ପର-କୀୟା ପ୍ରୀତି ପାଇଁ ଚାଲିଗଲା ଆଉ ଏକ ଜୀବନ । ବାଲେଶ୍ୱରରେ ହ-ତ୍ୟା କଲେ ଆଉ କ-ଟା ମୁଣ୍ଡ ଫିଙ୍ଗିଲେ ଭଦ୍ରକରେ

ବିବାହିତ ସତ୍ତ୍ୱେବି ଯଦି ପୁରୁଷ ଏବଂ ନାରୀ ଯୌ-ନ ଲା-ଳସା ମେଣ୍ଟାଇବାକୁ ନିଜର ମ-ର୍ଯ୍ୟାଦା ପାର କରନ୍ତି , ତେବେ ନିଶ୍ଚିତ ଭାବରେ ଏହା ଏକ ଲ-ଜ୍ଜାଜ-ନକ କଥା ଅଟେ । ଆଉ ଏହି ପର-କୀୟା ପ୍ରୀ-ତି କାରଣରୁ ଅନେକ ଜୀବନ ବଳି ପଡ଼ିଯାଏ । ଯାହାର ଆଉ ଏକ ପ୍ରମାଣ ଆଜିକାର ଲେଖାରେ ଆମେ ଆପଣଙ୍କୁ ଦେବୁ । ଯେଉଁଠି ଏହି ପର-କୀୟା ପ୍ରୀ-ତିର ପରିଣାମ ଖୁବ ଭ-ୟଙ୍କର ହୋଇ ଯାଇଛି । ନିଜର ଶାରୀ-ରିକ ଭୋକକୁ ମେଣ୍ଟା-ଇବା ପାଇଁ ସ୍ତ୍ରୀ ଖୁବ ନିନ୍ଦ-ନୀୟ କାମ କରିଛି , ଆଉ ଶେଷରେ ପରିଣତି ଖୁବ ଭ-ୟଙ୍କର ହୋଇ ଯାଇଛି । ତେବେ ଘ-ଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘଟ-ଣା ନୟାଗଡ଼ରୁ ଆରମ୍ଭ ହୋଇ ବାଲେଶ୍ଵର ଏବଂ ତାପରେ ଭଦ୍ରକରେ ଯାଇ ପହଞ୍ଚିଛି । ଆଉ ଘ-ଟଣା ବିଷୟରେ ଜାଣିଲେ ଆପଣଙ୍କ ଲୋମ ଟା-ଙ୍କୁରି ଉଠିବ । ପରକୀୟା ପ୍ରୀତି କାରଣରୁ ସ୍ୱାମୀ ସ୍ତ୍ରୀ ଜଣେ ବ୍ୟକ୍ତିଙ୍କ ହ-ତ୍ୟା କରି ମୁଣ୍ଡ କାଟି ନବେ କିଲୋମିଟର ଦୂରରେ ଫିଙ୍ଗି ଦେଇଛନ୍ତି । ଏଭଳି ଏକ ଘଟ-ଣା ବର୍ତ୍ତମାନ ବାଲେଶ୍ଵର , ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲା ପାଇଁ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲାର ଶ୍ରୀଧର ଦଳବେହେରା , ଫକୀର ନାୟକ ଏବଂ ତାଙ୍କ ପତ୍ନୀ ସୁମିତ୍ରା ନାୟକ ତିନି ଜଣ କିଛି ମାସ ହେବ ବାଲେଶ୍ୱର ସଦର ଥା-ନା ଅନ୍ତର୍ଗତ ଖାନ ନଗର ଅଞ୍ଚଳରେ ରହି ବସୁଧା ଯୋଜନାରେ ପ୍ରକଳ୍ପ କାମ କରୁଥିଲେ ।

ସ୍ୱାମୀ ସ୍ତ୍ରୀ ଏବଂ ବନ୍ଧୁ ଶ୍ରୀଧର ମିଶି ଏହି କାମ କରୁଥିଲେ । କିନ୍ତୁ ଏହାରି ଭିତରେ ସ୍ତ୍ରୀ ସୁମିତ୍ରା ଫକୀରଙ୍କୁ ଛାଡ଼ି ସ୍ୱାମୀଙ୍କ ସାଙ୍ଗ ଶ୍ରୀଧର ଦଳବେହେରାଙ୍କୁ ପ୍ରେମ କରି ବସିଥିଲେ । ଏହାପରେ ଶ୍ରୀଧର ଦଳବେହେରା ଏବଂ ସୁମିତ୍ରାଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ଗଢ଼ି ଉଠିଥିଲା । ଏହି ଅଳ୍ପ ଦିନିଆ ପ୍ରେମ ବିଷୟରେ ସ୍ୱାମୀ ଫକୀର ନାୟକ ଜାଣି ପାରିଥିଲା । ଯାହା ଜାଣିବା ପରେ ସ୍ବାମୀ ସ୍ତ୍ରୀକୁ ଛାଡ଼ି ଗାଁକୁ ଚାଲି ଆସିଥିଲା । ମାତ୍ର ସୁମିତ୍ରା ଶ୍ରୀଧରଙ୍କ ସହିତ ବାଲେଶ୍ୱରରେ ରହିଥିଲା । ପାଖାପାଖି ଗୋଟିଏ ସପ୍ତାହ ରହିବା ପରେ ଶ୍ରୀଧର ଏବଂ ସୁମିତ୍ରାଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ବି-ବାଦ ସୃଷ୍ଟି ହୋଇଥିଲା । ଶ୍ରୀଧର ସୁମିତ୍ରାଙ୍କୁ ଖୁବ ମାରଧର କରିଥିଲେ । ଖରାପ ଭାଷାରେ ଗା-ଳିଗୁ-ଲଜ ମଧ୍ୟ କରିଥିଲେ ।

ସୁମିତ୍ରା ଭାବି ନେଇଥିଲା ଯେ ଯାହା ପାଇଁ ସେ ନିଜ ସ୍ୱାମୀକୁ ଭୁଲି ଯାଇଥିଲା ସେ ହିଁ ତା ସହ ଏପରି ବ୍ୟବହାର କରୁଛି । ତେଣୁ ସେହିଦିନ ହିଁ ସୁମିତ୍ରା ଶ୍ରୀଧରଙ୍କୁ ହ-ତ୍ୟା କରି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା । ତେଣୁ ସେ ନିଜ ସ୍ୱାମୀକୁ କଲ କରି ସବୁ କଥା କହିଥିଲା । ସ୍ୱାମୀ ନିଜ ସ୍ତ୍ରୀକୁ ସାହାଯ୍ୟ କରିବା ପାଇଁ ବାଇକ ନେଇ ନୟାଗଡ଼ରୁ ବାଲେଶ୍ୱର ଆସି ପହଞ୍ଚିଥିଲା । ବାଲେଶ୍ଵରରେ ମୁଣ୍ଡ ବିହୀନ ମୃ-ତ ଦେହକୁ ଫିଙ୍ଗି କ-ଟା ମୁଣ୍ଡକୁ ମୁଣାରେ ପୁରାଇ ସ୍ୱାମୀ ସ୍ତ୍ରୀ ବାଇକ ଯୋଗେ ଆସି ଭଦ୍ରକର ଛତାବର ଛକ ପାଖ ନିର୍ମାଣଧୀନ ଏକ ଡ୍ରେନରେ କଟା ମୁଣ୍ଡକୁ ଫି-ଙ୍ଗି ଦେଇଥିଲେ । ତେବେ ପୋଲି-ସର ତ-ଦନ୍ତ ପରେ ଏହି ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ପର-କୀୟା ପ୍ରୀ-ତି ପାଇଁ ଆଉ ଏକ ଅମୂଲ୍ୟ ଜୀବନ ବ-ଳି ପଡ଼ିଛି ।

Leave a Reply

Your email address will not be published. Required fields are marked *