ସାମ୍ନାକୁ ଆସିଲା ଯାତ୍ରା ଖଳନାୟକ ମିଲନଙ୍କ ଲୋଭ୍ ଷ୍ଟୋରି । ରେ-ପ ସିନ ସମୟରେ କରିଥିଲେ ପ୍ରୋପୋଜ ଆଉ ରୀନା ………..

ଲୋକପ୍ରିୟ ଯାତ୍ରା ଖଳନାୟକ ମିଲନ ଏବଂ ତାଙ୍କ ସ୍ତ୍ରୀ ରୀନାଙ୍କର ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀ ଠାରୁ କମ ନୁହେଁ । ଏମିତିରେ ତ ଦୁହେଁ ଯାତ୍ରା ଦୁନିଆରେ ଅନେକ ସଂ-ଘର୍ଷ ପରେ ନିଜର ଗୋଟିଏ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ପୁଣି ସେମାନଙ୍କ ମଧ୍ୟରେ ଥିବା ପ୍ରେମ ଏବଂ ସ୍ନେହ ତାଙ୍କ ସଫଳତାକୁ ଆହୁରି ଦ୍ବିଗୁଣିତ କରୁଛି ।

ସବୁବେଳେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବ୍ୟସ୍ତ , ନିଜ ପରିବାର ପାଇଁ କର୍ତ୍ତବ୍ୟ ଏବଂ ତାପରେ ନିଜର ଡ୍ୟୁଟି ଏସବୁ ଶେଷ ହେବା ପରେ ସେମାନେ ନିଜ ପାଇଁ ସମୟ ପାଆନ୍ତି । ତଥାପି ତାଙ୍କ ମନରେ ଦୁଃ-ଖ ଅବସାଦ ଆଦୋୖ ଦେଖା ଦେଇନାହିଁ । କାରଣ ସେମାନେ ନିଜ ମନ ମୁତାବକ ଜୀବନସାଥୀ ପାଇଛନ୍ତି ।

ଯାତ୍ରା ଦୁନିଆରୁ ସେମାନେ ପରସ୍ପର ସାହିର ମିଳାମିଶା ପରେ ଜାଣିପାରିଲେ ଯେ ଉଭୟଙ୍କ ଯୋଡ଼ି ଅନନ୍ୟ ଅଟେ । ଆଉ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ନିଜ ଲୋଭ ଷ୍ଟୋରି ବିଷୟରେ ମିଲନ ଏବଂ ତାଙ୍କ ସ୍ତ୍ରୀ ଗଣମାଧ୍ୟମରେ କହିଛନ୍ତି । କିଭଳି ଭାବରେ ଧଉଳି ଗଣନାଟ୍ୟରେ କାମ କରୁଥିବା ବେଳେ ଉଭୟେ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ । ତେବେ ଏହି ଲୋଭ୍ ରେ ମିଲନ ନୁହଁନ୍ତି ବରଂ ରୀନା ପ୍ରୋପଜ କରିଥିଲେ । ଉଭୟଙ୍କ ଲୋଭ୍ ଷ୍ଟୋରି ମଧ୍ୟ ବେଶ ନିଆରା ଥିଲା । ତେବେ ପ୍ରୋପଜ ପରେ ମିଲନ ଏହାର ଉତ୍ତର ହୁଏତ ହଁ କହିଥିଲେ କିନ୍ତୁ ଉତ୍ତର ଦେବାର ସମୟ ଏପରି ଥିଲା ଯେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଯାତ୍ରାରେ ଯେତେବେଳେ ରେ-ପ ସିନ ଚାଲିଥିଲା ଏବଂ ସେତେବେଳେ ୨ ରୁ ଅଢେ଼ଇ ହଜାର ଦର୍ଶକ ଉପସ୍ଥିତ ଥିଲେ । ସେତେବେଳେ ଖଳନାୟକ ଭୂମିକାରେ ଥିଲେ ମିଲନ ଏବଂ ମୂଖ୍ୟ ଅଭିନେତ୍ରୀ ଭୂମିକାରେ ଥିଲେ ରୀନା ସେହି ଦୃଶ୍ୟ ଚାଲିବା ସମୟରେ ହିଁ ମିଲନ ନିଜର ପ୍ରେମ ଅଭିବାଦନ ଜଣାଇଥିଲେ ।

ତେବେ କହି ରଖିବୁ ଯେ ଉଭୟଙ୍କ ବିବାହକୁ ବର୍ତ୍ତମାନ ୩ ବର୍ଷରୁ ଉର୍ଦ୍ଧ୍ବ ହୋଇଯାଇଥିଲେ ହେଁ ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ପୁଣି ସେମାନେ କହିଛନ୍ତି ଯେ ଯଦି ତାଙ୍କ ପୁଅର ଇଚ୍ଛା ରହେ କଳାକାର ଦୁନିଆର ଯିବାକୁ ତେବେ ସେଥିରେ କୌଣସି ପ୍ରତିବନ୍ଧକ ନାହିଁ । ଉଭୟେ ଉଭୟଙ୍କ ପ୍ରଶଂସା କରି ଏବଂ ଉଭୟଙ୍କ ପରିବାର କିଭଳି ତାଙ୍କ କାମରେ ସ-ପୋର୍ଟ କରନ୍ତି ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *