ରାତି ଅଧରେ ଡ଼ାକି ନେଇ ଯୁବକଙ୍କୁ ହ-ତ୍ୟା କଲେ ଦୁ-ର୍ବୃତ୍ତ , ହ-ତ୍ୟା କାରଣ ଅସ୍ପଷ୍ଟ

ମୃ-ତ୍ୟୁ ହଠାତ୍ ଆସିଲା ଆଉ ସବୁକିଛି ସାରି ଦେଲା । ଦିନରେ ସବୁ କାମ ସାରି ରାତିରେ ଦୋକାନକୁ ଯାଇଥିବା ସ୍ବାମୀଙ୍କୁ ସ୍ତ୍ରୀ ଆଉ ଦେଖିପାରିବେ ନାହିଁ କି ଛୋଟ ଛୋଟ ପିଲା ମାନଙ୍କର ବାପାଙ୍କୁ ଦେଖିବାର ଏଇଟା ହିଁ ଶେଷ ସୁଯୋଗ ବୋଲି କାହାକୁ ବି ଜଣା ନଥିଲା । ତେବେ ସେହା ହିଁ ହେଲା , ଯାହାକି କେହି ବି ସ୍ୱପ୍ନରେ ଭାବି ନଥିଲେ । ହଠାତ୍ ଏପରି ଘ-ଟଣା ଘଟିଗଲା ଆଉ ତାପର ଦିନ ଘରକୁ ଖବର ଆସିଲା କି ସବୁକିଛି ସରି ଯାଇଛି ଆଉ ଏ ଦୁନିଆଁରେ ନାହିଁ ତୁମର ଗେଲା ପୁଅ , ସବୁଦିନ ପାଇଁ ତୁମ ଗହଣରୁ ଚାଲି ଯାଇଛି ତୁମ ପୁଅ ।

ତେବେ ସୂଚନା ଅନୁଯାୟୀ , ଅନୁଗୁଳ ସହର କୁଲୁନିଛିଆରେ ଏପରି ଅଘ-ଟଣ କାଲି ବିଳମ୍ବିତ ରାତିରେ ଘଟି ଯାଇଛି । ଆଉ ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରାଙ୍କୁ ଗତକାଲି ରାତିରେ ଦୁ-ର୍ବୃତ୍ତ ମାନେ ତାଙ୍କ ଦୋକାନରୁ ଡ଼ାକି ନେଇ ହ-ତ୍ୟା କରି ଦେଇଛନ୍ତି । ତେବେ ଯେତେ ଦୂର ଶୁଣିବାକୁ ମିଳିଛି କି , ଗତକାଲି ସନ୍ଧ୍ୟା ସମୟରେ ପ୍ରକାଶ ବେହେରା ଘରୁ ଖାଇ ପିଇ ନିଜ ଚିକେନ ଦୋକାନକୁ ବାହାରି ଯାଇଥିଲେ , ଯାହାକି ତାଙ୍କ ଛକ ନିକଟରେ ରହିଥିଲା । ଆଉ କହିଥିଲେ ରାତି ହେଲେ ଘରକୁ ଫେରି ଆସିବେ ।

କିନ୍ତୁ ରାତି ପ୍ରାୟ ୯ଟା ବେଳେ ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା ଆଉ କୁହା ଯାଇଥିଲା କି , ଆସ ଟିକିଏ କାମ ଅଛି । ସେଥିପାଇଁ ସେ ନିଜ ଦୋକାନରେ ବସାଇବା ପାଇଁ ନିଜ ଭଣଜାଙ୍କୁ ଡ଼ାକି ଥିଲେ ଆଉ ତାପରେ ଦୋକାନ ଛାଡି ପଳାଇ ଯାଇଥିଲେ । ତେବେ ରାତି ଅଧିକ ହେବାରୁ ଘର ଲୋକ ତାଙ୍କୁ ଖୋ-ଜାଖୋ-ଜି କରି କିନ୍ତୁ ପାଇ ନଥିଲେ ।

ଆଉ ଏହାପରେ ବାଧ୍ୟ ହୋଇ ପୋ-ଲିସ ପାଖରେ ଅଭି-ଯୋଗ କରିଥିଲେ । ତେବେ ସକାଳ ହେଉନୁ ପୋ-ଲିସ ତ-ଦନ୍ତ ଆରମ୍ଭ କରି ଦେଇଥିଲା । ଆଉ ଦୁଃ-ଖର ବିଷୟ ଏହା ଯେ , ଛକ ଠାରୁ କିଛି ଦୂରରେ ରହିଥିବା ଏକ ରାସ୍ତା ପାଖରୁ ପ୍ରକାଶଙ୍କ ମୃ-ତ ଦେଉ ବିକୃତ ଅବସ୍ଥାରେ ଉ-ଦ୍ଧାର କରା ଯାଇଥିଲା । ତାଙ୍କ ଦେହରେ ଅନେକ କଟା ଦାଗ ରହିଥିଲା ।

ତେଣୁ ପୋ-ଲିସ ଏହାକୁ ହ-ତ୍ୟା ବୋଲି ସ-ନ୍ଦେହ କରୁଛି ଆଉ ଅପ-ରାଧୀ ମାନଙ୍କୁ ଖୋଜିବା ଆରମ୍ଭ କରି ଦେଇଛି । ଅନ୍ୟ ପକ୍ଷରେ ହ-ତ୍ୟା ପଛର କାରଣ ସ-ନ୍ଦେହ କରି ତାଙ୍କ ସାନ ଭାଇ କହିଛନ୍ତି କି , ତାଙ୍କ ବଡ ଭାଇ ଅନେକ ଲୋକଙ୍କୁ ସୁଧରେ ଟଙ୍କା ଦେଉଥିଲେ । ବୋଧ ହୁଏ ସେହି କାରଣ ପାଇଁ କେହି ତାଙ୍କ ସହିତ ଏପରି କା-ଣ୍ଡ କରି ପାରିଥାନ୍ତି । ଆଉ ଗୋଟିଏ କଥା ସେ କହିଛନ୍ତି କି , ବଡ ଭାଇଙ୍କର ଅନ୍ୟ ଝିଅ ସହିତ ପ୍ରେମ ସ-ମ୍ପର୍କ ରହିଥିଲା ।

ସେଇଟା ମଧ୍ୟ ହ-ତ୍ୟାର କାରଣ ହୋଇପାରେ ବୋଲି ସେ କହିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ହ-ତ୍ୟା ପଛର ପ୍ରକୃତ କାରଣ କଣ । ଅନ୍ୟ ପକ୍ଷରେ ପ୍ରକାଶଙ୍କ ସ୍ତ୍ରୀ କା-ନ୍ଦି କା-ନ୍ଦି ସ୍ବାମୀଙ୍କୁ ଝୁରି ହେଉଛନ୍ତି ଆଉ କହିଛନ୍ତି କି , ତାଙ୍କ ସ୍ବାମୀଙ୍କୁ ଯିଏ ମା-ରିଛି ସେ ବି ମ-ରିବ। ତାଙ୍କୁ ଏବେ ନ୍ୟା-ୟ ଦରକାର ।

Leave a Reply

Your email address will not be published. Required fields are marked *