ହସ୍ପିଟାଲରେ ନର୍ସକୁ ଗୋଡ଼ାଇ ଗୋଡ଼ାଇ ଦୁ-ଷ୍କର୍ମ କରୁଛି ଡାକ୍ତର ।

ଡାକ୍ତର ବାବୁ ନର୍ସଙ୍କ ସାଥିରେ ଶାରୀ-ରିକ ସ-ମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି । ଆଉ ନର୍ସ ଜଣଙ୍କ ରାଜି ନହେଲେ ଡାକ୍ତର ସିଧା ସଳଖ ଧ-ମକ ଦେଉଛନ୍ତି । ରସି-କିଆ ଡାକ୍ତର ବାବୁଙ୍କ ସାଙ୍ଘା-ତିକ କା-ଣ୍ଡ କାର-ନାମା । ନର୍ସ ସାଥିରେ ଶାରୀ-ରିକ ସ-ମ୍ପର୍କ ରଖିବାକୁ ଡାକ୍ତର ବାଧ୍ୟ କରୁଥିବା ବେଳେ ହସ୍ପିଟାଲ ଭିତରେ ନର୍ସଙ୍କୁ ସେ-କ୍ସ୍ ୱାଲ ହାରସ ମେଣ୍ଟ କରୁଛନ୍ତି ।

ଆଉ ଡାକ୍ତର ଜଣଙ୍କ ନର୍ସଙ୍କୁ ସବୁବେଳେ କହୁଛନ୍ତି ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିବାକୁ । ଆଉ ଡାକ୍ତରଙ୍କ କଥାରେ ରାଜି ନହେଲେ ହସ୍ପିଟାଲ ଭିତରେ ନର୍ସ ଙ୍କୁ ହଇ-ରାଣ କରୁଛନ୍ତି ଡାକ୍ତର । କେବଳ ସେତିକି ନୁହେ ନର୍ସଙ୍କ ଅଭି-ଯୋଗ ଅନୁଯାୟୀ ଡାକ୍ତର ବାବୁ ଜଣଙ୍କ ନର୍ସଙ୍କ ଘରେ ପଶି ସେ-କ୍ସ୍ ୱାଲ୍ ହାରସମେଣ୍ଟ କରୁଛନ୍ତି ଡାକ୍ତର ।

ଡାକ୍ତର ହେଉଛନ୍ତି ରୋଗୀ ମାନଙ୍କ ପାଇଁ ଦ୍ୱିତୀୟ ଭଗବାନ । ଆଉ ଡାକ୍ତରଙ୍କ କାର୍ଯ୍ୟ ହେଲା ସେମାନେ ରୋଗୀ ମାନଙ୍କୁ ଜୀବନ ଦାନ କରିବା । ହେଲେ ଏ ରଙ୍ଗୀନ ମିଯାସର୍ ଡାକ୍ତର ସବୁବେଳେ ଚାହୁଛନ୍ତି ସେ-କ୍ସ୍ । ଆଉ ଡାକ୍ତର ବାବୁଙ୍କ କଥାରେ ରା-ଜି ନହେଲେ ଡାକ୍ତର ନର୍ସଙ୍କ ଘରେ ପଶି ଦୁ-ଷ୍କର୍ମ କରିବାକୁ ବି ପଛ ଘୁଂଚା ଦେଉ ନାହାନ୍ତି ।

ଆଉ ଜଣେ ନର୍ସ ହିଁ ଏପରି ଅଭି-ଯୋଗ ସେହି ହସ୍ପିଟାଲର ଡାକ୍ତରଙ୍କ ବିରୋ-ଧରେ ଆଣିଛନ୍ତି । ଆଉ ନର୍ସଙ୍କ କହିବା କଥା ଡାକ୍ତର ହସ୍ପିଟାଲ ଭିତରେ ତାଙ୍କୁ ଖରାପ ନଜରରେ ଦେଖୁଛନ୍ତି । ତେବେ ଜଣେ ଡାକ୍ତର ହୋଇ ନିଜ ହସ୍ପିଟାଲର ନର୍ସଙ୍କୁ ଏପରି ବାଧ୍ୟ କରିବା କେତେ ଦୂର ଯୁକ୍ତି ଯୁକ୍ତ ।

ଡାକ୍ତର ଖାନାରେ ଡାକ୍ତର ରୋଗୀ ଦେଖିବା ପରିବର୍ତ୍ତେ ଡାକ୍ତର ଖୋଜୁଛନ୍ତି ଦେ-ହ ସୁଖ । ନା ନିଜେ ରୋଗୀଙ୍କ ସେବା କରୁଛନ୍ତି ନା ନର୍ସ ଙ୍କୁ ରୋଗୀଙ୍କ ସେବା କରିବାକୁ ଦେଉଛନ୍ତି । ନିଜେ ଡାକ୍ତର ହିଁ ଏହି ହସ୍ପିଟାଲରେ ସାଜିଛନ୍ତି ପ୍ରେମ ରୋଗୀ । ଆଉ ନର୍ସଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଡାକ୍ତର ବାବୁ ।

କେବଳ ଉବୁଟୁବୁ ନୁହେଁ ନିଜେ ଡାକ୍ତରଙ୍କ ପ୍ରେମରେ ଉବୁଟୁବୁ ହୋଇ ନିଜେ କଣ କରୁଛନ୍ତି କିଛି ବୁଝି ପାରୁ ନାହାନ୍ତି । ସବୁବେଳେ ଡାକ୍ତର ଜଣଙ୍କ ନିଜ ବଡ ରୁମକୁ ଡାକୁଛନ୍ତି । ଆଉ ଯେତେବେଳେ ଡାକ୍ତର ଜଣଙ୍କ ନିଜ ସୀମା ଡେଇଁଲେ । ସେତେବେଳେ ନର୍ସ ଜଣଙ୍କ ଡାକ୍ତରଙ୍କ ବିରୋ-ଧରେ ଅଭି-ଯୋଗ ଆଣିବା ସହିତ ଗଣମାଧ୍ୟମରେ ଡାକ୍ତର ବାବୁଙ୍କ ବିରୋ-ଧରେ ମୁଁହ ଖୋଲିଛନ୍ତି ।

ପ୍ରସୂତି ବିଭାଗର ଡାକ୍ତରଙ୍କ ବିରୋ-ଧରେ ଯୌ-ନ ନିର୍ଯା-ତନାର ଅଭି-ଯୋଗ ଆଣିଛନ୍ତି ନର୍ସ । ଆଉ ଏହି ଘ-ଟଣା ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ମେଡ଼ିକାଲରେ । ଏହି ଡାକ୍ତର ଖାନାର ନର୍ସଙ୍କୁ ଡାକ୍ତର ବାବୁ ସବୁବେଳେ ଟଣା ଓଟରା କରିବା ସହିତ ଏକୁଟିଆ ପାଇଲେ ଖରାପ ଇ-ଙ୍ଗିତ କରୁଛନ୍ତି ।

ଆଉ ରାତିରେ ଫୋନ୍ ମାଧ୍ୟମରେ ପ୍ରେମ ନିବେଦନ କରିବା ସହିତ ନିଜ ବେଡ ରୁମ କୁ ଡାକୁଛନ୍ତି । ତେବେ ଏନେଇ ଚାନ୍ଦବାଲି ଥା-ନାରେ ଅଭି-ଯୋଗ କରିଛନ୍ତି ଏହି ମହିଳା ନର୍ସ ଜଣଙ୍କ । ଆଉ ଏବେ ନ୍ୟା-ୟ ପାଇଁ ଭିକ୍ଷା କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ମହିଳାଙ୍କ ଅଭି-ଯୋଗ ପରେ ପୋ-ଲିସ ଡାକ୍ତର ବାବୁଙ୍କ ବିରୋ-ଧରେ କେଉଁ ପ୍ରକାର କା-ର୍ଯ୍ୟାନ-ଷ୍ଠାନ ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *