ସତ ହେଲା ମାଳିକା ବର୍ଣ୍ଣିତ ଭବିଷ୍ୟ ବାଣୀ , କଳିଯୁଗ ହୋଇଯିବ କି ଶେଷ

ଗୋଟିଏ ପରେ ଗୋଟିଏ ଏପରି କିଛି ଘଟଣା ଘଟି ଯାଉଛି , ଯାହା ମଣିଷକୁ ଭୟଭୀତ କରାଇ ଦେଉଛି । ତେବେ ପୁଣିଥରେ ଏପରି କିଛି ଘଟଣା ସାମ୍ନାକୁ ଆସିଛି , ଯାହା ମାଳିକା ବଚନରେ ଲେଖା ହୋଇଛି । ଆଗରୁ ଏପରି କିଛି କଥା ସତ ହୋଇଛି , ଯାହା ମାଳିକାରେ ଉଲ୍ଲେଖ କରା ଯାଇଥିଲା ଆଉ ଏବେ ପୁଣି ସେପରି କିଛି ହୋଇଛି । ଛତିଶଗଡ ପାଣି ଛାଡ଼ିବା ପରେ ପୂର୍ଣ୍ଣ ହୋଇ ଯାଇଥିଲା ହୀରାକୁଦ ଡ଼୍ୟାମ । ଆଉ ଏବେ ଶୁଣିବାକୁ ମିଳିଛି କି , ସେହି ଜଳସ୍ତର ମଧ୍ୟରେ ବର୍ତ୍ତମାନ ପାଣି କାଟି ଖେଳୁଛି ଗୋଟିଏ ଜଳ ପରୀ ।

ଯାହାକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ତେବେ ଆଜ୍ଞା ହଁ ସୂଚନା ଅନୁସାରେ , ଜଳପରୀ ଦେଖିବାକୁ ମିଳିଛି ହୀରାକୁଦ ଜଳଭଣ୍ଡାର ମଧ୍ୟରେ । ଲୋକେ ଏହାକୁ ଦେଖିବା ପାଇଁ ବ୍ୟସ୍ତ ହୋଇ ପଡ଼ୁଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଜଳପରି କେମିତି ଦେଖିବାକୁ । ଆଗରୁ ଅନେକ ଚଳଚିତ୍ର ଗୁଡିକରେ ଜଳପରି ଦେଖିବାକୁ ମିଳିଥିଲା । ତେବେ ଲୋକେ କହୁଛନ୍ତି ଏମାନେ କେଉଁଠି ରୁହନ୍ତି ଆଉ କଣ ଖାଆନ୍ତି । ତେବେ ଏହାରି ମଧ୍ୟରେ ସମସ୍ତେ କହିବାରେ ଲାଗିଛନ୍ତି କି , ମାଳିକା ବଚନ ହୋଇବ ସତ ।

କାହିଁକି ନା ଜଳପରି ଦେଖା ଯାଇଛି । ଅନ୍ୟ ପକ୍ଷରେ ସମସ୍ତେ କହିବାରେ ଲାଗିଛନ୍ତି ଯେ , ଜଳପରି କାହାକୁ ଗୋଟିଏ ଖୋଜିଲା ଭଳି ଲାଗୁଛି । ପ୍ରକୃତରେ କାହାକୁ ସେ ଖୋଜୁଛି , ତାହାକୁ ଭାବି ଭାବି ଲୋକେ ଆତଙ୍କିତ ହୋଇ ଯାଉଛନ୍ତି । ଅନ୍ୟ ପକ୍ଷରେ କଳିଯୁଗ ଶେଷ ହେବାର ଆଶଙ୍କା ଥିବାରୁ ଲୋକଙ୍କ ପାଖରେ ଭୟ ବ୍ୟତୀତ ଅନ୍ୟ ଗତି ନାହିଁ । କାହିଁକି ନା ଜଳପରୀକୁ କେହି ଆଗରୁ ଦେଖି ନଥିଲେ । ଆଉ ମାଲିକରେ ମଧ୍ୟ ବର୍ଣ୍ଣିତ ହୋଇଛି ଯେ , ଆଗକୁ ଜଳପରୀକୁ ସମସ୍ତେ ଦେଖିବେ ।

ତେବେ ଏହାକୁ ଦେଖି ଲୋକେ କହୁଛନ୍ତି ଯେ , ଆଗକୁ ଓଡ଼ିଶା ଉପରକୁ ବିପଦ ମାଡ଼ି ଆସୁଛି । ଅନ୍ୟ ପକ୍ଷରେ ସେହି ଜଳପରୀ ଯେତେ ଅଧିକ ଓଡ଼ିଶା ମାଟିରେ ରହିବ , ସେତେ ଅଧିକ ବିପଦ ସୃଷ୍ଟି କରିବ । ତେବେ ଲୋକେ କେବଳ ଗୋଟିଏ ପ୍ରାର୍ଥନା କରୁଛନ୍ତି କି , ସେହି ଜଳପରି ଓଡ଼ିଶା ମାଟିରୁ ଶୀଘ୍ର ଚାଲିଯାଉ । ତେବେ ସେହି ଜଳପରୀ କେଉଁଠୁ ଆସିଲା , କେମିତି ଆସିଲା ଆଉ ତାର ବୟସ କେତେ , ସେ କଥା କାହାକୁ ବି ଜଣା ନାହିଁ । ତେବେ ଦେଖାଯାଉ ଆଗକୁ କଣ ହେଉଛି , ଆଉ ସେହି ଜଳପରୀ ଆଉ କେତେ ଦିନ ପର୍ଯ୍ୟନ୍ତ ଏଠାରେ ରହୁଛି , ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *