ଆଜିକା ସମୟରେ ସ୍ତ୍ରୀଙ୍କୁ ପଟାଇବା ଭାରି ସହଜ , ଏମିତି କହିଲେ ଆର୍ ଚିକୁ

ସମୟ ବଦଳିବା ସହିତ ପୁଅ ଝିଅ ମାନଙ୍କ ହାବ ଭାବ ମଧ୍ୟ ବଦଳି ଯାଉଅଛି । କଳିଯୁଗ ଯେତେ ଆଗକୁ ବଢି ଚାଲିଛି ଲୋକେ ସେତେ ଅପଡେଟ ହୋଇ ଚାଲିଛନ୍ତି । ଆଉ ଆଜିର ସମୟରେ ଝିଅ ମାନଙ୍କ ଅପେକ୍ଷା ସ୍ତ୍ରୀ ଲୋକ ମାନେ ଅଧିକ ପ୍ରେମରେ ପଡ଼ି ଯାଉଛନ୍ତି । ତେବେ ଏପରି କଥାକୁ ତ ବର୍ତ୍ତମାନ ସମୟରେ ସାଧାରଣ ବୋଲି ବିବେଚନା କରାଯାଉଛି । କାହିଁକି ନା ଗୋଟିଏ ଝିଅ ହେଉ କି ପୁଅ ସେମାନେ ଗୋଟିଏ ସାଥି ସହିତ ଖୁସି ନାହାଁନ୍ତି । ସେମାନଙ୍କୁ ଭିନ୍ନ ଭିନ୍ନ ଦରକାର ଆଉ ସେମାନେ ତାହା ପାଇ ଖୁସି ହେଉଛନ୍ତି ।

ତେବେ ଏପରି କଥାକୁ ନିରୀକ୍ଷଣ କରିବା ପରେ ଏହି କଥା ଉପରେ ବ-ୟାନ ଦେଇଛନ୍ତି ଆର୍ ଚିକୁ । ସେ କହିଛନ୍ତି କି , ବର୍ତ୍ତମାନର ଝିଅ ମାନଙ୍କ କଥା ତ ଛାଡି ଦିଅନ୍ତୁ । ସ୍ତ୍ରୀ ଲୋକ ମାନେ ଏହି କ୍ଷେତ୍ରରେ ସବୁଠାରୁ ଅଧିକ ଆଗରେ । ସେମାନେ ନିଜ ସ୍ଵାମୀ ମାନଙ୍କୁ ଛାଡି ଦେଇ ଚାଲି ଯାଉଛନ୍ତି ଆଉ ପର ପୁରୁଷ ସହିତ ହୋଟେଲ ଯାଉଛନ୍ତି । ଏପରି କରିବାଟା ପୁରାପୁରି ଭୁଲ । କିନ୍ତୁ ଏହି କଥାଟି ସେତେବେଳେ ଠିକ୍ ହେବ , ଯଦି ସ୍ଵାମୀ ମଧ୍ୟ ବାହାରେ ଯାଇ ପର ସ୍ତ୍ରୀ ଉପରେ ନଜର ପକାଉଛନ୍ତି ଆଉ ତାଙ୍କ ସହିତ ବାହାରେ ବୁଲୁଛନ୍ତି । ଏପଟେ ନିଜ ସ୍ତ୍ରୀ କଥା ଭାବୁ ନାହାଁନ୍ତି ।

ଅନ୍ୟ ପକ୍ଷରେ ଆଉ ଏକ ମଜାଳିଆ କଥା କହିଛନ୍ତି ସେ । ତାଙ୍କ କହିବା ଅନୁସାରେ , ଆଗରୁ ଝିଅ ମିଳୁ ନଥିଲା ଆଉ ଏବେ ପୁଅ ମିଳିବେ ନାହିଁ । କାହିଁକି ନା ଝିଅ ମାନେ ଗୋଟିଏ ପୁଅ ଉପରେ ସନ୍ତୁଷ୍ଟ ନୁହେଁ ସେମାନଙ୍କୁ ନାନା ପ୍ରକାରର ପୁଅ ଦରକାର । ତେଣୁ ଏପରି ଆକଳନ ଅନୁଯାୟୀ , ପୁଅ ମାନଙ୍କ ସଂଖ୍ୟା ଅଧିକ ହେବା ଦରକାର । ଆଉ ଦେଖିବାକୁ ଗଲେ , ଏବେ ସ୍ତ୍ରୀ ଲୋକ ମାନଙ୍କୁ ପଟାଇବା ବହୁତ ସହଜ । କାହିଁକି ନା ସେମାନେ ସହଜରେ ପ-ଟିଯିବେ । ସେମାନେ ସହଜରେ ଅନ୍ୟ ମାନଙ୍କ କଥାରେ ଆସିଯିବେ , ତେଣୁ ଆପଣ ଦେଖିଥିବେ ବର୍ତ୍ତମାନ ପୁଅ ମାନେ ଭାଉଜ ପ୍ରେମରେ ଅଧିକ ପାଗଳ ।

କାହିଁକି ନା ଭାଉଜ ମାନଙ୍କର ଯାହା ବି ଅସୁବିଧା ହେବ , ତାହାକୁ ତାଙ୍କ ସ୍ଵାମୀ ମାନେ ବୁଝିବେ । କିନ୍ତୁ ଝିଅ ମାନଙ୍କ ସହିତ ଟିକିଏ ଏପଟ ସେପଟ ହୋଇଗଲେ , ସେମାନେ ବାହା ହେବାକୁ ଜିଦି ଧରିବେ ଆଉ ତାଙ୍କ ପଛ ଛାଡ଼ିବେ ନାହିଁ । ଶେଷରେ ଯେ କେହି ବି ବାଧ୍ୟ ହୋଇ ଏପରି କିଳା ନେବାକୁ ଆଗେଇବେ ନାହିଁ । ତେଣୁ କରି ବର୍ତ୍ତମାନର ଯୁଗ ପୁରାପୁରି ଖରାପ ହୋଇ ଗଲାଣି । ଆଗକୁ ଆହୁରି କଣ ହେବ , ସେ କଥା ତ କୁହା ଯାଇ ନ ପାରେ ।

Leave a Reply

Your email address will not be published. Required fields are marked *