ଅଷ୍ଟମ ଶ୍ରେଣୀର ଝିଅକୁ ପ୍ରେମ କରୁଥିଲା ଡ୍ରାଇଭର , ଘରେ ପଶି କଲା ଏମିତି କା-ଣ୍ଡ

ପ୍ରେମ କିଛି ମାନେ ନାହିଁ , ନା ଜାତି ନା ଧର୍ମ ନା ବର୍ଣ୍ଣ ସର୍ବଶେଷରେ ପ୍ରେମ , ପ୍ରେମ ହିଁ ହୋଇଥାଏ । ତା ପାଖରେ କିଛି ବି ନଥାଏ । ବାସ୍ ଚାରିଆଡ଼େ ସେହି ମନର ମଣିଷ ହିଁ ଦେଖା ଯାଇଥାଏ । ଆଉ ସେହି ମନର ମଣିଷକୁ ପାଇବା ପାଇଁ ଜଣେ ମଣିଷ କିଛି ବି କରିବାକୁ ରାଜି ରହିଥାଏ । କିନ୍ତୁ ସେହି ପ୍ରେମ ଯେତେବେଳେ ଜିଦ୍ ରେ ପରିଣତ ହୋଇଯାଏ ନା ସେତେବେଳେ ସବୁକିଛି ଶେଷ ହୋଇଯାଏ । ଆଉ ରହି ନଥାଏ ପ୍ରେମର ମ-ର୍ଯ୍ୟାଦା । ଆଉ କିଛି ବି କରିବା ଆଗରୁ ମଣିଷ ସେହି ପ୍ରେମ କଥା ଚିନ୍ତା କରି ନାହିଁ । ଠିକ୍ ଯେମିତି ନିଜ ପ୍ରେମିକା ଗଳା କା-ଟିବା ଆଗରୁ ଚିନ୍ତା କରି ନଥିଲେ ଯୁବକ ।

ତେବେ ଆଜ୍ଞା ହଁ ଆମେ ଆପଣଙ୍କୁ ଏପରି ଏକ କଥା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଦେହର ଲୋମ ଟା-ଙ୍କୁରି ଉଠାଇ ଦେବ । ଆଉ ଆପଣ ସେହି ପ୍ରେମିକ ଉପରେ ଛି ଛି କରିବେ । ତେବେ ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ସଦର ଥା-ନାରେ । ତେବେ ସଦର ଥା-ନାରେ ଦାଶରଥି ସାହୁ ନିଜ ପରିବାର ସହିତ ରହୁଥିଲେ । ତେବେ ତାଙ୍କର ଗୋଟିଏ ଝିଅ ଥିଲା ଖୁସି , ଯିଏକି ଅଷ୍ଟମ ଶ୍ରେଣୀରେ ସରସ୍ଵତୀ ଶିଶୁ ମନ୍ଦିରରେ ପାଠ ପଢୁଥିଲା ।

ତେବେ ପାଠ ପଢ଼ିବା ପାଇଁ ଖୁସି ଯାଉଥିଲା ଆଉ ଏହି ସମୟରେ ତାର ଦେଖା ହୋଇଥିଲା ଡ୍ରାଇଭର ରଞ୍ଜନ ସହିତ । ଯିଏ ନିଜ ପ୍ରେମ ଜା-ଲରେ ଖୁସିକୁ ଫ-ସାଇ ଦେଇଥିଲା । ଆଉ ଖୁସି ମଧ୍ୟ ତା ପ୍ରତି ଆକର୍ଷ ହୋଇଯାଇଥିଲା । ତେବେ ଏହା ମଧ୍ୟରେ ଦୁହିଁଙ୍କ ମଧ୍ୟରେ କଥା ବି ଆରମ୍ଭ ହୋଇ ଯାଇଥିଲା । ଖୁସି ଫୋନ୍ ଧରି ତା ସହିତ କଥାବାର୍ତ୍ତା କରିଥାଏ । ତେବେ ମଝିରେ ଏହି କଥା ଘର ଲୋକ ଜାଣି ପାରିଥିଲେ ଆଉ ତା ଠାରୁ ଫୋନ୍ ଛଡ଼ାଇ ନେଇଥିଲେ ଆଉ କଥା ହେବା ବନ୍ଦ କରି ଦେଇଥିଲେ । ତା ପରେ ଘର ଲୋକ ଟିକିଏ ଆଶ୍ବସ୍ତ ଅନୁଭବ କରିଥିଲେ । କିନ୍ତୁ ଏଠାରେ ଜଗି ରହିଥିଲା ଶ-ତ୍ରୁ ।

ବାପା ମାଆ ଜାଣି ନଥିଲେ ସେମାନେ ଝିଅ ଠାରୁ ଫୋନ୍ ଛଡ଼ାଇ ନେଇ ଝିଅର ମୃ-ତ୍ୟୁକୁ ଆଲି-ଙ୍ଗନ କରିବାରେ ଲାଗିଛନ୍ତି । ତେବେ ଶେଷରେ ସେହା ହିଁ ହେଲା । ଏକଦା ଫୋନ୍ ଉଠାଇ ନଥିଲା ଖୁସି ଆଉ ଯାହା ପରେ ଡ୍ରାଇଭର ରଞ୍ଜନ ମୁଣ୍ଡକୁ ଚଢ଼ି ଯାଇଥିଲା ବି-ଷ । ସେ ରା-ଗରେ କଣ କରିବ ଜାଣି ପାରି ନଥିଲା । ଆଉ ସିଧା ଖୁସି ଘରେ କେହି ନଥିବା ସମୟରେ ଘର ଭିତରକୁ ପଶି ଆସିଥିଲା ଆଉ ଖୁସିରେ ବେକ କା-ଟି ଦେଇ ଖଟ ଉପରେ ପକାଇ ଦେଇଥିଲେ । ତେବେ ଘଟ-ଣା ସ୍ଥଳରେ ହିଁ ଖୁସିର ମୃ-ତ୍ୟୁ ହୋଇ ଯାଇଥିଲା । ବର୍ତ୍ତମାନ ପରିବାର ଲୋକ କା-ନ୍ଦି କା-ନ୍ଦି ବେହୋସ୍ ହୋଇଯିବା ସହିତ ନିଜ ଛୋଟ ଝିଅକୁ ହରାଇ ଥିବାରୁ ସେହି ରଞ୍ଜନ ବିରୁ-ଦ୍ଧରେ କଡା କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବା ପାଇଁ ଅଭି-ଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *