ଜ୍ୟୋସ୍ନାଙ୍କ ଆତ୍ମା ଆସୁଛି ରାତିରେ , ସ୍ଵାମୀ କହିଲେ ଏପରି କିଛି ସତ

କଥାଟି ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଏହା ପୁରାପୁରି ସତ । ଏ କଥା ଆମେ କହୁ ନାହୁଁ , ଏ କଥା ନିଜେ କହିଛନ୍ତି ଜ୍ୟୋସ୍ନାଙ୍କ ସ୍ଵାମୀ । ତେବେ ଏହା କଣ ସତରେ ହୋଇପାରେ । ଜଣେ ମଣିଷ ମରିଯିବା ପରେ ତାର ଆତ୍ମା ଏଭଳି ଅଶାନ୍ତ ହୋଇ ବୁଲିପାରେ । ତେବେ କୁହାଯାଏ କିଛି କ୍ଷେତ୍ରରେ ଏହା ସତ ହୋଇପାରେ । କୁହାଯାଏ ଗୋଟିଏ ଅଶାନ୍ତ ଆତ୍ମା ଏପରି ଭାବରେ ବୁଲିଥାଏ ଆଉ ତାର ଇଚ୍ଛା ପୁରା ହେବା ପରେ ଚାଲି ଯାଇଥାଏ ।

ତେବେ ହଁ ଆଜ୍ଞା ଆମେ କହୁଛୁ ଜ୍ୟୋସ୍ନାଙ୍କ କଥା । ଯାଜପୁର ଅଞ୍ଚଳରେ କିଛି ଦିନ ଆଗରୁ ସମସ୍ତଙ୍କ ଆଖି ଆଗରେ ଜଣେ ମହିଳାଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଥିଲା ଆଉ ତାଙ୍କୁ କଚାଡି କଚାଡି ଖାଇ ଦେଇଥିଲା । ଶେଷରେ ବନ ବିଭାଗ ଦ୍ଵାରା କେବଳ ତାଙ୍କର ଗୋଟିଏ ଗୋଡ଼କୁ ଉ-ଦ୍ଧାର କରାଯାଇ ତାର ଅ-ନ୍ତିମ ସଂ-ସ୍କାର କରା ଯାଇଥିଲା । ତେବେ ସେତେବେଳେ ସମସ୍ତଙ୍କ ମନରେ ଦୁଃ-ଖ ଭରି ଦେଇଥିଲା ଏହି -। କାହିଁକି ନା ଜ୍ୟୋସ୍ନାଙ୍କର ପରିବାରରେ ଶାଶୁ , ଶଶୁର ଏବଂ ଦୁଇ ଛୋଟ ପିଲା ଥିଲେ । ଯାହାଙ୍କ ଦେଖା ଶୁଣା ନିଜେ ଜ୍ୟୋସ୍ନା କରୁଥିଲେ ।

ତେବେ ସେ ଯିବା ପରେ ସେମାନଙ୍କ କଥା କିଏ ଭାବିବ ବୋଲି ସମସ୍ତେ ଚିନ୍ତା କରିଥିଲେ । ଏହାରି ମଧ୍ୟରେ ଗୋଟିଏ କଥାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଥିଲା । କିଛି ଦିନ ଆଗରୁ ଗାଆଁ ଲୋକ କହିବାରେ ଲାଗିଥିଲେ କି , ଜ୍ୟୋସ୍ନାଙ୍କ ଆତ୍ମା ରାତି ସାରା ଗାଆଁରେ ବୁଲୁଛି ଆଉ କାହାକୁ ବି ଶାନ୍ତିରେ ଶୋଇବାକୁ ଦେଉ ନାହିଁ । ତେବେ ସେତେବେଳେ ଏହି କଥା କେହି ବିଶ୍ବାସ କରି ନଥିଲେ । ଆଉ ଏହାକୁ ଗୋଟିଏ ଗୁଜବ ବୋଲି କହିଥିଲେ । ରାତିରେ ଜ୍ୟୋସ୍ନାଙ୍କ ଆତ୍ମା କା-ନ୍ଦୁଛି ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ଏହା ବାବ-ଦରେ ବର୍ତ୍ତମାନ ମୁଁହ ଖୋଲି କହିଛନ୍ତି ନିଜେ ଜ୍ୟୋସ୍ନାଙ୍କ ସ୍ଵାମୀ ।

ତାଙ୍କ କହିବା ଅନୁଯାୟୀ , ଏହି କଥା ପୁରାପୁରି ସତ । ଜ୍ୟୋସ୍ନାଙ୍କ ଆତ୍ମା ଥରେ ଥରେ ଆସୁଛି । ଆଉ ଯେହେତୁ ସେ ଘରେ ଦୁଇ ପିଲାଙ୍କୁ ଛାଡି ଦେଇ ଯାଇଛନ୍ତି , ନିଶ୍ଚିତ ଭାବରେ ସେ ଘରକୁ ଆସିବେ ଆଉ ପିଲାଙ୍କୁ ଦେଖା କରି ଯିବେ । ଆଉ ବେଳେ ବେଳେ ସ୍ଵାମୀଙ୍କ ସ୍ୱପ୍ନରେ ମଧ୍ୟ ଜ୍ୟୋସ୍ନା ଆସୁଛନ୍ତି ଆଉ ପିଲାଙ୍କ ସହିତ ଖେଳୁ ଥିବାର ସ୍ବପ୍ନ ଦେଖୁଛନ୍ତି ସ୍ଵାମୀ ନିଜେ । ତେବେ ଏହା ଛଡା ଆଉ କିଛି କରୁ ନାହାଁନ୍ତି ଜ୍ୟୋସ୍ନା ବୋଲି ସ୍ଵାମୀ ନିଜେ କହିଛନ୍ତି । ଅନ୍ୟ ପକ୍ଷରେ ଏକ ଦୁଃ-ଖର କଥା ଏହା ଯେ , ଜ୍ୟୋସ୍ନା ଯିବାର କିଛି ଦିନ ପରେ ତାଙ୍କ ଶାଶୁ ଏବଂ ଶଶୁର ମଧ୍ୟ ଏ ଦୁନିଆଁ ଛାଡି ଚାଲି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *