ମଙ୍ଗଳ ସୂତ୍ର ପାଇଁ ସ୍ଵାମୀ ନେଇଗଲା ସ୍ତ୍ରୀର ଜୀବନ, ଜୁଆ ଖେଳିବା ପାଇଁ ମଗୁଥିଲା ଟଙ୍କା।

ବିବାହ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ କିନ୍ତୁ ଏବେ ଭଲ ପାଇ ବାହା ହୁଅନ୍ତୁ କିମ୍ବା ଆରେଜ୍ ମ୍ୟାରେଜ୍ କରନ୍ତୁ ସବୁଥିରେ ଆପଣ ଝ-ଗଡ଼ା ଏବଂ ମ-ରା ମା-ରି ଦେଖିବାକୁ ପାଇବେ। ଆଗ ପରି ଏବେ ଆଉ ସ୍ବାମୀ ସ୍ତ୍ରୀଙ୍କ ସ-ମ୍ପର୍କ ଅଧିକ ବର୍ଷ ପର୍ୟ୍ୟନ୍ତ ତିଷ୍ଟି ରହୁନି। କେତେବେଳେ ସ୍ବାମୀ ଛାଡ଼ି ଚାଲିଯାଉଛି ତ କେଉଁଠି ସ୍ତ୍ରୀ କୁଆଡେ ପଳେଇ ଯାଉଛି। ଏଥିପାଇଁ ମଣିଷ ରା-ଗରେ ଏମିତି କିଛି କରିଦେଉଛି ଯାହାକୁ ଭାବିଲେବି ସେ ଆଉ ଠିକ୍ କରି ପାରିବନି। ହଁ ଆଜ୍ଞା କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଏମିତି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳ ବ୍ଲକ ଜମ୍ବୁ ଗ୍ରାମପଞ୍ଚାୟତର ଅନିଲ ସୁରଙ୍କ ପୁଅ ମାନସ ଦାନ୍ତିଆପାଳ ଥା-ନା ଅନ୍ତର୍ଗତ କଂସାର ବଡ଼ଦାଣ୍ଡ ଗାଆଁ ଉମାକାନ୍ତ ଗିରିଙ୍କ ଝିଅ କଳ୍ପନା ଗିରିଙ୍କୁ ୨୦୨୦ ରେ ବୈଦିକ ରୀତିନୀତି ଅନୁସାରେ ଘର ଲୋକ ଏବଂ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ବିବାହ କରିଥିଲେ। ବିବାହର ଗୋଟେ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା କିନ୍ତୁ ଯେତେ ସମୟ ବିତି ଚଳିଲା ସ୍ବାମୀଙ୍କ ଅସଲ ଚେହେରା ସାମ୍ନାକୁ ଆସିଲା।

ମାନସ ଆଗରୁ ଜୁ-ଆ ଖେଳନ୍ତି ଏବଂ ମ-ଦ ପିଅନ୍ତି ବୋଲି କେହି ଜାଣିନଥିଲି ସେଥିପାଇଁ ବିବହାର କିଛି ଦିନ ଯିବା ପରେ ସେ ସବୁ ଦିନ ରାତିରେ ମ-ଦ ପିଇ ଆସି କଳ୍ପନାଙ୍କ ସହ ଝ-ଗଡା କରନ୍ତି ଏବଂ ମା-ଡ଼ ମା-ରନ୍ତି। ଜୁଆ ଖେଳିବା ସେ କଳ୍ପନାଙ୍କୁ ସବୁବେଳେ ସୁନା ଗହଣା ମାଗନ୍ତି।

ସ୍ବାମୀଙ୍କ ମା-ଡ଼ ଭ-ୟରେ କଳ୍ପନା ସବୁ ଟଙ୍କା ଏବଂ ସୁନା ଦେଇଦେଇଥିଲେ। ମାନସ ସବୁକିଛି ହରିଯିବା ପରେ ଯେତେବେଳେ ମଙ୍ଗଳ ସୂତ୍ର ମାଗିଲା ସେତେବେଳେ କଳ୍ପନା ମନା କରିବାରୁ ମାନସ ଏବଂ ତାଙ୍କ ବାପାମାଆ ପି-ଟିପି-ଟି କଳ୍ପନାକୁ ମା-ରିଦେଲେ।ଏବେ ପୋ-ଲିସ୍ ଘ-ଟଣା ସ୍ଥଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *