୧୨ ବର୍ଷର ନାବାଳକଙ୍କୁ ଅମାନୁଷିକ ହ-ତ୍ୟା । ଶେଷରେ ଆଖି ତାଡ଼ି ପୋତିଦେଲେ ଅ-ର୍ଦ୍ଧନି-ର୍ମିତ ପୋଖରୀରେ ।

ଏଇ କିଛିମାସ ହେବ କିଛି ଏପରି ଘ-ଟଣା ଘଟୁଛି ଯେଉଁଠି ନର ରୂପୀ ରା-କ୍ଷସ ନାବାଳକ ମାନଙ୍କୁ ହ-ତ୍ୟା କରୁଛନ୍ତି । ବର୍ତ୍ତମାନ ସମୟରେ ମଧ୍ୟ ଏହିଭଳି ଏକ ଘ-ଟଣା ଲୋକଲୋଚନକୁ ଆସିଛି ଯାହା ଶୁଣିଲେ ଆପଣ ସ୍ତବ୍ଧ ହୋଇଯିବେ । କାରଣ ପୁଣିଥରେ ଏଭଳି ଏକ ଘ-ଟଣା ଅନୁଯାୟୀ ଜଣେ ନାବାଳକଙ୍କୁ ଅମା-ନୁଷିକ ଭାବରେ ହ-ତ୍ୟା କରାଯାଇଛି ଏବଂ ଶେଷରେ ତାର ଆଖିକୁ ତାଡ଼ି ଅ-ର୍ଦ୍ଧ ନିର୍ମିତ ପୋଖରୀରେ ପୋତି ଦିଆଯାଇଛି ।

ହଠାତ ଏଭଳି ଏକ ଘଟ-ଣା ସାରା ଅଞ୍ଚଳରେ ଦୁଃ-ଖର ବାତାବରଣ ସୃଷ୍ଟି କରିଛି । କହିରଖିବୁ ଯେ ଏଭଳି ଏକ ଘ-ଟଣା ଜଗନ୍ନାଥପ୍ରସାଦ ଥା-ନା ଅନ୍ତର୍ଗତ ଅଲାଡ଼ି ପଞ୍ଚାୟତ କାଦପଡ଼ା ଗାଁରେ ଘଟିଛି । ଗାଁର ଜଣେ ୧୨ ବର୍ଷର ନାବାଳକଙ୍କୁ ଅମାନୁଷିକ ଭାବରେ ହ-ତ୍ୟା କରି ଅର୍ଦ୍ଧ ନିର୍ମିତ ପୋଖରୀରେ ଫିଙ୍ଗି ଦିଆଯାଇଛି । ତେବେ ଏହି ୧୨ ବର୍ଷର ପୁଅ ହେଉଛନ୍ତି ଛାରପଡ଼ା ବଡ଼ଦାଣ୍ଡ ସାହିର ଶିବରାମ ପଣ୍ଡା ଏବଂ ଉଷାରାଣୀ ପଣ୍ଡାଙ୍କ ବଡ଼ ପୁଅ ବିଘ୍ନରାଜ ପଣ୍ଡା ।

ତେବେ ବିଘ୍ନରାଜ ସକାଳୁ ଟିଉସନରୁ ଫେରି ସାଇକେଲ ନେଇ ବୁଲିବାକୁ ବାହାରି ଥିଲେ । ଦୀର୍ଘ ଦେଢ଼ ଘଣ୍ଟା ପରେ ନଫେରିବାରୁ ବିଘ୍ନରାଜଙ୍କ ମା’ ବାପାଙ୍କୁ ଖୋଜିବାକୁ ପଠାଇଲେ । ବାପା ମଧ୍ୟ ଦୀର୍ଘ ୩ ଘଣ୍ଟା ଖୋଜାଖୋଜି ପରେ ନପାଇବାରୁ ପୋଖରୀ ପାଖକୁ ଆମ୍ବ ତୋଳିବାକୁ ଯାଇଥିବା ସ-ନ୍ଦେହ କରିଥିଲେ । ତେବେ ସେଠାରୁ ଯାଇ ଅର୍ଦ୍ଧନିର୍ମିତ ପୋଖରୀ ହୁଡ଼ାରେ ପୁଅ ବିଘ୍ନରାଜର ସାଇକେଲ ଥିବା ଦେଖିଥିଲେ । ପୋଖରୀ ହୁଡ଼ା ପାଖରେ ପୁଅର ଚପଲ ଦେଖି ପାଣି ଭିତରକୁ ଯାଇ ଖୋଜାଖୋଜି କରିଥିଲେ । ପାଣି ଭିତରେ ଥିବା ପୁଅର କାଦ ସରସର ମୃ-ତ ଦେହକୁ ବାହାରକୁ ବାହାର କରିଥିଲେ ।

ପରେ ଦୁଇ ଆଖିରେ କ୍ଷତ ଦେଖି ନିକଟସ୍ଥ ଜଗନ୍ନାଥପ୍ରସାଦ ପୋ-ଲିସ ଥା-ନାକୁ ଖବର ଦେଇଥିଲେ । ଖବର ପାଇ ଜଗନ୍ନାଥପ୍ରସାଦ ଥା-ନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଏବଂ ଏସଆଇ ପ୍ରଭାସ ବେହେରା ଘଟ-ଣାସ୍ଥଳରେ ପହଞ୍ଚି ଶ-ବକୁ ଜ-ବତ କରିବା ସହିତ ବ୍ୟବ-ଚ୍ଛେଦ ପାଇଁ ଭଞ୍ଜନଗର ପଠାଇଥିବା ସୂଚନା ମିଳିଛି । ଏହା ଏକ ହ-ତ୍ୟା ହୋଇଥିବା ସନ୍ଦେହ କରି ମୃ-ତ ଶରୀର ମିଳିଥିବା ପୋଖରୀରେ କୌଣସି ମାର-ଣସ୍ତ୍ର ଥିବା ସ-ନ୍ଦେହ କରି ଦମକଳ ଯୋଗେ ପୋଖରୀ ପାଣି ବାହାର କରି ଯାଇଛି ।

ହ-ତ୍ୟା କେ-ସ ନମ୍ବର ୨୫୫/୨୩ ରୁଜ୍ଜୁ କରିବା ସହିତ ତ-ଦନ୍ତ ଜାରି ରଖିଥିବା ଦିଲ୍ଲୀପ କୁମାର ସ୍ବାଇଁ ସୂଚନା ଦେଇଛନ୍ତି । ତେବେ ବିଘ୍ନରାଜଙ୍କ ମୃ-ତ୍ୟୁକୁ ନେଇ ସାରା ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ତେବେ କହି ରଖିବୁ ଯେ ଏଭଳି ଏକ ଘ-ଟଣା କୌଣସି ସାଧାରଣ ଘଟଣା ନୁହେଁ । ଏହା ସାଧାରଣରେ ଏହା ଭାବିବାକୁ ବାଧ୍ୟ କରୁଛି ଯେ ଜଣେ ଛୋଟ ପିଲା ଉପରେ ବା କାହାର ଶ-ତ୍ରୁତା ଥାଇପାରେ , ଯାହାକି ସେ ଏଭଳି ଭାବରେ କୁନି ପୁଅଟିର ହ-ତ୍ୟା କରିପାରେ । ଆଉ ହ-ତ୍ୟା ପରେ ଆଖି ତାଡ଼ିନେବା ଆହୁରି ଆଶ୍ଚର୍ଯ୍ୟ କରିଛି ।

ଅତି ଅମାନୁଷିକ ଭାବରେ ଜଣେ ଛୋଟ ପିଲାକୁ କିଏ କେଉଁ କାରଣରୁ ହ-ତ୍ୟା କଲା ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ସୂଚନା ଅନୁଯାୟୀ ବର୍ତ୍ତମାନ ପୋଲି-ସର ତ-ଦନ୍ତ ଜାରି ରହିଛି ଏବଂ ଖୁବଶୀଘ୍ର ଘଟ-ଣାର କାରଣ ଜଣା ପଡ଼ିବ ବୋଲି ପୋ-ଲିସ କହିଛି ।

Leave a Reply

Your email address will not be published. Required fields are marked *