ପୁଅର ବର୍ବା-ଦି ପାଇଁ ଅର୍ଚ୍ଚନାଙ୍କ ଉପରେ ଅଭି-ଯୋଗ ଆଣିଲେ ବାପା ମା’ । କହିଲେ ‘ ଆମ ପୁଅକୁ ଅର୍ଚ୍ଚନା ଫ-ସେଇ ଦେଇଛି ‘ ।

ରାଜଧାନୀ ଅର୍ଚ୍ଚନା ମାମ-ଲା ଏବେ ସୁଦ୍ଧା ଚର୍ଚ୍ଚାରେ ରହିଛି । ନିଜର କଳା କାର-ନାମା ଉପରୁ ଗୋଟିଏ ପରେ ଗୋଟିଏ ପରଦା ହଟିବାରେ ଲାଗିଛି । ଏମିତିକି ଧୀରେ ଧୀରେ ଅତୀତ ଉପରୁ ମଧ୍ୟ ପରଦା ହଟୁଛି । ଆଉ ଅର୍ଚ୍ଚନାର ସବୁ କାର-ନାମା ଲୋକ ଲୋଚନକୁ ଆସୁଛି । ଏହାରି ମଧ୍ୟରେ ଆଉ ଏକ ଘଟ-ଣା ଶୁଣିବାକୁ ମିଳିଛି ଯାହାକୁ ଅର୍ଚ୍ଚନାଙ୍କ ତଥାକଥିତ ସ୍ୱାମୀ ଜଗବନ୍ଧୁଙ୍କୁ ନେଇ । ତେବେ ଘଟ-ଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ କୁଆଡ଼େ ଗାଁ ରେ ଜଗବନ୍ଧୁଙ୍କ ବାପା ମା’ ଆଜବେଷ୍ଟର ଘରେ ପଡ଼ି ରହିଛନ୍ତି ଏବଂ ନିଜ ପୁଅକୁ ଝୁରି ଝୁରି କାନ୍ଦୁଛନ୍ତି । ଜଗବନ୍ଧୁଙ୍କ ବାପା ମା କହିଛନ୍ତି ଯେ ତାଙ୍କ ପୁଅକୁ କୁଆଡ଼େ ଅର୍ଚ୍ଚନା ଫ-ସାଇ ଦେଇଛି । ତେବେ କହିରଖିବୁ ଯେ ଜଗବନ୍ଧୁଙ୍କ ଘର ବାଲେଶ୍ଵର ଅଞ୍ଚଳର । ଜଗବନ୍ଧୁ ଯୁକ୍ତ ୨ ପାଠ ପଢ଼ା ସାରି ଦିଲ୍ଲୀ ବାହାରି ଥିଲେ । ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଜଗବନ୍ଧୁ । ସେଠାରେ ଯାହା କିଛି ଦରମା ପାଉଥିଲେ ସେଥିରୁ କିଛି ଘରକୁ ମଧ୍ୟ ପଠାଉଥିଲେ । ଯାହାଦ୍ୱାରା ତାଙ୍କ ବାପା ମା’ ମଧ୍ୟ ବେଶ ଖୁସି ହେଉଥିଲେ ।

କିନ୍ତୁ ଧୀରେ ଧୀରେ ସମୟ ବଦଳି ଥିଲା ଏବଂ ପୁଅର ହବଭାବରେ ମଧ୍ୟ ପରିବର୍ତ୍ତନ ଆସି ଯାଇଥିଲା । ଜଗବନ୍ଧୁ ଭୁବନେଶ୍ୱର ଫେରିଆସି ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ବ୍ୟବସାୟ କରିବା ଆରମ୍ଭ କରି ଦେଇଥିଲେ । ଏହାପରେ ତାଙ୍କର ଦେଖା ହୋଇଥିଲା କଳାହାଣ୍ଡି ଜିଲ୍ଲା ଝିଅ ଅର୍ଚ୍ଚନାଙ୍କ ସହିତ । ଆଉ ସେହିଠାରୁ ହିଁ ଜୀବନ ବଦଳି ଯାଇଥିଲା । ଗାଁ ରେ ଆଜବେଷ୍ଟର ଘରେ ରହୁଥିବା ବାପା ମା’ ଅର୍ଚ୍ଚନାଙ୍କ ବିଷୟରେ କିଛି କିଛି ଶୁଣିବାକୁ ମଧ୍ୟ ପାଉଥିଲେ । ବାପା ମା’ କେବେ ଚାହୁଁ ନଥିଲେ ଯେ ତାଙ୍କ ପୁଅ କେବେ ଅର୍ଚ୍ଚନାଙ୍କୁ ବାହା ହେଉ ବୋଲି ।

ଏପଟେ ପୁଅବି ଟଙ୍କା ଲୋଭରେ ଏତେ ଅନ୍ଧ ହୋଇଗଲା ଯେ ଅତ୍ୟନ୍ତ ନିଷ୍ଠୁର ପାଲଟି ଗଲା ଏବଂ ଗରୀବ ବାପା ମା’ କୁ ମଧ୍ୟ କିଛି ପଚାରିଲା ନାହିଁ । ସ୍ତ୍ରୀ ବୁଦ୍ଧିରେ ପଡ଼ି ରାଜଧାନୀରେ ବଡ଼ ବଡ଼ିଆଙ୍କ ଠାରୁ ଟଙ୍କା ଲୁ-ଟିବାରେ ଲାଗି ପଡ଼ିଲା । ସେହି ଟଙ୍କାରେ ହିଁ ବଙ୍ଗଳା କିଣିଲେ ଏବଂ ବେଶ ମଉଜରେ ରହିଲେ । ବାପା ମା’ ଙ୍କୁ ଭୁଲିଗଲା । ଆଉ ଯେତେବେଳେ ଅର୍ଚ୍ଚନା ଫ-ସିଲା ସେତେବେଳେ ଜଗବନ୍ଧୁ ଯାଇ କେଉଁଠି ଲୁ-ଚି ରହିଛନ୍ତି । ଏପଟେ ବାଲେଶ୍ଵର ଅଞ୍ଚଳରେ ଥିବା ସେହି ଗରିବ ବାପା ମା’ ଙ୍କୁ ସମ୍ପ-ର୍କୀୟ ମାନେ ପଚାରୁଛନ୍ତି ଯେ ପୁଅ ଜଗବନ୍ଧୁ କେଉଁଠି ଅଛି । ବାପା ମା’ କୁଆଡ଼େ କା-ନ୍ଦି କା-ନ୍ଦି କହିଛନ୍ତି ତାଙ୍କ ପୁଅକୁ କୁଆଡ଼େ ଅର୍ଚ୍ଚନା ଫ-ସାଇ ଦେଲା । ମାତ୍ର ସୂଚନା ଏହା ଯେ ଉଭୟ ସ୍ୱାମୀ ସ୍ତ୍ରୀ ମିଶି ହିଁ ସେ-କ୍ସ ରା-କେଟ ସାଙ୍ଗକୁ ବଡ଼ ବଡ଼ିଆଙ୍କୁ ବ୍ଲା-କମେ-ଲ କରି ଟଙ୍କା ଭିଡୁଥିଲେ । ଆଉ ତଦ-ନ୍ତରୁ ମଧ୍ୟ ଏହା ସ୍ପଷ୍ଟ ହୋଇ ସାରିଥିଲେ ହେଁ ଏବେ ସୁଦ୍ଧା ଜଗବନ୍ଧୁଙ୍କର କୌଣସି ଖୋଜ ଖବର ନାହିଁ ।

Leave a Reply

Your email address will not be published. Required fields are marked *