ନବଦାସଙ୍କୁ ମା-ରିବା ପାଇଁ ଗୋପାଳ କାହିଁକି ବାଛିଲେ 29ତାରିଖ ? 29ଆଗରୁ ହସୁଥିଲା ଗୋପାଳ

ଗତ ୨୯ ତାରିଖରେ ନବ ଦାସଙ୍କୁ ହ-ତ୍ୟା ପରେ ଏବେ ହ-ତ୍ୟାକା-ରୀ ଅଭି-ଯୁକ୍ତ ଏଏସଆଇ ଗୋପାଳକୁ ଗି-ରଫ କରାଯାଇ ପଚରା ଉଚୁରା ଜାରି ରଖା ଯାଇଛି । କାରଣ ଏଭଳି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ମା-ରିବା ପଛରେ ଜଣେ ସାଧାରଣ ଲୋକ ନୁହେଁ ବରଂ ଆଉ କିଛି ବଡ଼ ଷ-ଡ଼ଯ-ନ୍ତ୍ର ଥାଇପାରେ । ଯାହାକୁ ନେଇ ବର୍ତ୍ତମାନ ତ-ଦନ୍ତ ଜାରି ରହିଛି । ଏହି ମାମ-ଲାରେ ବର୍ତ୍ତମାନ ସିବିଆଇ ଖୋଡ଼ତାଳ ଜାରି ରଖିଛି । ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ଗୋପାଳ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କରିବାର କାରଣ କଣ ? ଯେହେତୁ ଗୋପାଳ ନବ ଦାସଙ୍କ ଅତି ନିକଟତର ଥିଲେ ବୋଲି ଅନେକ ଫୋଟକୁ ସ୍ପଷ୍ଟ ହୋଇଛି ।

ସୂଚନା ଅନୁଯାୟୀ ଗୋପାଳ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସହିତ ଥରେ ନୁହେଁ ଦୁଇ ଥର ନୁହେଁ ବରଂ ଏକାଧିକ ଥର ରହୁଥିଲେ । ମନ୍ତ୍ରୀଙ୍କୁ ପ୍ରଟେକ୍ସନ ଦେଉଥିଲେ ଗୋପାଳ । ଆଉ ଯଦି ପ୍ରଟେକ୍ସନ ଦେଉଥିଲେ ତେବେ ସେ ନିଜେ ହିଁ ଏଭଳି ହ-ତ୍ୟାକା-ଣ୍ଡ କାହିଁକି ଘଟାଇଲେ ତାହା ସବୁଠାରୁ ବଡ଼ ସନ୍ଦେହ ଜନକ ଘ-ଟଣା ଅଟେ । ଏପଟେ ସାମ୍ନାକୁ ଆସିଥିବା ଫୋଟକୁ ଦେଖି ଏହି ସନ୍ଦେହ କରାଯାଉଛି ଯେ ଗୋପାଳ କୁଆଡ଼େ ନବ ଦାସଙ୍କୁ ଅନେକ ଦିନରୁ ମା-ରିବା ପାଇଁ ସୁଯୋଗ ଖୋଜୁଥିଲା । ପୁଣି କେବଳ ସେହି ୨୯ ତାରିଖକୁ କାହିଁକି ଅପେକ୍ଷା କରିଥିଲା ଗୋପାଳ । ଯେଉଁ ସବୁ ସ-ନ୍ଦେହ ବର୍ତ୍ତମାନ ସିବିଆଇର ଦୃଷ୍ଟି ଆକ-ର୍ଷଣ କରିଛି ।

ବର୍ତ୍ତମାନ ଏଭଳି ସ-ନ୍ଦେହ କରାଯାଉଛି ଯେ କେହି ହୁଏତ ଗୋପାଳ ଜରିଆରେ କିମ୍ବା ଗୋପାଳ ନିଜେ ନବ ଦାସଙ୍କୁ ମା-ରିବା ପାଇଁ ପୂର୍ବରୁ ହିଁ ସମୟ ତାରିଖ ଠିକ କରିଥିଲା । ଜେହେତୁ ନବ ଦାସଙ୍କ ସହିତ ଗୋପାଳ ଏଭଳି ଅନେକ ସ୍ଥାନରେ ଏଭଳି ପରିସ୍ଥିତିରେ ହିଁ ରହିଛନ୍ତି । ତେଣୁ ଏମିତିରେ ୨୯ ତାରିଖରେ ଏଭଳି କଣ ଥିଲା ଯେ ତାଙ୍କୁ ମା-ରି ଦିଆଗଲା । ସବୁ ସମୟରେ ଗୋପାଳ ହସ ହସ ମୁହଁରେ ରହୁଥିଲେ ଏବଂ ନବ ଦାସଙ୍କୁ ସୁର-କ୍ଷା ଦେଉଥିଲେ । ତେଣୁ ଏଥିପାଇଁ ହୁଏତ ନବ ଦାସ କେବେବି ଗୋପାଳକୁ ସ-ନ୍ଦେହ କରି ନଥିବେ । କିନ୍ତୁ ଗୋପାଳ ଆଗରୁ ହିଁ ନବ ଦାସଙ୍କୁ ମା-ରିବାକୁ ପ୍ରି ପ୍ଲାନ କରିଥାଇ ପାରେ ।

ଏହାପରେ ଜାନୁଆରୀ ୨୯ ରେ ସମୟ ସୁଯୋଗ ଦେଖି ସିଧା ନବ ଦାସଙ୍କ ସାମ୍ନାକୁ ଯାଇ ତାଙ୍କ ଛାତିକୁ ଗୁ-ଳି ମା-ରିଥିଲେ ଗୋପାଳ । କେହି କିଛି ବୁଝିବା ଆଗରୁ ଗୁ-ଳି ଶବ୍ଦରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଏବଂ ଗୁ-ଳିରେ ଆ-ଘାତ ପ୍ରାପ୍ତ ମନ୍ତ୍ରୀ ତଳେ ତଳି ପଡ଼ିଥିଲେ । ସଙ୍ଗେ ସଙ୍ଗେ ଗୋପାଳକୁ କାବୁ କରି ନିଆଯାଇ ଥିଲା । କିନ୍ତୁ ଏପଟେ ଦୁଇଟି ବ୍ଲାଙ୍କ ଫା-ୟାର ହୋଇଯାଏ । ଏପଟେ ଘର ଲୋକଙ୍କ ଅନୁଯାୟୀ ଗୋପାଳଙ୍କ ମାନସିକ ସ୍ଥିତି ଭଲ ନଥିଲା ଏବଂ ସେ ଚିକିତ୍ସିତ ହେଉଥିଲେ । ଯଦି ଏହା ସତ ତେବେ ଏଭଳି ଲୋକଙ୍କ ହାତରେ ରିଭରବଲ କାହିଁକି ଦିଆଯାଇଥିଲା କିମ୍ବା ତାଙ୍କୁ ଡ୍ୟୁଟି କରିବାକୁ ଅନୁମତି କିପରି ମିଳୁଥିଲା , ତାହା ବର୍ତ୍ତମାନ ସୁଦ୍ଧା ସନ୍ଦେ-ହରେ ।

Leave a Reply

Your email address will not be published. Required fields are marked *