ଘରେ ଶାନ୍ତି କରେଇ ଦେବେ କହି ମହିଳାଙ୍କ ଫାଇଦା ଉଠାଇଲା ମନ୍ଦିର ପୂଜକ । କବାଟ ବନ୍ଦ କରି କଲା ଅ-ଶ୍ଳୀଳ ବ୍ୟବହାର ।

ଆମ ସମାଜରେ ବ୍ରାହ୍ମଣ କିମ୍ବା ପୂଜାରୀଙ୍କୁ ଖୁବ ମାନା ଯାଏ ଏବଂ ଖୁହ ସମ୍ମାନ ଦିଆଯାଏ । କିନ୍ତୁ ସେହି ପୂଜାରୀ ଯଦି ଅସ-ଦାଚରଣ କରନ୍ତି ତେବେ ଆଜିଠାରୁ ପୂଜାରୀ କିମ୍ବା ବ୍ରାହ୍ମଣଙ୍କ କଥା କେହିବି ଶୁଣିବେ ନାହିଁ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏଭଳି ଏକ ଘଟ-ଣା ବିଷୟରେ କହିବାକୁ ଯାଉଛୁ , ଯେଉଁ ଘଟ-ଣା ଅନୁଯାୟୀ ଜଣେ ପୂଜାରୀ ଜଣେ ମହିଳାଙ୍କୁ ଗ୍ରହ ଶାନ୍ତି କରେଇ ଦେବେ କହି ପୂଜା କରିବା ବାହାନାରେ ତାଙ୍କୁ ଅସ-ଦାଚରଣ କରିଛନ୍ତି । ଯାହାକୁ ସବୁ ଲୋକ ନି-ନ୍ଦା କରିଛନ୍ତି ଏବଂ ବର୍ତ୍ତମାନ ପୋ-ଲିସ ପୂଜାରୀକୁ ମଧ୍ୟ ଗି-ରଫ କରିଛି ।

ତେବେ ବର୍ତ୍ତମାନ ସମୟରେ ଏହି ମାମ-ଲା ସାମ୍ନାକୁ ଆସିବା ପରେ ପୁରା ଘ-ଟଣା ମହିଳା ନିଜେ କହିଛନ୍ତି । ସୂଚନା ଜଗତସିଂହପୁର ଜିଲ୍ଲା ଶାଳଜଙ୍ଗ ପଞ୍ଚାୟତ କାଂସ ଗାଁରେ ଏପରି ଏକ ଘଟ-ଣା ଘଟିଛି । ଭଣ୍ଡ ବାବାଙ୍କ ନାମ କୁନୁ ସମୀରକାନ୍ତ ଯିଏକି ମା’ ଶାରଳା ମନ୍ଦିରର ପୂଜକ ।

ଖବର ମୁତାବିକ ମହିଳା ଜଣକ ନିୟମିତ ସେହି ବାବାଙ୍କ ପାଖକୁ ପୂଜା କରିବାକୁ ଯାଉଥିଲେ । କିନ୍ତୁ ମହିଳାଙ୍କ ପ୍ରତି ନନାଙ୍କର କିଛି ଖରାପ ଉଦ୍ଦେଶ୍ୟ ଜାଗ୍ରତ ହୋଇଥିଲା । ଯାହାକୁ ମହିଳା ଧରି ପାରି ନଥିଲେ । ନନା ଜଣକ ଶାରଳା ମା’ କହିଛନ୍ତି କହି କହି ସବୁ କହି ପକାଉ ଥିଲେ । ଏହାବ୍ୟତୀତ ମହିଳାଙ୍କ ଘରେ ପୂଜା କରିବେ ବୋଲି ମଧ୍ୟ କହିଥିଲେ ।

ପୂଜା କରିବା ସମୟରେ ଘରୁ ତାଙ୍କ ସ୍ୱାମୀ ଶାଶୁ ଶ୍ୱଶୁର ପିଲା ଏବଂ ସମସ୍ତଙ୍କୁ ବାହାର କରାଇ କବାଟ ବନ୍ଦ କରିବାକୁ କହିଥିଲେ । କବାଟ ବନ୍ଦ ହେଉ ହେଉ ପୂଜାରୀ ନିଜକୁ ନିୟନ୍ତ୍ରଣ କରି ପାରି ନଥିଲେ । ନିଜ ଧୋତି କାଢ଼ି ମହିଳାଙ୍କ ଉପରକୁ ଡେଇଁ ପଡ଼ିଥିଲେ ଏବଂ ମହିଳାଙ୍କ ସହିତ ଖରାପ କାମ କରିବାକୁ ଉଦ୍ୟମ କରିଥିଲେ ।

ମହିଳା ଜଣକ ଚି-ତ୍କାର କରିବାରୁ ଶାଶୁ ଶ୍ୱଶୁର ସମସ୍ତେ ଦୌଡ଼ି ଆସିଲେ ଏବଂ ମହିଳା ଜଣକ ମଧ୍ୟ କବାଟ ଫିଟାଇ ବାହାରକୁ ଦୌଡ଼ି ଆସିଥିଲେ । ଆଖପାଖ ଲୋକେ ମଧ୍ୟ ପୂଜାରୀକୁ ଧରିଥିଲେ । ଏହାସହିତ ଜଗତସିଂହପୁର ପୋ-ଲିସ ଷ୍ଟେସ-ନକୁ ଫୋନ କରି ପୋଲି-ସରେ ଜିମା ଦିଆଯାଇଛି । ସେପଟେ ପରିବାର ଲୋକେ ଅଭି-ଯୋଗ କରାଯାଇ ମହିଳାଙ୍କୁ ନ୍ୟା-ୟ ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *