ଜେ-ଲରେ ବଢୁଛି ସୁନ୍ଦରୀ ତାଲିକା , ଝାରପଡ଼ା ଜେ-ଲ ପାଲଟିଛି ସୁନ୍ଦରୀ ମାନଙ୍କ ଘର

ବର୍ତ୍ତମାନ ଚାରିଆଡ଼େ ସୁନ୍ଦରୀ ମାନଙ୍କର ଚର୍ଚ୍ଚା । ତାହା ପୁଣି ବାହାରେ ବୁଲୁଥିବା ସୁନ୍ଦରୀ ନୁହେଁ । ଜେ-ଲ ମଧ୍ୟରେ ଦିନ କା-ଟୁଥିବା ସୁନ୍ଦରୀ । ଆମେ କହୁଛୁ ସେହି ସୁନ୍ଦରୀ ଝିଅ ମାନଙ୍କ କଥା ଯେଉଁ ମାନେ ବର୍ତ୍ତମାନ ସମୟରେ ଝାରପଡ଼ା ଜେ-ଲ ମଧ୍ୟରେ ବନ୍ଦୀ ଅଛନ୍ତି । ଆଉ ଥରେ ଜେଲ ଭିତରକୁ ପଶିବା ପରେ ମୁକୁଳିବାର ନାମ ନେଉ ନାହାଁନ୍ତି । କାହିଁକି ନା ଯେତେ ନାମ ନେଲେ ମଧ୍ୟ ସେମାନେ ମୁକୁଳି ପାରିବେ ନାହିଁ ।

ତେବେ ହଁ ଆଜ୍ଞା ବର୍ତ୍ତମାନ ସମୟରେ ଝାରପଡ଼ା ଜେ-ଲ ମଧ୍ୟରେ ସୁନ୍ଦରୀ ମାନଙ୍କର ତାଲିକା ବଢ଼ି ବଢି ଚାଲିଛି । ଯେଉଁ ମାନେ ନିଜର ଅକାତ କାତ ସମ୍ପତ୍ତି ଛାଡି ଆଉ ରାଜ ଉଆସ ଭଳି ଘର ଛାଡ଼ି ଦେଇ ଜେ-ଲ ହାୱା ଖାଇବାରେ ଲାଗିଛନ୍ତି । କିଏ ହନି-ଟ୍ରାପ ମାମ-ଲାରେ ତ ଆଉ କିଏ ଠ-କେଇ ମାମ-ଲାରେ ଜେ-ଲରେ ଚକି ପେଶିବାରେ ଲାଗିଛି । ଅର୍ଚ୍ଚନା , ଇରାନୀ , ମୁସ୍କାନ , ରିନି ପରେ ଏବେ ମୌସୁମୀ ସେହି ତାଲିକାରେ ସାମିଲ ହୋଇଛନ୍ତି ।

ତେବେ ଏହି ତାଲିକାରେ ପ୍ରଥମ ନାମ ଯୋଡ଼ି ହୋଇଥିଲା ସୁନ୍ଦରୀ ଅର୍ଚ୍ଚନା ନାଗଙ୍କର । ଯିଏ ନିଜ ସୁନ୍ଦରତା ଦେଖାଇ ବଡ ବଡ ନେତା ମନ୍ତ୍ରୀ ସମେତ ଅଭିନେତା ନିର୍ଦ୍ଦେଶକ ମାନଙ୍କୁ ଫ-ସାଇ ଚାଲିଥିଲେ । ଆଉ ସେମାନଙ୍କ ଠାରୁ ଲୁ-ଟି ଚାଲିଥିଲେ ପୂଳା ପୁଳା ଟଙ୍କା । ଆଉ ଶେଷରେ ସେ ଜେ-ଲ ଯାଇଥିଲେ । ତେବେ ଏହା ପରେ ଯୋଡ଼ି ହୋଇଥିଲେ ଇରାନୀ ପାତ୍ର । ଯିଏ ନିଜ ସ୍ଵାମୀଙ୍କ ସହ ମିଶି କଲେଜ ଛାତ୍ର ଏବଂ ବଡ ବଡ ଲୋକଙ୍କୁ ପ୍ରେମ ଜା-ଲରେ ଫସାଇ ଦେଉଥିଲେ ଆଉ ଟଙ୍କା ଲୁ-ଟୁଥିଲେ।

ଏହି ତାଲିକା ଏତିକିରେ ଅଟକି ନଥିଲା । ଏହାପରେ ଆସିଥିଲେ ମୁଷ୍କାନ। ଯିଏ ଭୁବନେଶ୍ୱର ରେଳ ଷ୍ଟେସନରେ ବଡ ବଡ ଲୋକଙ୍କୁ ଦେଖି ତାଙ୍କ ଖାଦ୍ୟରେ ନି-ଶା ମିଶାଇ ଦେଇ ତାଙ୍କ ଠାରୁ ଟଙ୍କା ଲୁ-ଟୁ ଥିଲେ। ଆଉ ଏହାପରେ ଆସିଥିଲେ ରିନୀ । ନିଜର ଏହି ପରି କିଛି କାମ ପାଇଁ ସେ ମଧ୍ୟ ଜେ-ଲ ଯାଇଥିଲେ । ଆଉ ଏବେ ଏଥିରେ ଯୋଡ଼ି ହୋଇଛନ୍ତି ଓଡ଼ିଆ ଅଭିନେତ୍ରୀ ମୌସୁମୀ । ଯିଏ ବ୍ଲାକ-ମେଲ ଏବଂ ଠ-କେଇ ମାମ-ଲାରେ ବର୍ତ୍ତମାନ ଗି-ରଫ ହୋଇ ଝାରପଡ଼ା ଜେ-ଲ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *