ମୁଁ ଗରିବ ଘରୁ ଆସିଥାଇ ପାରେ ହେଲେ ଡାକ୍ତର ହେବାକୁ ମୁଁ କେବେ ମୋ ଦେହ ଦେବିନି

ମୁଁ ଜାଣିଛି ମୁଁ ଗରିବ ଘରର ଝିଅ । ମୁ ଡାକ୍ତର ହେବାର ସ୍ୱପ୍ନ ନେଇ ଆସିଥିଲି । ମୁଁ ଡାକ୍ତର ହେବା ପାଇଁ ରାତି ରାତି ପାଠ ପଢ଼ୁଥିଲି । କେବଳ ମୁଁ ପରିଶ୍ରମ କରୁ ନଥିଲି ମୋ ପାଇଁ ମୋ ବାପା ମା ସମସ୍ତେ ପରିଶ୍ରମ କରିଥିଲେ । ମୋ ପରିବାର ଲୋକ ଏହି ସ୍ୱପ୍ନ ଦେଖିଥିଲେ କି ମୁଁ ପାଠ ପଢି ବଡ଼ ମଣିଷ ହେଲେ ଦୁଃ-ଖ ତାଙ୍କର ଦୂର ହେବ ନାହିଁ । ମୁଁ ଲୋକଙ୍କ ସେବା କରିବି । ଆଉ ସେମାନଙ୍କୁ ମିଳିବ ଆତ୍ମ ସନ୍ତୋଷ । ହେଲେ ସବୁ ସ୍ୱପ୍ନ ସବୁ ଆଶା ମୋର ଆଶାରେ ରହିଗଲା । ମୁଁ ମାନୁଛି ମୁଁ ଗରିବ ଘରୁ ଆସିଛି ଆଉ ଡାକ୍ତର ପାଠ ପଢିବାକୁ ଆସିଛି ।

ଡାକ୍ତର ପାଠ ପଢିବା ପାଇଁ ମୁଁ ଡାକ୍ତର ହେବା ପାଇଁ ମୋ ଦେହକୁ ବିକ୍ରି କରି ପାରିବି ନାହିଁ । ମୁଁ ପରିଶ୍ରମ କରି ସଫଳତା ପାଇବି । ମୁଁ ମୋ ବାପାଙ୍କ ସ୍ୱପ୍ନ ପୁରା କରିବି । ମୁଁ ପରିଶ୍ରମ କରି ସଫଳତା ପାଇଲେ ମୋ ପରିବାର ଲୋକେ ସବୁଠୁ ଅଧିକ ବେସି ଖୁସି ହେବେ । ହେଲେ ମତେ ଡାକ୍ତର ହେବାର ପ୍ରଲୋ-ଭନ ଦେଖାଇ ତୁମେ ମାନେ ମତେ ଜେତେ ବାଧ୍ୟ କଲେ ବି ମୁଁ ମୋ ଶରୀରକୁ ତୁମକୁ ଦେଇ ପାରିବିନି ।ଏମିତି କହି କହି ଶେଷରେ ସବୁଦିନ ପାଇଁ ଆଖି ବୁଝି ଅଫେରା ରାଇଜକୁ ଚାଲିଗଲେ ପ୍ରୀତି

ମେଡ଼ିକାଲ ପାଠ ପଢିବା ପାଇଁ ଯିବା ପରେ ତାଙ୍କ ସୁନ୍ଦରୀ ହେବା ପ୍ରୀତିଙ୍କ ପାଇଁ କାଳ ସାଜିଲା । ମେଡ଼ିକାଲ ପଢିବା ପାଇଁ ଜଏନ ହେବା ପରେ ପ୍ରୀତିଙ୍କ ଉପରୁ ହଟିଲା ନାହିଁ ସିନିଅର ମାନଙ୍କର ଖରାପ ନଜର । ପ୍ରୀତି ସିନା ଭାବିଥିଲେ ଡାକ୍ତର ହେବେ ହେଲେ ସିନିଅର ମାନଙ୍କ ନଜର ରହିଥିଲା ପ୍ରୀତିଙ୍କର ସୁନ୍ଦରତା ଉପରେ । ଆଉ ସବୁବେଳେ ସେମାନେ ପ୍ରୀତିଙ୍କ ଉପରେ ପକାଉ ଥିଲେ ଖରାପ ନଜର । ସବୁବେଳେ ସେମାନେ ପ୍ରୀତିଙ୍କ ହଇ-ରାଣ କରୁଥିବା ବର୍ତ୍ତମାନ ଶୁଣିବାକୁ ମିଳିଛି ।

ଆଉ ଏବେ ପ୍ରୀତିଙ୍କର ଜୀବନ ଚାଲିଗଲା । କେତେ ଆଉ ସହିଥାନ୍ତେ ପ୍ରିତି ସିନିୟର ମାନଙ୍କ ଅ-ତ୍ୟାଚା-ର । ସବୁବେଳେ ଖରାପ ନଜରରୁ କିପରି ନିଜକୁ ର-କ୍ଷା କରି ପାରିଥାନ୍ତେ ପ୍ରୀତି ତେଣୁ ସେଥିପାଇଁ ସତକୁ ସତ ଆଖି ବୁଝିଦେଲେ ପ୍ରୀତି । ଯେଉଁ ଝିଅ ପରିବାରର ଟିକେ ଦୁଃ-ଖରେ ସାହସ ଭରି ଦେଇ କହୁଥିଲା ବାପା ମୁଁ ଅଛି ଆଜି ସେହି ଝିଅ ସିନିୟର ମାନଙ୍କ ନିର୍ଯ୍ୟା-ତନା ସହି ନପାରି ଶେଷରେ ଆଖି ବୁଝିଦେଲା ।

ହଁ ବନ୍ଧୁଗଣ ଯେଉଁ ଝିଅ ବାପାଙ୍କୁ ବୁଝାଉ ଥିଲା ଆଉ କହୁଥିଲା ବାପା ମୁଁ ଡାକ୍ତର ହୋଇଯିବା ପରେ ଆମର ସବୁ ଦୁଃ-ଖ ଦୂର ହେଇଯିବ । ସେହି ଝିଅ ବାପାଙ୍କ ଆଖି ଆଗରେ ମୃ-ତ ଅବସ୍ଥାରେ ପଡିରହିଥିଲା । ଆଉ ବାପା ଛଟପଟ ହୋଇ କାନ୍ଦୁଥିଲେ । ଯେଉଁ ଝିଅ ପାଇଁ ବାପା ଅନେକ ସ୍ୱପ୍ନ ଦେଖିଥିଲେ ସେହି ଝିଅ ଆଜି ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଯାଇଛି । ପ୍ରୀତି କୁଆଡେ ଖୁବ ଭଲ ପାଠ ପଢୁଥିଲେ । ଯେଉଁଥି ପାଇଁ। ବାପାଙ୍କ ପାଖରେ ଅଳପ ଧନ ଥିଲେ ମଧ୍ୟ ବାପା ବହୁତ ଆଶା ମନରେ ବାନ୍ଧିଥିଲେ ।

ବାପା ସବୁବେଳେ କହୁଥିଲେ ଯେମିତି ହେଉ ମୋ ଝିଅ ମେଡ଼ିକାଲ ପାଠ ପଢିବ । ବଡ ଡାକ୍ତର ଟେ ହେବ ତା ପାଇଁ ଆମେ ଗର୍ବ କରିବୁ । ସେ ସମାଜ ସେବା କରିବ ଲୋକ ମାନଙ୍କର ଜୀବନ ବଞ୍ଚାଇବ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ଝିଅ ଡାକ୍ତରୀ ପାଠ ପଢିଲା । ବାପା ମାଆ ପୁରା ପରିବାର ସହିତ ଗାଁ ସାରା ଖେଳିଗଲା ଖୁସିର ଲହରୀ । ହେଲେ ସ୍ୱପ୍ନ ପୂରଣ ହେବାକୁ ଆଉ କିଛି ସମୟ ବାକି ଥିଲା ସତେ ଯେମିତି ରାତି ପାହିଗଲା ନିଦ ଭା-ଙ୍ଗିଗଲା ଆଉ ସବୁକିଛି ହୋଇଗଲା ଏପଟ ସେପଟ ।

ସୁନ୍ଦରୀ ହେବା କାଳ ସାଜିଲା ପ୍ରୀତିଙ୍କ ପାଇଁ । ସୁନ୍ଦରୀ ବୋଲି ଆଜି ପ୍ରୀତିଙ୍କ ଜୀବନ ଚାଲିଗଲା ବୋଲି ଲୋକେ ଆଲୋଚନା କରୁଛନ୍ତି । ହେଲେ ପ୍ରୀତି ଯେତିକି ସୁନ୍ଦରୀ ଥିଲେ ତାଙ୍କ ମନ ସେତିକି ପବିତ୍ର ଥିଲା । କିନ୍ତୁ କାହା ନଜରରେ ପ୍ରୀତିଙ୍କ ସୁନ୍ଦର ମନ ପଡିଲା ନାହିଁ । ହେଲେ ସମସ୍ତେ କେବଳ ଅଟକି ରହିଲେ ସୁନ୍ଦର ଚେହେରା ପାଖରେ ଆଉ ସିନିୟର ମାନେ ଚାହିଁଲେ ସେ ସୁନ୍ଦର ଚେହେରାକୁ ଉପଭୋଗ କରିବା ପାଇଁ ହେଲେ ସବୁକିଛି ଏପଟ ସେପଟ ହୋଇଗଲା । ପ୍ରୀତି ଶେଷରେ ନିର୍ଯା-ତନା ସହି ନପାରି ଆଖି ବୁଝି ଦେଲେ ଆଉ ବାପାଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା

Leave a Reply

Your email address will not be published. Required fields are marked *