ପ୍ରେମ ନକଲେ ଛାତ୍ରୀଙ୍କ ଗାଧେଇବାର ଫୋଟୋ ଭିଡିଓ ଭାଇ-ରଲ କରିବାକୁ ଧ-ମକ ଦେଉଥିଲା ଜୀବନ

ନାବା-ଳିକା ଏବଂ ନାବାଳକଙ୍କ ଆ-ତ୍ମହ-ତ୍ୟା ଘ-ଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। କିଏ ଘର ଲୋକଙ୍କ କଥାରେ ଆ-ତ୍ମହ-ତ୍ୟା କରିଦେଉଛନ୍ତି ତ କିଏ ନିଜ ପ୍ରେମ ପାଇଁ ଆ-ତ୍ମହ-ତ୍ୟା କରି ଦେଉଛନ୍ତି। ଆଜିର ଯୁବ ପିଢ଼ି ଆଉ କିଛି ସହିବାକୁ ଇଚ୍ଛା କରୁ ନାହାନ୍ତି। ତାଙ୍କ ପାଖରେ ଏବେ ଗୋଟିଏ ଉପାୟ। ସେ ଭାବୁଛନ୍ତି ଆ-ତ୍ମହ-ତ୍ୟା କରିଦେଲେ ସବୁକିଛି ଠିକ୍ ହେଇ ଯିବ।

ଲିଜା ରାଣୀ ସାହୁ ପୁରୀ ଜିଲ୍ଲା ନିମାପଡ଼ା ଗୁହଳପଡ଼ାର ଏକ ଘରୋଇ କଲେଜରେ +୨ ପ୍ରଥମ ବର୍ଷ ବିଜ୍ଞାନର ଛାତ୍ରୀ ଥିଲେ। ତାଙ୍କ ଘର ଜଗତସିଂପୁରର ନାଉ ଗାଆଁ। ଗତ ସପ୍ତାହରେ ଜେଜେ ମାଆଙ୍କ ଶୁ-ଦ୍ଧିକ୍ରି-ୟା ପାଇଁ ସେ ଘରକୁ ଯାଇଥିଲେ। ତାପରେ ସେ ହଷ୍ଟେଲକୁ ଆସିଲେ। ହଷ୍ଟେଲକୁ ଆସିବା ବେଳେ ତାଙ୍କ ବାପାମାଆ ମଧ୍ୟ ତାଙ୍କୁ ଛାଡି ବାକୁ ଆସିଥିଲେ। କିନ୍ତୁ ତା ପରଦିନ ସକାଳେ ସେ ଆଉ ବାଥରୁମ୍ ଡୋର ଖୋଲିଲେନି। ସେଥିପାଇଁ ହଷ୍ଟେଲ ଅଧିକାରୀ କଲେଜର ମୁଖ୍ୟ ସ୍ଵାଧୀନ ନାୟକଙ୍କୁ ଡାକିଲେ।

କଲେଜ ଅଧିକାରୀ ଏବଂ ହଷ୍ଟେଲ ଅଧିକାରୀ କବାଟ ବାଡେ଼ଇବା ପରେ ଯେତେବେଳେ ସେ କବାଟ ନ ଖୋଲିଲେ ସେତେବେଳେ ସେ କବାଟ ଭାଙ୍ଗି ଦେଲେ। ତାପରେ ଲିଜାଙ୍କ ଆ-ତ୍ମହ-ତ୍ୟା ଦେଖି କଲେଜ ଅଧିକାରୀ ଝିଅର ଅଭିଭାବକ ଏବଂ ପୋ-ଲିସ୍ ଙ୍କୁ ଖବର ଦେଲେ। ନିମାପଡ଼ା ପୋ-ଲିସ୍ ତୁରନ୍ତ ଘ-ଟଣା ସ୍ଥଳରେ ପହଞ୍ଚି ଝିଅର ଶ-ବକୁ ପୋ-ଷ୍ଟମ-ଟମ୍ ପାଇଁ ପଠେଇଲେ।

ଝିଅର ବାପା କହିଛନ୍ତି ଜଗତସିଂପୁରର ନାଉ ଗାଆଁର କୋରୁଆ ସାହିର ଜିବନ ସ୍ୱାଇଁ ତାଙ୍କ ଝିଅକୁ ଏକତରଫା ଭଲ ପାଉଥିଲେ। ସେ ଲିଜାକୁ ସବୁବେଳେ ଭଲ ପାଇବା ପାଇଁ କହି ବହୁତ୍ ହଇ-ରାଣ କରନ୍ତି। କିନ୍ତୁ ଲିଜା ତାକୁ ଭଲ ପାଉ ନଥିଲା। ସେଥିପାଇଁ ସେ ଲିଜାର କିଛି ଗାଧୋଇବା ବେଳର ଖରାପ୍ ଫଟୋ ଉଠାଇ ଲିଜାକୁ ସବୁବେଳେ ବ୍ଲା-କମେ-ଲ୍ କରୁଥିଲା।

ଏ କଥା ଲିଜା ତାଙ୍କ ଘରେ ଗୋଟେ ଥର କହିଥିଲେ ସେଥିପାଇଁ ଲିଜାଙ୍କୁ ନ ଡରି ନିମାପଡ଼ାରେ ପାଠ ପଢ଼ିବାକୁ ଛାଡ଼ି ଦେଲେ। କିନ୍ତୁ ଜୀବନ କାହା କଥା ନ ଶୁଣି ଲିଜାଙ୍କ ବନ୍ଧୁ ବାନ୍ଧବଙ୍କୁ ଫଟୋ ଭାଇରାଲ କରିଦେବ ବୋଲି ଧ-ମକ ଦେଇଥିଲେ। ଲିଜା ଜୀବନର ବ୍ଲା-କମେ-ଲକୁ ସହି ନପାରି ଆ-ତ୍ମହ-ତ୍ୟା କରିଦେଇଛି ବୋଲି ତାଙ୍କ ବାପା କହିଛନ୍ତି। ଏବଂ ସେ ପୋ-ଲିସ୍ ଷ୍ଟେ-ସନ୍ ରେ ଜିବନ ସ୍ୱାଇଁଙ୍କ ବିରୁ-ଦ୍ଧରେ ଅଭି-ଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *