ହୀରାକୁଦ ପାଣିରେ ଖେଳୁଛି ବାସୁକୀ ନାଗ ।

ପାଖେଇ ଆସିଲାଣି ପାପୀ ମାନଙ୍କ ସଂହାର ହେବାର ସମୟ । ଆଉ ଧିରେ ଧିରେ ସରି ଆସିଲାଣି କଳି କାଳ । ପାଣି ଭିତରେ ମୁଣ୍ଡ ଟେକି ଚାହିଁ ରହିଛି ଭାସୁଛି ବାସୁକୀ ନାଗ। ମୁଣ୍ଡ ଟେକି ଉପରକୁ ଚାହିଁ ଜିଭ ବାହାର କରୁଛି । ଲୋକଙ୍କୁ ଦେଖିଲେ ଫଣା ଟେକି ଫଁ ଫଁ କରି ଗ-ର୍ଜନ କରୁଛି । ହଁ ବନ୍ଧୁଗଣ ପାଖେଇ ଆସିଲା କଳି ଯୁଗର ଅନ୍ତିମ ସମୟ । ବାହାରି କଳା ବିଶାଳ ନାଗ । ଲୋକଙ୍କୁ ଦେଖିଲେ ଗ-ର୍ଜନ କରୁଛି । ଫଁ ଫଁ କରି ଲୋକଙ୍କୁ ଭ-ୟଭୀ-ତ କରାଉଛି । ଆଉ ଲୋକେ ଏବେ ଭ-ୟରେ ଥରି ଉଠିଲେଣି । କଣ ସତରେ ଏ ବାସୁକୀ ନାଗ ମାଳିକା ବର୍ଣ୍ଣିତ ବାସୁକୀ ନାଗ ।

ମାଳିକାରେ ମହାପୁରୁଷ ମାନେ କହିଥିଲେ କଳି ଶେଷରେ ବାହାରିବ ବାସୁକୀ ନାଗ । ଲୀଳା କରିବ ପା-ପୀ ମାନଙ୍କୁ ଚୋ-ଟ ମା-ରି ସଂହାର କରିବ । ଲୋକେ ତାହାକୁ ଦେଖି ହେବେ ଭ-ୟଭୀ-ତ ହେବେ ଘରେ ଘରେ ତାଟି କବାଟ ପକାଇ ଦେବେ । ଆଉ ଏବେ ହୀରାକୁଦ ପାଣିରେ ବାସୁକୀ ନାଗ ଦେଖି ଭ-ୟରେ କମ୍ପି ଉଠିଲେଣି ଲୋକେ । ଆଉ ଏହି ସାପକୁ ଦେଖି ଲୋକେ କହିଲେଣି କି କଳି ଯୁଗ ଶେଷ ହେବାକୁ ବସଲାଣି କି ? କାରଣ ମହାପୁରୁଷ ମାନେ ଭବିଷ୍ୟତ ମାଳିକାରେ କହିଥିଲେ । ପାପୀ ମାନଙ୍କୁ ଏ ଧରା ଧାମରୁ ବିଲୀନ କରିବା ପାଇଁ ଭଗବାନ ଅନେକ ଲୀଳା ରଚିବେ, ଆଉ ସେହି ଅନେକ ଲୀଳା ଭିତରେ ବାସୁକି ନାଗ କଥା ମଧ୍ୟ ମହା ପୁରୁଷ ମାନେ କହି ଯାଇଥିଲେ ।

ତେବେ ବର୍ତ୍ତମାନ ଚାରି ଆଡ଼େ ବର୍ଷା ହେଉଥିବାରୁ ଗଲା କିଛି ଦିନ ତଳେ ରାଜ୍ୟରେ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି । ତେବେ ବର୍ତ୍ତମାନ ବନ୍ୟା ପରିସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ହୀରାକୁଦ ଜଳ ଭଣ୍ଡାରରେ ଜଳର ପରିମାଣ ଅଧିକ ରହିଛି । ଆଉ ଏହାରି ଭିତରେ ହୀରାକୁଦ ପାଣିରେ ଚିତା କାଟି ଭାସୁଛି ଏକ ବିରାଟ ବଡ ବାଶୁକୀ ନାଗ । ଯାହାକୁ ଦେଖିବା ପରେ ସ୍ଥାନୀୟ ଲୋକେ ଭୟରେ କହିଲେଣି ଆସିଲା କଳି ଯୁଗର ଶେଷ ସମୟ । ଏଥର ଆଉ ତ୍ରାହି ପାହିବେ ନାହିଁ ପାପୀ ମାନେ । ଏହି ବାସୁକୀ ନାଗ ସେମାନଙ୍କୁ ମାରି କଳି କାଳ ଶେଷ କରିଦେବ । ହେଲେ ବନ୍ଧୁଗଣ ଏହି ବାସୁକୀ ନାଗ ପଛରେ କଣ ରହିଛି ସତ୍ୟତା ଆସନ୍ତୁ ଜାଣିବା ।

ଯେହେତୁ ଏବେ ବି ମଧ୍ୟ ରାଜ୍ୟରେ ବର୍ଷା ଲଗାତାର ଲାଗି ରହିଛି । ଆଉ ଏହି ସମୟରେ ଲୋକେ କହୁଛନ୍ତି ହୀରାକୁଦ ଗେଟ୍ ପାଖରେ ଏକ ବିରାଟ ବାସୁକି ନାଗ ମୁଣ୍ଡ ଟେକି ଫଁ ଫଁ କରି ଗର୍ଜନ କରୁଛି । ହେଲେ ବନ୍ଧୁଗଣ ଆମେ ଏଠାରେ ଆପଣଙ୍କୁ ସ୍ପଷ୍ଟ କରି କହି ଦେବାକୁ ଚାହିଁବୁ କି ଯେହେତୁ ଏବେ ବର୍ଷା ଦିନ ଚାଲିଛି ସାପ ମାନଙ୍କ ଗାତରେ ପାଣି ପଶି ଯାଉଥିବାରୁ ସାପ ମାନେ ବାହାରକୁ ବାହାରି ଆସୁଛନ୍ତି । ହେଲେ ଏହି ସାପ କିନ୍ତୁ ମାଳିକା ବର୍ଣ୍ଣିତ ସାପ ନୁହେ ଏହାକୁ ଦେଖି ଭ-ୟଭୀ-ତ ହୁଅନ୍ତୁ ନାହିଁ ।ଏହି ସାପ ବାସୁକୀ ନାଗ ବି ନୁହେଁ । ବର୍ତ୍ତମାନ କଳି ଯୁଗର ଶେଷ ସମୟ ଆସି ନାହିଁ ।

Leave a Reply

Your email address will not be published. Required fields are marked *