PUBG ଖେଳରୁ ପ୍ରେମ ହେଲା OYO ରେ ପ୍ରେମିକ ଦେହ ସୁଖ ନେଲା ।

PUBG ଖେଳ ଦୁହେଁ ସାଥି ହୋଇ ଖେଳୁଥିଲେ । PUBG ଖେଳରୁ ଆରମ୍ଭ ହେଲା ପ୍ରେମ । PUBG ଖେଳରେ ମାହୀର ଥିବା ପ୍ରେମିକ ପ୍ରେମ ଖେଳରେ ବି ଥିଲା ଭାରି ପାରଙ୍ଗମ । ପ୍ରଥମେ ମୁଁ ଏକା ଏକା PUBG ଖେଳୁଥିଲି । ତା ପରେ ଗୋଟେ ଦିନ ସେ ମୋ ସହ PUBG ଖେଳିଲା । ତା ପରେ ଆମେ ଦୁହେଁ ମିଶିଲୁ । ସେ ମତେ ସବୁବେଳେ ପ୍ରେମ ନିବେଦନ କରିଲା । ମୁଁ ତାକୁ ସିଧାସଳଖ ମନା କରିଥିଲି ।

ଆଉ ମୁଁ ତାଙ୍କୁ ବାରମ୍ବାର କହିଥିଲି ଆମର ଗରିବ ଘର । ଆମର ପଛୁଆ ଜାତି ତୁମ ଘରେ ଆମକୁ ଗ୍ରହଣ କରିବେ ନାହିଁ । ହେଲେ ମୁଁ ଜାଣି ନଥିଲି ସେ କେବଳ PUBG ନୁହେଁ ମୋ ସାଥିରେ ବି ଏତେ ଭଲ ଭାବେ ଖେଳି ଦେବ ବୋଲି । ସେ ବାରମ୍ବାର ପ୍ରତି-ଶ୍ରୁତି ଦେଇ ମତେ ବାହା ହେବାକୁ କହିଲା । ଆଉ ବାହା ହେବାର ସ୍ୱପ୍ନ ଦେଖାଇ ସେ ମୋ ସହ ମନ ଇଚ୍ଛା ଯାହା ଚାହିଁଲା ତାହା କରିଲା । ଆଉ ତା ପରେ ଶେଷରେ ସବୁକିଛି ଏପଟ ସେପଟ ହୋଇଗଲା ।

ପ୍ରତି-ଶ୍ରୁତି ଦେଲା ମୋ ମଥାରେ ସିନ୍ଦୁର ପିନ୍ଧାଇ ତାଙ୍କ ଘରକୁ ନେବ ବୋଲି ମତେ ବାରମ୍ବାର କହିଲା । ଆଉ ପ୍ରତି-ଶ୍ରୁତି ଦେବା ପରେ ମତେ ବାରମ୍ବାର ହୋଟେଲକୁ ଡାକିଲା ମୁଁ ବି ତା କଥାକୁ ସତ ଭାବି ତା ପ୍ରେମର ଛଳନାକୁ ବୁଝି ନପାରି ଚାଲିଗଲି ହୋଟେଲ ରୁମକୁ । ହୋଟେଲରେ ସେ ମୋ ସହିତ ବାରମ୍ବାର ଶାରୀ-ରିକ ସ-ମ୍ପର୍କ ରଖିବାକୁ ଲାଗିଲା । ମୁଁ ତାକୁ ଯେତେ ମନା କଲି ସେ ମାନିଲା ନାହିଁ । ମନ ଇଚ୍ଛା ସେ ମୋ ଦେହକୁ ଉପଭୋଗ କଲା ।

ସବୁ ବେଳେ ଚାହିଁଲା ମୋ ଦେହକୁ ସେ ମନ ଭରି ଉପଭୋଗ କରିବା ପାଇଁ । ହେଲେ ସବୁକିଛି ଏପଟ ସେପଟ ହୋଇଗଲା । ଯେତେବେଳେ ଶାରୀ-ରିକ ସ-ମ୍ପର୍କ ରଖୁଥିଲା ସେତେବେଳେ ସେ ମତେ କହୁଥିଲା ସେ ଯଦି ବାହା ହେବ ତ କେବଳ ମତେ ବାହା ହେବ । ହେଲେ ମତେ ଉପଭୋଗ କରିବା ପରେ ମତେ ଧୋ-କା ଦେଇ ଚାଲିଗଲା । ସେ ଆଉ ମତେ ଧରା ଛୁଆଁ ଦେଉ ନାହିଁ । ଯେତେବେଳେ ମୁଁ ତାକୁ ଫୋନ କଲ କରୁଛି ସେତେବେଳେ ସେ ମୋ କଲ ଉଠାଉନି । ସେ ସବୁବେଳେ ମୋ ସହିତ ଖେଳୁଛି ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ PUBG ଖେଳ ଏକ ନି-ଶା ବୋଲି । ହେଲେ ବନ୍ଧୁଗଣ PUBG ଖେଳ କେବଳ ଏକ ନି-ଶା କି ଖେଳ ପାଖରେ ଅଟକି ରହି ନାହିଁ ଏହା ପ୍ରେମ ପାଇଁ ଏକ ସୁନ୍ଦର ପ୍ଲାଟଫର୍ମ ପାଲଟି ଯାଇଛି । PUBG ଖେଳରୁ କେତେବେଳେ ଜୀବନ ଯାଉଛି ତ ଆଉ କେତେବେଳେ ପ୍ରେମ ମଧ୍ୟ PUBG ଖେଳରୁ ଆରମ୍ଭ ହେଉଛି । ତାମିଲନାଡୁରେ ରହି ଚାକିରୀ କରୁଥିଲେ ଯୁବତୀ ଜଣଙ୍କ ।

ଆଉ ଏହା ପରେ ଯୁବକ ଜଣଙ୍କ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଗାଁକୁ ଡାକିଥିଲେ । ତା ପରେ କୋର୍ଟରେ ମ୍ୟାରେଜ କରିବାକୁ କହି ପୁରୀ ନେଇ ଯାଇଥିଲେ ଏହା ପରେ ଯୁବତୀ ଜଣଙ୍କ ଯୁବକଙ୍କୁ ବିବାହ କଥା କହିବାରୁ ଯୁବକ ଯୁବତୀଙ୍କୁ ଠକି ଚାଲିଥିଲେ । ଏହା ପରେ ଯୁବତୀ ଜଣଙ୍କ ଯୁବକଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ହୋଇ ନଥିଲା । ଯୁବକ ଜଣଙ୍କ ଯୁବତୀଙ୍କୁ ଭୁଆଁ ବୁଲେଇବାକୁ ଚେଷ୍ଟା କରିଥିଲେ ।

ଏହା ପରେ ଶେଷରେ କୋର୍ଟ ମ୍ୟାରେଜ ପାଇଁ ଯୁବତୀ ଯେତେବେଳେ ଯୁବକଙ୍କୁ ବାଧ୍ୟ କରିଥିଲେ ସେତେବେଳେ ଯୁବକ ଜଣଙ୍କ ଜାଣି ଶୁଣି ଯୁବତୀଙ୍କ ସହିତ ଝ-ଗଡା କରିଥିଲେ ଆଉ ଏହା ପରେ ଯୁବତୀଙ୍କ ସହ କଥା ବାର୍ତା କରିବା ବନ୍ଦ କରିଦେଇଥିଲେ । ଏହା ପରେ ଯୁବତୀ ଜାଣି ପାରିଥିଲେ ଯୁବକ ଜଣଙ୍କ ତାଙ୍କୁ ପ୍ରେମ କରୁନଥିଲେ ତାଙ୍କ ସ୍ୱାର୍ଥ ପାଇଁ ସେ ତାଙ୍କ ସହ କେବଳ ଶାରୀ-ରିକ ସ-ମ୍ପର୍କ ରଖି ମଜା ନେଉଥିଲେ । ଏହା ପରେ ଯୁବତୀ ଜଣଙ୍କ ଶେଷରେ ଯୁବକଙ୍କ ବିରୋ-ଧରେ ମୁହଁ ଖୋଲିଥିଲେ । ଆଉ ତାଙ୍କୁ ନ୍ୟା-ୟ ମିଳୁ ବୋଲି ଗଣମାଧ୍ୟମରେ କହିଥିଲେ । ତେବେ ଦେଖିବାକୁ ବାକି ରହିଲା ଯୁବତୀଙ୍କୁ କେବେ ମିଳୁଛି ନ୍ୟା-ୟ ।

Leave a Reply

Your email address will not be published. Required fields are marked *