ନିଜେ ଆରପାରିକୁ ଚାଲିଗଲେ , କିନ୍ତୁ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଲେ ବସ୍ ଡ୍ରାଇଭର

ନିଜ ଜୀବନ ସିନା ଚାଲିଗଲା କିନ୍ତୁ ଆଉ କାହାର ଜୀବନ ଉପରେ ଟିକିଏ ମଧ୍ୟ ଆଞ୍ଚ ଆସିବାକୁ ଦେଲେ ନାହିଁ । ନିଜ ଜୀବନକୁ ଟେକି ଦେଇ ମହାନ ସାଜିଲେ ବସ୍ ଡ୍ରାଇଭର । ବସ ମଧ୍ୟରେ ଏତେ ଲୋକ ଅଛନ୍ତି ବୋଲି ଜାଣିଥିଲେ ଡ୍ରାଇଭର ଜଣକ ଆଉ ଯେଉଁଥି ପାଇଁ ନେଇଥିଲେ ଏତେ ବଡ ପଦକ୍ଷେପ । ନିଜେ ଜାଣିଥିଲେ ଆଉ ବଞ୍ଚିବେ ନାହିଁ କିନ୍ତୁ ନିଜେ ମ-ରିଯିବେ ବୋଲି ଆଉ କାହାକୁ ମାରିବାକୁ ଚାହୁଁ ନଥିଲେ ଏହି ମହାନ ଡ୍ରାଇଭର ।

ତେବେ ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କ ବିଷୟରେ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ , ମାଆ ଲକ୍ଷ୍ମୀ ବସ ଯାହା ସାରଙ୍ଗଗଡରୁ ଭୁବନେଶ୍ୱର ଯାଉଥିଲା। ଏହି ବସରେ ବସିଥିଲେ ବହୁ ଯାତ୍ରୀ , ଯେଉଁ ମାନେ କିଛି ନା କିଛି କାମ ପାଇଁ ହସ ଖୁସିରେ ବାହାରି ପଡ଼ିଥିଲେ ନିଜ ଗନ୍ତବ୍ୟ ସ୍ଥଳକୁ । କିନ୍ତୁ ବାଟରେ ଏପରି କିଛି ହୋଇଯିବ ବୋଲି ସେମାନେ ଜାଣି ନଥିଲେ । ଏତେ ବଡ ଅଘ-ଟଣ ଘ-ଟିବ ବୋଲି ସେମାନେ ଭାବି ନଥିଲେ ।

ତେବେ ଉଦୟଗିରି ରାସ୍ତାରୁ ମାତ୍ର ୩ କିଲୋମିଟର ଦୁରତାରେ ଦୁର୍ଘ-ଟଣାରୁ ବର୍ତ୍ତି ଯାଇଥିଲା ବସଟି । ସୂଚନା ଅନୁଯାୟୀ , ଗାଡ଼ି ଠିକ୍ ଠାକ୍ ଚାଲିଥିଲା । କିନ୍ତୁ ହଠାତ୍ ବସଟି ଏପଟ ସେପଟ ହୋଇଥିଲା । ଆଉ ଯାହା ପରେ ଯାତ୍ରୀ ମାନେ ମଧ୍ୟ ଭ-ୟଭୀ-ତ ହୋଇ ଯାଇଥିଲେ । ସେମାନେ କିଛି ଜାଣି ପାରି ନଥିଲେ । ଆଉ କଣ୍ଡକଟର ଯାଇ ଦେଖିଲା ବେଳକୁ ଡ୍ରାଇଭର ଏପଟ ସେପଟ କରି ଗାଡ଼ି ଚଳାଉଛନ୍ତି । ଆଉ ଶେଷରେ ଦେଖୁ ଦେଖୁ ଏକ ନାଳ ପାଖରେ ନେଇ ବସକୁ ବାଡେଇ ଦେଇଥିଲେ ।

ତେବେ ଏହି ଦୁର୍ଘ-ଟଣାରେ ଯାତ୍ରୀ ମାନଙ୍କର କିଛି ବି ହୋଇ ନଥିଲା । ତେବେ ଏହାପରେ ଆମ୍ବୁଲାନ୍ସ ଆସି ଘ-ଟଣା ସ୍ଥଳରେ ପହଞ୍ଚି ଯାଇଥିଲା । ଯାହା ପରେ ଡ୍ରାଇଭରଙ୍କୁ ଉ-ଦ୍ଧାର କରା ଯାଇଥିଲା । କିନ୍ତୁ ଦେଖିଲା ବେଳକୁ ଡ୍ରାଇଭରଙ୍କର ମୃ-ତ୍ୟୁ ହୋଇ ଯାଇଥିଲା କିନ୍ତୁ ଯାତ୍ରୀ ମାନଙ୍କର କିଛି ବି କ୍ଷ-ତି ହୋଇ ନଥିଲା । ତେବେ ଶ-ବ ବ୍ୟବ-ଚ୍ଛେଦ ପାଇଁ ପଠାଇ ଦିଆ ଯାଇଥିଲା । ରିପୋ-ର୍ଟରୁ ଜଣା ପଡିଥିଲା ଯେ , ଡ୍ରାଇଭର ଜଣଙ୍କୁ ହୃ-ଦଘା-ତ ହୋଇଥିଲା ଆଉ ସେଥିପାଇଁ ତାଙ୍କର ମୃ-ତ୍ୟୁ ହୋଇଗଲା ।

Leave a Reply

Your email address will not be published. Required fields are marked *