଇ ଯାଇଥିଲେ । ଆଉ ମନେ ମନେ କହୁଥିଲେ ମାଆ ତୁ ଏତେ ଦିନ ହେଲାଣି କେଉଁଠି ଥିଲୁ । ତୋତେ ନ ପାଇ ଆମେ ପାଗଳ ହୋଇ ଯାଇଥିଲୁ । ତୁ ଆମ ପାଖରେ ଥିଲେ ଆମେ ଏମିତି ଦିନ ଦେଖିବାକୁ ପାଇ ନଥାନ୍ତୁ । ଆଉ ଆମେ ମିଳି ମିଶି ଖୁସିରେ ରହି ଥାଆନ୍ତୁ । ତେବେ ଦେଖିବାକୁ ମିଳିଥିଲା କି , ହସ୍ପିଟାଲ ବେଡ୍ ରେ ମାଆ ବସିଛି । ଆଉ କୁନି ଝିଅ ଏତେ ଦିନ ପରେ ମାଆକୁ ପାଖରେ ପାଇ କୋଳରେ ମୁଣ୍ଡ ଦେଇ ଟିକିଏ ଶୋଇ ପଡ଼ିଛି।

ସତରେ ଯେମିତି ଝିଅ କେତେ କେତେ ରାତି ଭଲରେ ଶୋଇ ନଥିଲା । ଅନ୍ୟ ପକ୍ଷରେ ସାବତ ମାଆକୁ ପୋ-ଲିସ ଧରି ନେଇଥିଲା ଆଉ ବାପାକୁ ମଧ୍ୟ ତାଙ୍କ ସହିତ ଧରିଥିଲା । କାହିଁକି ନା ମାଆ ପିଲା ମାନଙ୍କୁ ମା-ଡ ମା-ରୁଥିବା ବେଳେ ବାପା କାହିଁକି ପ୍ରତି-ବାଦ କରୁ ନଥିଲେ । ତେଣୁ ଦୁହିଁଙ୍କୁ ପୋ-ଲିସ ଗି-ରଫ କରି କୋର୍ଟ ଚା-ଲାଣ କରି ଦେଇଛି । ସେପଟେ ମାଆ ଦୁଇ ପିଲାଙ୍କ ଯତ୍ନ ନେବାକୁ ଆଗେଇ ଆସିଛି । ସେ ଯେତେ ଦିନ ହେବ ନିଜ ଦୁଇ ପିଲାଙ୍କୁ ସ୍ନେହ ମମତା ଦେଇ ନାହିଁ , ତାହା ଓଜାଡ଼ି ଦେବାକୁ ଧାଇଁ ଆସିଛି।

Leave a Reply

Your email address will not be published. Required fields are marked *