ତିନି ବର୍ଷ ହେଲା ଭଲ ପାଇଥିଲା ହେଲେ ସରକାରୀ ଚାକିରୀ ପାଇଲା ପରେ ଭୁଲିଗଲା

ଏପରି ଏକ ଘ-ଟଣା ଯାହା ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଆଲୋଡନ ସୃଷ୍ଟି କରିଛି ଆଉ ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି । ବିବାହ ହୋଇ ନଥିଲା ବାସ୍ ପ୍ରେମ ସ-ମ୍ପର୍କ ପୁଅ ଆଉ ଝିଅ ମଧ୍ୟରେ ରହିଥିଲା । କିନ୍ତୁ ପୁଅ ଶେଷରେ ପ୍ରେମିକାକୁ ଭୁଲି ଗଲା ଆଉ ତାପରେ ଆଉ ଏକ ଝିଅ ସହିତ ନିର୍ବନ୍ଧ କରାଇ ନେଲା। ତେବେ ଏତିକିରେ ମନ ହୋଇ ନଥିଲା ଶାନ୍ତି । ପ୍ରେମିକ ଘର ଲୋକ ପ୍ରେମିକାକୁ କରି ଦେଲେ ହ-ତ୍ୟା । ତେବେ ଏପରି ଘ-ଟଣା ବିଷୟରେ ଆପଣ ଆଗରୁ ପ୍ରାୟତଃ କେବେ ଶୁଣି ନଥିବେ । କିନ୍ତୁ ଘଟ-ଣାଟି ପୁରାପୁରି ସତ । ଏପରି ଘଟଣା ଘଟିବାର ତିନି ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୋ-ଲିସ କିଛି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁ ନାହିଁ ।

ପ୍ରେମ , ଶାରୀ-ରିକ ସମ୍ପ-ର୍କ ଆଉ ତାପରେ ଧୋକାର ଏପରି ଏକ ସ୍ପଷ୍ଟ ଘଟ-ଣା ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି । ନିଜ ଝିଅକୁ ନ୍ୟା-ୟ ଦେବା ପାଇଁ ବାପା ମାଆ ତଥା ପରିବାର ସଦସ୍ୟଙ୍କ ସହିତ ଗ୍ରାମର ମହିଳା ସମ୍ମିଳନୀ ମଧ୍ୟରେ ଥା-ନା ଆଗରେ ଧାରଣା ଦେଇ ବସିଛନ୍ତି । ତଥାପି ପୋ-ଲିସ ବାବୁ କିଛି ବି ବୁଝିବାକୁ ନାରାଜ । ତେବେ ସୂଚନା ଅନୁଯାୟୀ , ଏପରି ଏକ ଘ-ଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କୁମୁଟି ଗ୍ରାମରେ । କୁମୁଟି ଗ୍ରାମର ୨୩ ବର୍ଷୀୟା ଝିଅ ରୁବିନା ନାୟକ । ଯିଏ ନିକଟ ଗ୍ରାମର ସର୍ବେଶ୍ଵର ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରେମ କରୁଥିଲେ। ଆଉ ଦୁହିଁଙ୍କ ମଧ୍ୟରେ ୩ ବର୍ଷ ଧରି ପ୍ରେମ ସହିତ ରହିଥିଲା । ସର୍ବେଶ୍ଵର ମଧ୍ୟ ରୁବିନାଙ୍କୁ ବିବାହ କରିବା ପାଇଁ କଥା ଦେଇଥିଲେ ।

ସର୍ବେଶ୍ଵର ରୁବିନାଙ୍କୁ ବିବାହ କରିବା ପାଇଁ କଥା ଦେବା ସହିତ ତାଙ୍କ ସହିତ ଅନେକ ଥର ଶାରୀ-ରିକ ସ-ମ୍ପର୍କ ରଖିଥିଲେ । ଆଉ ଏଥିରେ ରୁବିନାଙ୍କୁ ମଧ୍ୟ କିଛି ଅସୁବିଧା ନଥିଲା । କିନ୍ତୁ ସମ୍ପ-ର୍କରେ ସେତେବେଳେ ଦୂରତା ଆସିଥିଲା , ଯେତେବେଳେ ସର୍ବେଶ୍ଵର ସରକାରୀ ଚାକିରୀ ପାଇଲେ ଆଉ ଅନ୍ୟ ଏକ ଝିଅ ସହିତ ନିର୍ବନ୍ଧ ମଧ୍ୟ କରାଇ ଦେଲେ । ତେବେ ଏସବୁ ମଧ୍ୟରେ ନିର୍ବନ୍ଧ ଫୋଟ ଦେଖି ଭାଙ୍ଗି ପଡ଼ିଥିଲେ ରୁବିନା ଆଉ ଫୋଟ ବିଷୟରେ ସର୍ବେଶ୍ଵରଙ୍କୁ ପଚାରିବା ପାଇଁ ନିଜ ସ୍କୁଟି ନେଇ ଅକ୍ଟୋବର ୧୮ ତାରିଖରେ ଘରୁ ବାହାରି ଯାଇଥିଲେ ରୁବିନା କିନ୍ତୁ ଆଉ ଜମା ଘରକୁ ଫେରି ନଥିଲେ । ତେବେ ଏତିକି ମଧ୍ୟରେ ବାପା ମାଆ ପୁରାପୁରି ବ୍ୟସ୍ତ ହୋଇ ଯାଇଥିଲେ ଆଉ ଥା-ନାରେ ଅଭି-ଯୋଗ ଦେଇଥିଲେ।

ତେବେ ପୋ-ଲିସ ତଦନ୍ତ କରିବା ପରେ କଣ୍ଟିଲୋ ଥା-ନା ଅନ୍ତର୍ଗତ ଦୁଆରବନ୍ଧ ନିକଟରେ ଥିବା ଏକ ବୁଦା ପାଖରୁ ୧୯ ତାରିଖରୁ ରୁବିନାଙ୍କ ମୃ-ତଦେହ ଉ-ଦ୍ଧାର କରିଥିଲା । ତେବେ ଏହାପରେ ରୁବିନାଙ୍କ ପରିବାର ଲୋକ ସର୍ବେଶ୍ଵର ତଥା ତାଙ୍କ ପରିବାର ଲୋକଙ୍କ ଉପରେ ଅଭି-ଯୋଗ ଆଣିଥିଲେ । ଆଉ କହିଥିଲେ କି , ଝିଅ ଯେତେବେଳେ ତାଙ୍କ ଘରକୁ ଯାଇଥିଲେ ସେମାନେ ସେତେବେଳେ ଝିଅକୁ ମା-ରି ମା-ରି ହ-ତ୍ୟା କରି ଟାଙ୍ଗି ଦେଇଛନ୍ତି । ଆଉ ପୋଲି-ସକୁ ଗି-ରଫ କରିବା ପାଇଁ ଦାବି ମଧ୍ୟ କରିଥିଲେ ।କିନ୍ତୁ କିଛି ହୋଇ ପାରି ନଥିଲା । ପୋ-ଲିସ ମାତ୍ର ସର୍ବେଶ୍ଵରଙ୍କୁ ଗି-ରଫ କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ଏପର୍ଯ୍ୟନ୍ତ ଗି-ରଫ କରି ନାହିଁ । କିନ୍ତୁ ଘଟ-ଣାକୁ ୩ ମାସରୁ ଅଧିକ ସମୟ ବିତି ଯାଇଥିବା ପରେ ମଧ୍ୟ ପୋଲି-ସର ଏପରି ଅବହେଳା ପାଇଁ ରୁବିନାଙ୍କ ବାପା ମାଆଙ୍କ ସହିତ ଗାଆଁ ର ମହିଳା ସମ୍ମିଳନୀ ଧାରଣା ଦେଇ ବସିଛନ୍ତି ।

Leave a Reply

Your email address will not be published. Required fields are marked *