ପ୍ରକୃତି ମିଶ୍ରଙ୍କ ବାବଦରେ ମୁଁହ ଖୋଲିଲେ ଶାଶ୍ଵତୀ ମିଶ୍ର , କହିଲେ ତାଙ୍କୁ କାମ ମିଳୁ ନାହିଁ ବୋଲି ….

ଦୀର୍ଘ ଦିନର ଚର୍ଚ୍ଚିତ ତଥା ବିବା-ଦୀୟ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାବ-ଦରେ ଆପଣ ସମସ୍ତେ ତ ନିଶ୍ଚିତ ଭାବରେ ଜାଣିଥିବେ । କିପରି ଭାବରେ ମାତ୍ର କିଛି ମାସ ପୂର୍ବରୁ ବାବୁଶାନ୍ ମହାନ୍ତିଙ୍କୁ ନେଇ ତାଙ୍କର ବି-ବାଦ ଲାଗି ରହିଥିଲା। ଆଉ ବର୍ତ୍ତମାନ ସମୟରେ ପୁଣିଥରେ ସେହି ପାଉଁଶ ତଳର ନି-ଆଁ ଜଳି ଉଠିଛି । ଏଥର କିନ୍ତୁ ବାବୁଶାନ୍ ଏବଂ ପ୍ରକୃତି ମିଶ୍ର ବି-ବାଦ ନୁହେଁ , ଏଥର ଅଲଗା ଜଣଙ୍କ ସହିତ ପ୍ରକୃତି ମିଶ୍ରଙ୍କ ବି-ବାଦ ଦେଖା ଯାଇଛି । ତେବେ ଓଲିଉଡ଼ ଜଗତର ଜଣେ ନାମୀଦାମୀ ବ୍ୟକ୍ତିଙ୍କ ସହିତ ପ୍ରକୃତି ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି ଆଉ ସେ ହେଉଛନ୍ତି ଓଲିଉଡ଼ ଜଗତର ଜଣେ ବିଶିଷ୍ଟ ପ୍ରଯୋଜକ ଟୁଟୁ ନାୟକ ।

ଟୁଟୁ ନାୟକଙ୍କ ବାବ-ଦରେ ପ୍ରକୃତି ମିଶ୍ର ଆଣିଥିଲେ କାଷ୍ଟିଙ୍ଗ କାଉଚ୍ ଅଭି-ଯୋଗ । ଫିଲ୍ମ ଦେବା ପୂର୍ବରୁ ଟୁଟୁ କମ୍ପ୍ରୋମାଇଜ କଥା କହିଥିବା ପ୍ରକୃତି ଅଭି-ଯୋଗ ଆଣିଛନ୍ତି । ଅନ୍ୟ ବାବଦରେ ଓଲିଉଡର ଏହି ଅଭିନେତ୍ରୀ ଜଣଙ୍କୁ ଜଣେ କେହି ହେଲେ ବି ସପୋର୍ଟ କରୁ ନାହାଁନ୍ତି । ସମସ୍ତେ କହିବାରେ ଲାଗିଛନ୍ତି ଏଥିରେ ନିଶ୍ଚିତ ଭାବରେ ପ୍ରକୃତି ମିଶ୍ରଙ୍କ ଭୁଲ ରହିଛି ଆଉ ତାଙ୍କ ଚରିତ୍ର ହିଁ ସେପରି ବୋଲି ସମସ୍ତେ ଆଙ୍ଗୁଠି ଉଠାଇଛନ୍ତି । ତେବେ ବର୍ତ୍ତମାନ ଏହି କଥାରେ ମୁଁହ ଖୋଲି କହିଛନ୍ତି ଶାଶ୍ଵତୀ ମିଶ୍ର । ତାଙ୍କ କହିବା ଅନୁଯାୟୀ , ପ୍ରକୃତି କେଉଁ ପ୍ରକାରର ଝିଅ ସେ କଥା ସେ ବାବୁଶାନ ପ୍ରକୃତି ବି-ବାଦ ପର ଠାରୁ ଜାଣି ନେଇଛନ୍ତି ।

ନିଶ୍ଚିତ ଭାବରେ ସେ କାମ ପାଉ ନାହାଁନ୍ତି ବୋଲି ଏମିତି କରିଛନ୍ତି ବୋଲି ସେ ବଡ ବ-ୟାନ ଦେଇଛନ୍ତି । ଯେହେତୁ ପ୍ରକୃତି ବର୍ତ୍ତମାନ ସମୟରେ ମୁମ୍ବାଇରେ ରହୁଛନ୍ତି , ସେ ସେଠାରେ ନିଜ ଘରେ ରହୁଛନ୍ତି ନା ଭଡ଼ା ଘରେ ସେ କଥା ତ ଭଗବାନ ଜାଣିଛନ୍ତି ବୋଲି ଶାଶ୍ଵତୀ କହିଛନ୍ତି । ଯଦି ସେ ଜଣେ ଭଲ ଅଭିନେତ୍ରୀ ହୋଇଥାନ୍ତେ , ତେବେ ତାଙ୍କୁ ଲୋକେ ବହୁତ ପସନ୍ଦ କରିଥାନ୍ତେ , କାହିଁକି ଲୋକେ ତାଙ୍କୁ ଭଲ ପାଉ ନାହାଁନ୍ତି କେବଳ ଏଥିରୁ ହିଁ ଜଣା ପଡ଼ୁଛି ବୋଲି ସେ କହିଛନ୍ତି । ବର୍ତ୍ତମାନ ସେ ଲୋକଙ୍କ ଆଖି ଆଗକୁ ଆସିବା ପାଇଁ ଚାହୁଁଥିଲେ ବୋଧେ , ସେଥିପାଇଁ ଏହା ତାଙ୍କର ଯୋଜନା ବୋଲି ସେ କହିଛନ୍ତି ।

ନଚେତ୍ ଯେଉଁ ପ୍ରଯୋଜକ ଯୁବକ କାଳରେ କିଛି କରି ପାରୁ ନଥିଲେ , ସେ ବୁଢା ହେବା ପରେ କାଷ୍ଟିଂ କାଉଚ୍ କରିବେ ଏହା ତ ପୁରାପୁରି ମି-ଛ କଥା ଅଟେ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଯଦି ପ୍ରକୃତି ଜଣେ ଭଲ ଅଭିନେତ୍ରୀ ହୋଇଥାନ୍ତେ ତାହାଲେ ତାଙ୍କୁ କାମ ମିଳି ଯାଇଥାନ୍ତା , ସେ ନୁହଁନ୍ତି ବୋଲି ଏତେ କଥା । ଆଉ କାମ ନ ପାଇବା ଏହା ପଛର ମୁଖ୍ୟ କାରଣ ବୋଲି ଜଣା ପଡ଼ୁଛି । ଏହା ବ୍ୟତୀତ ପ୍ରକୃତି ସବୁବେଳେ ବିବାହିତ ପୁରୁଷ ମାନଙ୍କ ପଛରେ ପଡିଛନ୍ତି । କଣ ତାଙ୍କୁ ଆଉ କେହି ମିଳୁ ନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *