ଭଣଜା ପ୍ରେମରେ ମାଇଁ ଉବୁଡୁବୁ , ପ୍ରେମ ପାଇଁ ନିଜ ଲୋକଙ୍କୁ ମଧ୍ୟ ଭୁଲିଗଲେ

କିଛିଦିନ ପୂର୍ବରୁ ଏକ ଘ-ଟ-ଣା ଚାରିଆଡେ ଚହଳ ପକାଇ ଦେଇଥିଲା ଆଉ ତାହା ଥିଲା କି ଜଣେ ବୋହୁ ନିଜ ଶଶୁର ନାମରେ ଅଭି-ଯୋଗ କରି କହିଥିଲେ କି , ତାଙ୍କ ଶଶୁର ତାଙ୍କ ସହ ଖରାପ ସମ୍ପର୍କ ରଖିବାପାଇଁ ବାଧ୍ୟ କରୁଛନ୍ତି ଆଉ ସ୍ୱାମୀ ମଧ୍ୟ ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରଖୁଛନ୍ତି । କେବଳ ଏତିକି ନୁହେଁ , ତାଙ୍କୁ ସମସ୍ତେ ମାଡ଼ ମା-ରୁଛନ୍ତି ଆଉ ସେ ଅନେକ ଦୁଃ-ଖ କଷ୍ଟ ଦେଇ ଅତିକ୍ରମ କରୁଛନ୍ତି । ଆଉ ଏ ସବୁକୁ ଦେଖି ତାଙ୍କ ଶାଶୁ ମଧ୍ୟ କିଛି କହୁନାହାଁନ୍ତି । ଏ ସବୁ ଖବର ବିଷୟରେ ଆପଣ ନିଶ୍ଚିତ ଭାବରେ ସୂଚନା ପାଇଥିବେ।

କିନ୍ତୁ ବର୍ତ୍ତମାନ ସମୟରେ ଏହି କାହାଣୀରେ ଏକ ନୂଆ ମୋଡ଼ ଆସିଛି । ସୂଚନା ଅନୁଯାୟୀ ଅଭି-ଯୋଗ କାରିଣୀ ସୁଜାତା ସାହୁଙ୍କର ପ୍ରକୃତ ଚେହେରା ସାମ୍ନାକୁ ଆସିଯାଇଛି । ଆଉ ଜଣାପଡି ଯାଇଛି ତାଙ୍କର ପ୍ରକୃତ ରୂପ । ତେବେ କୌଣସି ବିଶେଷ ସୂତ୍ରରୁ ଜଣାପଡ଼ିଛି କି , ସୁଜାତା ସାହୁ ତାଙ୍କର ଜଣେ ସମ୍ପର୍କୀୟ ଭଣଜା ରମାକାନ୍ତ ସାହୁଙ୍କ ପ୍ରେମରେ ପାଗଳୀ ଥିଲେ । ଆଉ ନିଜ ଶରୀରର ଭୋକ ମେଣ୍ଟା-ଇବା ପାଇଁ ସେ ତାଙ୍କୁ ପ୍ରେମ କରି ବସିଥିଲେ । ସେ ଭୁଲି ଯାଇଥିଲେ ନିଜ ବୟସର ପାର୍ଥକ୍ୟ । ଆଉ ଭୁଲି ଯାଇଥିଲେ ମାଇଁ ଭଣଜାର ପବିତ୍ର ସମ୍ପର୍କ । କୁହାଯାଏ ମାଇଁ ମା ସହ ସମାନ । କିନ୍ତୁ ସେହି କଥାକୁ ଏମାନେ ଭାଙ୍ଗି କରି ରଖି ଦେଇଥିଲେ ।

ଖାଲି ଏତିକି ନୁହେଁ , ଏହି କଳ-ଙ୍କିନୀ ବୋହୁ ପ୍ରେମ ପାଇଁ ନିଜ ବୁଢା ଶଶୁରକୁ ମା-ଡ଼ ମଧ୍ୟ ଖୁଆଇଥିଲା । ଆଉ ଭୁଲି ଯାଇଥିଲେ କି ନିଜର ଜଣେ ସ୍ୱାମୀ ମଧ୍ୟ ଅଛନ୍ତି । ନିଜ ସ୍ୱାମୀଙ୍କୁ ଭୁଲି ଯିବାକୁ ଚାହୁଁଥିଲେ ସୁଜାତା ଆଉ ନିଜ ଠାରୁ ବୟସରେ ବହୁତ ଛୋଟ ଭଣଜା ସହ ଏକ ସୁନାର ସଂସାର ବସାଇବାକୁ ଚାହୁଁଥିଲେ ସେ । ଏହାବ୍ୟତୀତ ନିଜର ଦୁଇ ଦୁଇଟି ପିଲା କଥା ମଧ୍ୟ ଭୁଲି ଯାଇଥିଲେ ସୁଜାତା । ଗୋଟିଏ ବର୍ଷର ପ୍ରେମ ପାଇଁ କେଉଁ ମା ନିଜ ସନ୍ତାନକୁ ଭୁଲିଯାଏ କିନ୍ତୁ ଏଭଳି କା-ଣ୍ଡ ସୁଜାତା କରିଥିଲେ ।

ତେବେ ଏସବୁ ଘ-ଟ-ଣା ପରେ ସ୍ବାମୀ ଶଶିକାନ୍ତ ଲୋକ ମାନଙ୍କର ଅ-ପବା-ଦ ସହି ନ ପାରି ସୁଜାତାଙ୍କୁ ନେଇ ରାଜସ୍ଥାନ ଚାଲି ଯାଇଥିଲେ ଆଉ ନିଜ ପାଖରେ ରଖିଥିଲେ । ସୁଜାତାଙ୍କୁ ତାଙ୍କ ସ୍ୱାମୀ ବୁଝାଇବା ପାଇଁ ମଧ୍ୟ ବହୁତ ଚେଷ୍ଟା କରିଥିଲେ କିନ୍ତୁ କୌଣସି ସୁଫଳ ମିଳି ପାରିନଥିଲା । ଅନ୍ୟପକ୍ଷରେ ଭଣଜା ରମାକାନ୍ତ ରାଜସ୍ଥାନ ଯାଇ ଘରେ ଶଶିକାନ୍ତ ନଥିବା ସମୟରେ ସୁଯାତାଙ୍କୁ ବୁଝାଇ ସୁଝାଇ ଅନେକ ପ୍ରଲୋ-ଭନ ଦେଖାଇ ନେଇ ଆସିଥିଲେ । ତେବେ ଏହାପରେ ତାଙ୍କ ସ୍ୱାମୀ ଆସି ପାଟପୁର ଥା-ନାରେ ଅଭି-ଯୋଗ କରିଥିଲେ । ଆଉ ଏହାପରେ ପୋ-ଲି-ସ ତାଙ୍କୁ ଗି-ର-ଫ କରିଥିଲା । ତେବେ କଥା ଏତିକିରେ ଶେଷ ହୋଇ ନଥିଲା । ଆଶ୍ଚର୍ଯ୍ୟର କଥା ଏହା ଯେ , ନିଜ ସ୍ୱାମୀ ଏବଂ ପିଲାଛୁଆଙ୍କୁ ଛାଡି ଭଣଜା ସହିତ ରହିବେ ବୋଲି ସୁଜାତା କହିଥିଲେ ।

Leave a Reply

Your email address will not be published. Required fields are marked *