ଭ-ୟଙ୍କର ଦୁର୍ଘ-ଟଣା , ଭ-ୟଙ୍କର ପରିବେଶ ଆଉ ଲୋକଙ୍କ ବିକଟାଳ ଚି-ତ୍କାର , ସେଦିନର କଥା ଭାବିଲେ ଆଜି ବି ଦେହ ଥରି ଉଠୁଛି । ପ୍ରାଣ ବିକଳରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କ କଥା ମନେ ପଡିଗଲେ , ରାତିରେ ଶୋଇ ହୁଏ ନାହିଁ । ଏତେ ବଡ ଭ-ୟଙ୍କର ଟ୍ରେନ ଦୁର୍ଘ-ଟଣା ଇତିହାସ ଦେଖି ନଥିଲା ଆଉ ତାହାକୁ ଦେଖିଲା ପୁରା ବିଶ୍ଵ । ଗୋଟିଏ ଟ୍ରେନ ଉପରେ ଆଉ ଗୋଟିଏ ଟ୍ରେନ ମା-ଡ଼ି ଗଲା ଆଉ ମୁହୂର୍ତ୍ତକ ମଧ୍ୟରେ ସବୁକିଛି ସର୍ବ-ନାଶ କରି ଦେଇ ଚାଲିଗଲା ।
ଲୋକଙ୍କୁ ବଞ୍ଚାଇବା ପାଇଁ ଦୌଡ଼ି ଆସିଥିଲେ ବାହାନଗା ସ୍ଥାନୀୟ ବାସିନ୍ଦା କିନ୍ତୁ ସେମାନେ ମଧ୍ୟ ପ୍ରା-ଣ ପଣେ ଚେଷ୍ଟା କରିବା ପରେ କମ୍ ଲୋକଙ୍କୁ ବଞ୍ଚାଇ ପାରିଥିଲେ । ଆଉ ଗୋଟିଏ ମୁହୁର୍ତ୍ତ ମଧ୍ୟରେ ଅନୁଭବ ହେଉଥିଲା କି ଆଉ କେହି ବଞ୍ଚିବେ ନାହିଁ । ସବୁକିଛି ନିମିଷକ ମଧ୍ୟରେ ଛାରଖାର ହୋଇଗଲା । ବାହାନଗା ଟ୍ରେନ ଦୁର୍ଘ-ଟଣାର ସେହି ଭ-ୟଙ୍କର ରାତି ଲୋକଙ୍କ ମନରେ ଏକ ଘର କରି ଦେଇଛି । ଆଉ ଯୁଆଡେ ଦେଖିବ , ସିଆଡେ ପଡ଼ିଥିଲା କଟା ଗୋଡ଼ , କଟା ହାତ , କଟା ମୁଣ୍ଡ ସହିତ କୁଢ଼ କୁଢ଼ ଶ-ବ । ସରକାରଙ୍କ ଆକଳନ ଅନୁଯାୟୀ ଏହା ୨୯୩ ଥିଲା ।
କିନ୍ତୁ ଯାହା ସ୍ଥାନୀୟ ବାସିନ୍ଦାଙ୍କ କହିବାର ଥିଲା , ମୃ-ତ୍ୟୁ ସଂଖ୍ୟା ଆହୁରି ଅଧିକ ଥିଲା । ତେବେ ଟ୍ରେନ ଦୁର୍ଘ-ଟଣା ଘଟିବା ପରେ ଲୋକଙ୍କ ମନରେ ପ୍ରଶ୍ନ ଆସିଥିଲା ଏହି ଘ-ଟଣା କିପରି ଘଟିଗଲା । ପୁଣି ଯେଉଁ ଟ୍ରାକରେ ଟ୍ରେନ ଥିଲା , ସେହି ଟ୍ରାକ ରେ କିପରି ସିଗନାଲ ଦିଆ ଯାଇଥିଲା । ସେମିତି ତ କେବେ ହୁଏ ନାହିଁ କି ହୋଇ ମଧ୍ୟ ପାରିବ ନାହିଁ ବୋଲି ଅନେକ ଲୋକ କହିଥିଲେ । ଆଉ ତାପରେ ଆରମ୍ଭ ହୋଇ ଯାଇଥିଲା ସିବିଆଇ ତଦନ୍ତ । ଶହ ଶହ ଲୋକଙ୍କ ଜୀବନ ଯିବା ପଛରେ କାହାର ହାତ ରହିଛି , ତାହା ଜାଣିବା ପାଇଁ ସମସ୍ତେ ଦାବି କରିଥିଲେ ।
ଆଉ ଶେଷରେ ସେହି ସିବିଆଇର ଦୀର୍ଘ ଦିନର ତ-ଦନ୍ତ ପରେ ହାତରେ ଧରା ପଡିଛନ୍ତି ସେହି ତିନି ଜଣ ମୁଖ୍ୟ ଅଭି-ଯୁକ୍ତ । ସିନିୟର୍ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ , ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ , ଟେକ୍ନିସିଆନ ପପୁ କୁମାରଙ୍କୁ ପୋ-ଲିସ ଗି-ରଫ କରି ନେଇଛି । ଆଉ ସେମାନଙ୍କୁ ରିମା-ଣ୍ଡରେ ନେଇ , ସେମାନଙ୍କ ଠାରୁ ସତ ବାହାର କରିବା ପାଇଁ ଲାଗି ପଡ଼ିଛି । କାହିଁକି ସେଦିନ ସେମାନେ ଏପରି କଲେ ? କଣ ଏହା ପଛର ଆଉ କାହାର ହାତ ରହିଛି କି ? ଏମିତି ଅନେକ ସାରା ପ୍ରଶ୍ନ ସେମାନଙ୍କୁ ପ-ଚରା ଉ-ଚରା କରାଯାଉଛି ଆଉ କୁହାଯାଉଛି କି , ସେମାନେ ସତ ମାନି ନେଇଛନ୍ତି । ତେବେ ଆଗକୁ ଦେଖାଯାଉ , ସେମାନଙ୍କୁ କେଉଁ ଦ-ଣ୍ଡ ମିଳୁଛି ।