ଯବାନଙ୍କୁ ମା-ରିଥିଲେ ଏବେ ଗୋଟି ଗୋଟି କରି ମ-ଲେ ।

ଦିନେ ଯବାନଙ୍କୁ ମାରି ଖୁସି ମନାଉ ଥିଲେ ନକ୍ସଲ ହେଲେ ଏବେ ଗୋଟି ଗୋଟି କରି ମ-ରୁଛନ୍ତି ନକ୍ସଲ । ଏବେ ଯବାନ ମାନେ ମାଓବାଦୀଙ୍କ ଘରେ ପଶି ମାଓ ବାଦୀଙ୍କୁ ଦ-ମନ କରୁଛନ୍ତି । କେବଳ ଜଣଙ୍କୁ ନୁହେଁ ଗୋଟି ଗୋଟି କରି ମା-ରୁଛନ୍ତି ଯବାନ ମାନେ । ତେବେ ୭ ନକ୍ସଲ ଙ୍କୁ ଗି-ରଫ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ନି-ହତ କରାଯାଇଛି । ଦନ୍ତେ ୱାଡାର୍ ୧୧ ଯବାନଙ୍କୁ ମାରି-ବାରେ ସାମିଲ ଥିବା ନକ୍ସଲ ମାନଙ୍କୁ ଉଚିତ୍ ଶିକ୍ଷା ଶିଖାଉଛନ୍ତି ଯବାନ ମାନେ ।

ତେବେ ସେହି ନକ୍ସଲ ମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିବା ଜଣା ପଡିଛି । ଦନ୍ତେ ୱାଡାରେ ହୋଇଥିବା ବିସ୍ପୋ-ରଣରେ ଏମାନେ ଥିଲେ ସାମିଲ । ତେବେ ଏହା ପରେ ଯବାନ ମାନେ ସାଥୀ ଯବାନଙ୍କ ସହିଦ ରେ ଦୁଃ-ଖ ପ୍ରକାଶ କରିବା ପରେ ଏବେ ନକ୍ସଲଙ୍କ ନିଦ ହଜାଇ ଦେଇଛନ୍ତି ଯବାନ ମାନେ ।

ଏବେ ଯବାନ ମାନେ ମାଓବାଦୀ ମାନଙ୍କୁ ଖୋଜି ଖୋଜି କରୁଛନ୍ତି ଏନ୍ କାଉଣ୍ଟର । ଖବର ମୁତାବିକ ମାଲକାଗିରି ସୀମାନ୍ତ ସୁକମା ଜିଲ୍ଲାରେ ହୋଇଥିଲା ଏନ୍ କାଉଣ୍ଟର । ଆଉ ଯବାନଙ୍କ ଗୁ-ଳିରେ ଦୁଇ ହାର୍ଡ କୋର ମାଓବାଦୀ ହୋଇଛନ୍ତି ନି-ହତ । ତେବେ ସୂଚନା ଅନୁଯାୟୀ ଏହି ଦୁଇ ଜଣଙ୍କ ମଧ୍ୟରେ ଜଣେ ମାଓ କମାଣ୍ଡର ଥିବା ବେଳେ ଅନ୍ୟ ଜଣେ ମହିଳା ମାଓବାଦୀ ରହିଥିବା ଜଣା ପଡ଼ିଛି ।

ତେବେ ଏହି ଦୁଇ ଜଣଙ୍କୁ ନି-ହତ କରିବା ପରେ ଆତ-ଙ୍କବାଦୀଙ୍କ ଭିତରେ ଆ-ତଙ୍କ ଖେଳି ଯାଇଛି ଆତ-ଙ୍କ-ବାଦୀ ମାନେ ଭ-ୟରେ ଥରି ଉଠିଛନ୍ତି । କାରଣ ଯବାନ ମାନେ ଏବେ ଜଗି ଉଠିଛନ୍ତି । ଆଉ ଏହି ଏନ୍ କାଉଣ୍ଟରରେ କେତେ ବେଳେ କିଏ ନି-ହତ ହେବ ତାହା ଆ-ତଙ୍କ ବାଦିଙ୍କୁ ଚିନ୍ତାରେ ପକାଇଛି । କାରଣ ଆ-ତଙ୍କ ବାଦି ମାନେ ଯେଉଁ ଭଳି ଯବାନ ମାନଙ୍କ ଜୀବନ ନେଇଥିଲେ ଏବେ ତାହାର ପରିଣାମ ସେମାନଙ୍କୁ ଭୋଗିବାକୁ ପଡୁଛି ।

ତେବେ ନି-ହତ ହୋଇଥିବା ସେହି ଦୁଇ ମାଓବାଦୀ ହେଲେ ମାଓ କମାଣ୍ଡର ମାଡକାମି ଜେରା ଓ ମହିଳା ମାଓବାଦୀଙ୍କ ନାମ ହେଉଛି ପଡିଆମି ଭିମା ବୋଲି ପୋ-ଲିସ ସୂଚନା ଦେଇଛି । ତେବେ ସୁକୁମା ଜିଲ୍ଲା ବେଜି ଥା-ନା ଅନ୍ତର୍ଗତ ଦଣ୍ଟେ ପୁର ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରି ରହିଥିବା ପୋଲି-ସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।

ଆଉ ଏହି ସୂଚନା ମିଳିବା ପରେ ଯବାନ ମାନେ ଜାଗି ଉଠିଥିଲେ ଅପରେସନ ରେ ଆଉ ଯେତେବେଳେ ମାଓବାଦୀ ଓ ଯବାନଙ୍କ ମହା ମୁଁହି ହୋଇଥିଲା ସେତେବେଳେ ଯବାନ ଓ ମାଓ ବାଦୀଙ୍କ ଭିତରେ ଘମାଘୋଟ ଗୁ-ଳି ବିନିମୟ ହୋଇଥିଲା ଆଉ ଏହି ଗୁ-ଳି ବିନମୟ ସମୟରେ ୭ ଜଣ ମାଓବାଦୀଙ୍କୁ ଗି-ରଫ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ନି-ହତ କରି ଯବାନ ମାନେ ଆତଙ୍କ ବାଦି ମାନଙ୍କୁ କଡା ଚେତା-ବନୀ ଦେଇଥିଲେ । ତେବେ ଏହି ଅପରେସନ ରେ ଡିଆରଡିଏ,ସିଆରପିଏଫ୍ ତରଫରୁ ଏହି ଅପରେସନ ଜାରି ରହିଥିଲା ।

ତେବେ ତିନି ଘଣ୍ଟା ଧରି ଚାଲି ରହିଥିବା ଅପରେସନରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁ-ଳବିନିମୟ ଚାଲୁ ରହିଥିଲା । ଯେଉଁଥିରେ ଦୁଇ ଜଣ ମାଓବାଦୀ ପ୍ରା-ଣ ହରାଇ ଥିବା ବେଳେ ଆହୁରି ଅନେକ ଆ-ହତ ହୋଇଥିବା ଜଣା ପଡ଼ିଛି । ତେବେ ଘ-ଟଣା ସ୍ଥଳରୁ ବନ୍ଧୁକ ସହ ଅନେକ ମାର-ଣାସ୍ତ୍ର ଜ-ବତ ହୋଇଥିବା ଜଣାପଡିଛି । ଆଉ ବର୍ତ୍ତମାନ ସୁଦ୍ଧା ମଧ୍ୟ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଆଗକୁ ଯବାନଙ୍କ ଏହି ଅପରେସନ ରେ କେତେ ମାଓବାଦି ଜେ-ଲ ଯାଉଛନ୍ତି । କେତେ ଗି-ରଫ ହେଉଛନ୍ତି ଆଉ ଆଗକୁ କଣ ଘଟୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *