ନିଜକୁ ଆଉ ବାବୁ ନ ଡାକିବା ପାଇଁ ଗୁହାରି କଲେ ନିରଞ୍ଜନ , ନିଜ ଭୁଲ୍ ପାଇଁ କରୁଛନ୍ତି ଅନୁତାପ

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହ-ତ୍ୟାକା-ଣ୍ଡ ମା-ମ-ଲା ଏବେ ବହୁତ ଆଗକୁ ବଢ଼ିଗଲାଣି । ମାନସଙ୍କୁ ନ୍ୟା-ୟ ମିଳିବା ଅପେକ୍ଷାରେ ସମସ୍ତେ ଅନାଇ ବସିଥିଲେ , ତେବେ ଏପର୍ଯ୍ୟନ୍ତ ପୋ-ଲି-ସ ଘଟ-ଣାରେ ସଂଶ୍ଳିଷ୍ଟ ଥିବା ସମସ୍ତ ଅଭି-ଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇସାରିଲାଣି । ବର୍ତ୍ତମାନ ସମୟରେ ଏହି ଘଟ-ଣାର ସମସ୍ତ ଅଭି-ଯୁକ୍ତ ମାନେ ଜେ-ଲ ଦ-ଣ୍ଡ ଭୋଗୁଛନ୍ତି ଆଉ ନିଜ ଭୁଲ୍ ପାଇଁ ବାରମ୍ବାର ଅନୁତାପ କରୁଛନ୍ତି।  କିନ୍ତୁ ଏବେ ଅନୁତାପ କଲେ ଆଉ କିଛି କରି ହେବନାହିଁ । କାରଣ ଭୁଲ୍ ହୋଇସାରିଛି ଆଉ ଗୋଟିଏ ମଣିଷର ଜୀବନ ଅ-କା-ଳରେ ଚାଲିଯାଇଛି । ମାନସ ଯେ କେତେ କ-ଷ୍ଟ ପାଇ ନ ମ-ରିଛି , ସେ କଥା କହି ହେବନାହିଁ ।

ତେବେ ଏହି ଘଟ-ଣାର ଖଲନାୟିକା ଶର୍ମିଷ୍ଠାଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । କେତେବେଳେ ସେ ବିରିୟାନି ଖାଇବାକୁ ମାଗୁଥିବା ବେଳେ କେତେବେଳେ ତାଙ୍କ ଉପରକୁ କିଏ ରୁଟି ଫୋଫାଡୁଛି । ତେବେ ଏ ସବୁ କଥାକୁ ନୀ-ର-ବରେ ସହ୍ୟ କରୁଛନ୍ତି ଶର୍ମିଷ୍ଠା । ଅନ୍ୟପକ୍ଷରେ ଆପଣ ସମସ୍ତେ ଜାଣିଥିବେ କି , କିପରି ଭାବରେ ଗୋଟିଏ ମଣିଷକୁ ନିର୍ମମ ଭାବରେ ହ-ତ୍ୟା କରାଯାଇ ଗାତ ଖୋଳି ପୋତି ଦିଆ ଯାଇଥିଲା ଆଉ ହ-ତ୍ୟା ପଛର ମୁଖ୍ୟ କାରଣ ଗୋଟିଏ ମେମୋରୀ ଚିପ୍ ଥିଲା । ବର୍ତ୍ତମାନ ସୁଦ୍ଧା ପୋ-ଲି-ସ ଏହି ଘଟ-ଣାର ଖୋଳତାଡ଼ କରିବାରେ ଲାଗିପଡିଛି ।

ଅନ୍ୟପକ୍ଷରେ କହିବାକୁ ଗଲେ ଆପଣ ବାବୁ ନିରଞ୍ଜନଙ୍କୁ ତ ଭଲ ଭାବରେ ଜାଣିଥିବେ , ଯିଏ ଥିଲେ ଏହି ଘଟ-ଣାର ହିରୋ ଅର୍ଥାତ ସେ ଥିଲେ ମ୍ୟାଡାମ୍ ଶର୍ମିଷ୍ଠାଙ୍କର ପ୍ରେମିକ । ନିଜ ପ୍ରେମ ପାଇଁ ସ୍ୱାମୀଙ୍କୁ ଭୁଲି ଯାଇଥିଲେ ଶର୍ମିଷ୍ଠା । ଆଉ ଲୀନ ହୋଇ ଯାଇଥିଲେ ନିରଞ୍ଜନଙ୍କର ପ୍ରେମରେ ଆଉ ସାଙ୍ଗ ହୋଇ ଘ-ଟାଇ ଦେଇଥିଲେ ଗୋଟିଏ ଅପ-ରାଧ । ଗୋଟିଏ ନିରୀହ ମଣିଷକୁ ଜୀବନରୁ ମା-ରି ଦେଇଥିଲେ ଶର୍ମିଷ୍ଠା ଏବଂ ନିରଞ୍ଜନ ଆଉ ତାଙ୍କର ସାଥି ମାନେ । ତେବେ ବର୍ତ୍ତମାନ ସମୟରେ ଜେ-ଲ ମଧ୍ୟରେ ରହି ନିଜ ଦୋ-ଷକୁ ଅନୁତାପ କରୁଛନ୍ତି ସମସ୍ତେ । ଭାବୁଛନ୍ତି କାହିଁକି ଏମିତି କା-ଣ୍ଡ ଘଟାଉଥିଲେ । ହସଖୁସିରେ ତ ସବୁକିଛି ଚାଲିଥିଲା କିନ୍ତୁ କାହିଁକି ଏଭଳି କରିଦେଲେ ।

ତେବେ ଏହାରି ଭିତରେ ବାବୁ ନିରଞ୍ଜନ ଏକ ଆଶ୍ଚର୍ଯ୍ୟକର ମନ୍ତବ୍ୟ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ , ଆଉ କେହି ମଧ୍ୟ ତାଙ୍କୁ ବାବୁ ଡାକିବେ ନାହିଁ । ଅର୍ଥାତ ତାଙ୍କୁ ସମସ୍ତେ ଏବେ ନିରଞ୍ଜନ ବୋଲି ଡାକିବେ । ବାବୁ ଡାକିବାରୁ ତାଙ୍କୁ ନିଜକୁ ନିଜେ ଖରାପ ଲାଗୁଛି । କାହିଁକି ନା ସେ ଏବେ ସେହି ପଦବୀରେ ନାହାଁନ୍ତି । ସେ ଏଭଳି କା-ଣ୍ଡ କରି ନିଜର ପଦବୀକୁ ହରାଇ ସାରିଛନ୍ତି । ସେ ଏବେ ଅନୁତାପ କରୁଛନ୍ତି କି ଚାକିରୀରୁ ଅବସର ନେବା ପରେ ସେ ବହୁତ ଖୁସିରେ ନିଜର ଜୀବନ ବଞ୍ଚିବା ଆରମ୍ଭ କରିଥିଲେ । କିନ୍ତୁ ଗୋଟିଏ ହ-ତ୍ୟାକା-ଣ୍ଡ ତାଙ୍କର ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଲା । ସେ ନିଜ କର୍ମ ପାଇଁ ବହୁତ ଅନୁତାପ କରୁଛନ୍ତି । ଆଉ ନିଜ କର୍ମ ପାଇଁ ବର୍ତ୍ତମାନ ସମୟରେ ସେ ଜେ-ଲ ଦ-ଣ୍ଡ ଭୋଗୁଛନ୍ତି ।

Leave a Reply

Your email address will not be published. Required fields are marked *