ରା-ଗରେ ଗୋଟେ ଶିବ ୫ ଜଣଙ୍କୁ ମା-ରିଥିଲା ଆଜି ପୁଣି ୪ ଜଣଙ୍କୁ ମା-ରି ନିଜ ରା-ଗ ଶାନ୍ତ କରିଛି।

ମଣିଷର ରା-ଗ ତାର ସବୁଠୁ ବଡ଼ ଶ-ତ୍ରୁ। ଥରେ ମଣିଷ ରା-ଗି ଗଲାପରେ ସେ କଣ କରିଦିଅ ସେ କିଛି ଜାଣିପାରେନି। ଆଉ ତା ରା-ଗ ଶାନ୍ତ ହେଲା ବେଳକୁ ଆଉକିଛି ବାକି ନଥାଏ। କେତେବେଳେ ରା-ଗରେ ମଣିଷ କାହାକୁ ଗା-ଳି ଗୁ-ଲଜ କରିଦିଏ ତ କେତେବେଳେ କାହାର ଜୀବନ ନେଇ ଯାଏ। ରା-ଗରେ ମଣିଷ ବେଳେବେଳେ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ଲୋକକୁ ମଧ୍ୟ ମା-ରିଦିଏ। ହଁ ଆଜ୍ଞା ବରଗଡ଼ ଜିଲ୍ଲାରେ ଏମିତି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି।

କଟକ ଜିଲ୍ଲାର ଶିବ ସଇତାନ କଥା ଆପଣ ମାନେ ଜାଣିଥିବେ। ଗତ କିଛି ଦିନ ତଳେ ଶିବ ଜମିବାଡ଼ି କାଗଜପତ୍ର ପାଇଁ ରା-ଗି ଯାଇ ନିଜ ବଡ଼ ଭାଇ,ଭାଉଜ, ଝିଆରୀ ଏବଂ ପୁତୁରାକୁ ମା-ରି ଜେ-ଲ୍ ଯାଇଥିଲା। ଠିକ୍ ସମିତି ଏକ ଘ-ଟଣା ବରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। ଆଶ୍ଚର୍ୟ୍ଯର କଥା ଯେ ସେଠି ଯୋଉ ଶିବ ଥିଲା ଆଠିବି ସେଇ ଶିବ। ଦୁଇ ଜଣ ଅଲଗା ଅଲଗା କିନ୍ତୁ କାମ ଆଉ ନା ସମାନ। ସେ ଶିବ ୫ ଜଣଙ୍କୁ ମା-ରିଥିଲା ଏ ଶିବ ୪ ଜଣଙ୍କୁ ମା-ରିଛି।

ବରଗଡ଼ ଝିଙ୍କିରି ଗାଆଁ ର ଶିବ ଏବଂ ବଡ଼ ଭାଇ ଗୁରୁଦେବ ପାଗ ଭିତରେ ଜମିବାଡ଼ି କାଗଜପତ୍ର ପାଇଁ ଗତ କିଛି ଦିନ ହେଲା ଝ-ଗଡ଼ା ଚାଲିଥିଲା। ଦୁଇ ଘର ଭିତରେ ସବୁବେଳେ ଝ-ଗଡା ହୁଏ। କିନ୍ତୁ ଗୋଟେ ଦିନ ଶିବ ରା-ଗିଯାଇ ନିଜ ୫୫ ବର୍ଷୀୟ ବଡ଼ଭାଇ ଗୁରୁଦେବ ପାଗ ଏବଂ ୪୮ ବର୍ଷୀୟ ଭାଉଜ ଶିବାଙ୍ଗି ଏବଂ ୧୫ ବର୍ଷୀୟ ପୁତୁରା, ଝିଆରୀଙ୍କୁ ପି-ଟି ପି-ଟି ହ-ତ୍ୟା କରିଦେଲେ।

ଗାଆଁ ରେ ଅଟେ ବଡ଼ ଘ-ଟଣା ଘଟିଯାଇଥିବା କିନ୍ତୁ କେହି ଏ ବିଷୟରେ କିଛି ବି ଜାଣି ନଥିଲେ। କିଛି ଦିନ ଯିବା ପରେ ଶିବ କଟକର ଶିବ ପରି ଗାଆଁ ସରପଞ୍ଚଙ୍କ ଆଗରେ ସବୁ କଥା କହି ଆ-ତ୍ମ ସମ-ର୍ପଣ କରିଥିଲା। ତାପରେ ପୋ-ଲିସ୍ ଘ-ଟଣା ସ୍ଥଳରେ ପହଞ୍ଚି ବନ୍ଦ ଘର ଭିତରୁ ଗୋଟି ଗୋଟି କରି ମୃ-ତ ଦେହ ଉ-ଦ୍ଧାର କରି ପୋ-ଷ୍ଟ ମ-ଟମ୍ ନିକଟସ୍ଥ ହସ୍ପିଟାଲକୁ ପଠେଇ ସହିତ ଶିବକୁ ଗି-ରଫ କରି ଜେ-ଲ୍ ପଠେଇଛି।

Leave a Reply

Your email address will not be published. Required fields are marked *