ଲକ୍ଷପତି କରାଇଦେବ ପୁରୁଣା ୫୦ ଟଙ୍କିଆ ନୋଟ। କେମିତି ଏହାର ବ୍ୟବହାର କରି ଧନୀ ହେବେ ଜାଣନ୍ତୁ।

ପାଖରେ ପୁରୁଣା ୫୦ ଟଙ୍କିଆ ନୋଟ ଅଛିକି ଖୋଲିଯିବ ଭାଗ୍ୟ ଆଉ ହୋଇଯିବେ ମାଲାମାଲ। ବାସ କରିବାକୁ ପଡିବ ଏଇ ଛୋଟିଆ କାମ।ଆଜ୍ଞା ହଁ ବନ୍ଧୁଗଣ ଆପଣଙ୍କୁ ଲକ୍ଷପତି କରାଇଦେବ ପୁରୁଣା ୫୦ ଟଙ୍କିଆ ନୋଟ। କିନ୍ତୁ ଏଥିପାଇଁ ଆପଣଙ୍କୁ କରିବାକୁ ପଡିବ ଏକ ଛୋଟିଆ କାମ। ଯାହା ପରେ ଆପଣ ଧନୀ ହୋଇଯିବେ। ଏମିତିରେ ତ ଧନୀ ହେବା ପାଇଁ କାହାର ବା ଇଛା ନାହିଁ ସମସ୍ତେ ଟଙ୍କା ରୋଜଗାର କରି ଧନୀ ହେବାକୁ ଚେଷ୍ଟା କରନ୍ତି। ବ୍ୟବସାୟ ହେଉ କି ଚାକିରୀ ମୋଟା ଅଙ୍କର ଟଙ୍କା କମାଇବାକୁ ସମସ୍ତେ ଚାହାଁନ୍ତି କିନ୍ତୁ ଟଙ୍କାବଦଳରେ ମୋଟା ଅଙ୍କର ଟଙ୍କା ପାଇବା ଆପଣ ବୋଧେ ଜାଣିନଥିବେ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ଭାବେ ସତ।

ଯଦି ଆପଣଙ୍କ ପାଖରେ ପୁରୁଣା ନୋଟ ଅଛି ତେବେ ଆପଣ ତାର ପ୍ରତିବଦଳରେ ମୋଟା ଅଙ୍କର ଟଙ୍କା ପାଇପାରିବେ। ଆଜି ଆମେ ଆପଣଙ୍କୁ ଏମିତି ଉପାୟ ବିଷୟରେ ଜଣେଇବୁ ଯାହା ମାଧ୍ୟମରେ ଆପଣ ବିପୁଳ ପରିମାଣରେ ଟଙ୍କା ରୋଜଗାର କରିପାରିବେ।ଯଦି ଆପଣଙ୍କ ପାଖରେ ୫୦ ଟଙ୍କିଆ ନୋଟ ଅଛି ତେବେ ଆପଣ ଧନୀ ହେବାର ସ୍ୱପ୍ନକୁ ମଧ୍ୟ ପୂରଣ କରିପାରିବେ। ପୁରୁଣା ୫୦ ଟଙ୍କିଆ ନୋଟକୁ ୬ ଲକ୍ଷ ଟଙ୍କାରେ କରିପାରିବେ। ଯାହାକି ଏକ ସୁବର୍ଣ୍ଣ ସୁଯୋଗ। ଆପଣ ସମସ୍ତ ସର୍ତ ସହିତ ଏହି ନୋଟର ବିକ୍ରୟ କରିପାରିବେ ଯଦି ଆପଣ ସୁଯୋଗକୁ ହାତ ଛଡା କରିଦିଅନ୍ତି ତେବେ ହୁଏତ ଆଉ ନମିଳିପାରେ।

ଭାରତରେ ଅନେକ ୱେବସାଇଟ ରହିଛି ଯେଉଁମାନେ କି ପୁରୁଣା ନୋଟ କିଣୁଛନ୍ତି। ସେମାନଙ୍କୁ ଏହି ପୁରୁଣା ନୋଟ ବିକ୍ରୟ କରି ମୋଟା ଅଙ୍କର ଟଙ୍କା ପାଇପାରିବେ। ନୋଟ ବିକ୍ରୟ କରିବା ପୂର୍ବରୁ ଆପଣଙ୍କୁ ଏହାର କିଛି ନିୟମ ବିଷୟରେ ମଧ୍ୟ ଜାଣିବାକୁ ପଡିବ।ତେବେ ଯଦି ପୁରୁଣା ୫୦ ଟଙ୍କିଆ ନୋଟର ସିରିୟଲ ନମ୍ବର 786 ରହିଛି ତେବେ ଆପଣ ହୋଇପାରିବେ ଲକ୍ଷପତି। କାରଣ 786କୁ ମୁସଲିମ ସମ୍ପ୍ରଦାୟର ଲୋକେ ବହୁତ ଶୁଭ ବୋଲି ବିବେଚନା କରନ୍ତି। ମୁସଲମାନ ସମ୍ପ୍ରଦାୟର ଲୋକେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହି ନୋଟକୁ କିଣନ୍ତି। ତେଣୁ ନୋଟ ବିକ୍ରୟ କରିବାର ସୁଯୋଗକୁ ହାତଛଡା କରନ୍ତୁ ନାହିଁ।

ଯଦି ଆପଣଙ୍କ ପାଖରେ ପୁରୁଣା ୫୦ ଟଙ୍କିଆ ନୋଟ ଅଛି ତେବେ ଏହାକୁ ୬ ଲକ୍ଷ ଟଙ୍କାରେ ବିକ୍ରି କରିପାରିବେ। ଆଉ ୩ ଟି ଥିଲେ ଆପଣ ପାଇପାରିବେ ୧୮ ଲକ୍ଷ ଟଙ୍କା। ତେବେ ଯଦି ଆପଣ ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରଥମେ OLXରେ ପଞ୍ଜିକରଣ କରିବାକୁ ପଡିବ। ଆଉ ପଞ୍ଜିକରଣ ପରେ ୫୦ ଟଙ୍କିଆ ନୋଟର ଫୋଟକୁ ଅପଲୋଡ଼ କରିବାକୁ ପଡ଼ିବାକୁ ପଡିବ। ଏହା ପରେ ଯେଉଁମାନେ ନେବାକୁ ଚାହିଁବେ ଆପଣଙ୍କ ସହିତ ଯୋଗାଯୋଗ କରିବେ।

ତେବେ ନୋଟ ଗୁଡିକର ପ୍ରକୃତ ମୂଲ୍ୟ କେତେ ତାହା OLX ପକ୍ଷରୁ ନିର୍ଧାରିତ କରାଯାଏନାହିଁ ଏକ ମିଡ଼ିଆ ସଂସ୍ଥାର ରିପୋର୍ଟ ଅନୁସାରେ 786 ନମ୍ବର ଥିବା ନୋଟର ମୂଲ୍ୟ ୬ ଲକ୍ଷ ଟଙ୍କା ଥିବା କୁହାଯାଇଛି।ଏଠାରେ ଆମେ ଜଣେଇ ଦେବୁ ଯେ ଏହା କେବଳ ଗଣମାଧ୍ୟମ ପ୍ରକାଶିତ ଖବରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *