ଦୁଇ ମାସରେ ଭାଙ୍ଗିଗଲା ସୁନାର ସଂସାର , ସ୍ତ୍ରୀ ଆଖିରୁ ସହିଦ ସ୍ଵାମୀ ପାଇଁ ଝରୁଛି ଲୁହ

ସହିଦ ଅମର ରହେ , ବାସ୍ ଏହି ନାଦରେ ଫାଟି ପଡୁଛି ପୁରା ଗାଆଁ । ଜଣେ ସହିଦଙ୍କୁ ଶେଷ ବି-ଦାୟ ଦେବା ପାଇଁ ପୁରା ଅଞ୍ଚଳ ଉଠି ଆସିଛି ଆଉ କମ୍ପି ଯାଉଛି ସେହି ଅଞ୍ଚଳ । ଲୋକେ ଦୁଃଖ ମଧ୍ୟରେ ସହିଦଙ୍କୁ ଦେଉଛନ୍ତି ଶେଷ ବି-ଦାୟ । ତେବେ ଥରେ ଚିନ୍ତା କରି ଦେଖନ୍ତୁ ତ ଲୋକଙ୍କ ମନରେ ଯଦି ଏତେ ଦୁଃ-ଖ ତାହାଲେ ଦୁଇ ମାସ ଧରି ବିବାହ କରି ସ୍ଵାମୀ ଘରକୁ ଆସିଥିବା ସ୍ତ୍ରୀଟିଏ ମନରେ ବା କେତେ ଦୁଃ-ଖ ଆଉ ଯ-ନ୍ତ୍ରଣା ନଥିବ । ନିଜ ସ୍ୱାମୀକୁ ମନେ ପକାଇ ଛାତି ବାଡେଇ ବାଡ଼େଇ କା-ନ୍ଦୁଛି ସ୍ତ୍ରୀ ଆଉ କହୁଛି ମୋ ସ୍ବାମୀଙ୍କୁ ଫେରାଇ ଦିଅ ।

ତେବେ ହଁ ଆଜ୍ଞା ଆମେ କହୁଛୁ ଦେଶ ପାଇଁ ଶହୀଦ ହୋଇ ଯାଇଥିବା ସେହି ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ବିଷୟରେ । ଯିଏ ଆତ-ଙ୍କବାଦୀ ମାନଙ୍କ ଗୁ-ଳିରେ ହୋଇ ଯାଇଛନ୍ତି ସହିଦ । ନିଜ ଦେଶକୁ ର-କ୍ଷା କରିବା ପାଇଁ ସେ ଆଗକୁ ଆସି ଦେଖାଇ ଥିଲେ ଛାତି । ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେହି ଆତଙ୍କବାଦୀ ମାନଙ୍କ ସହିତ ଲ-ଢ଼ିବାକୁ ଲାଗିଥିଲେ ଆଉ ଶେଷରେ ଦେଶ ମାତୃକା ପାଇଁ ବ-ଳିଦା-ନ ଦେଇ ହୋଇ ଯାଇଥିଲେ ସହିଦ । ଆଜି ତାଙ୍କୁ ଝୁରୁଛି ପୁରା ଗାଆଁ । ଭଲ ମଣିଷଟିଏ ଏତେ ଜଲଦି ଏ ଧରା ପୃଷ୍ଠରୁ ଚାଲିଯିବେ ବୋଲି କିଏ ବା ଜାଣିଥିଲା ।

ଅନ୍ୟ ପକ୍ଷରେ ନିଜର ସହିଦ ସ୍ବାମୀଙ୍କୁ ମନେ ପକାଉଛନ୍ତି ସ୍ତ୍ରୀ ପୂର୍ଣ୍ଣିମା । ମାତ୍ର ଦୁଇ ମାସ ହେଲା ବିବାହ କରିଥିଲେ ଦୁହେଁ । ୬ ବର୍ଷ ଧରି ଉଭୟ ପରସ୍ପରକୁ ଭଲ ପାଉଥିଲେ । ଆଉ ଦୁହେଁ ଦୁହିଁଙ୍କୁ ବିବାହ କରିବେ ବୋଲି ମଧ୍ୟ କଥା ଦେଇଥିଲେ । ଆଉ ଶେଷରେ ତାହା ହିଁ ହୋଇଥିଲା ଦୁଇ ଜଣ ଦୁଇ ଜଣଙ୍କୁ ଦେଇଥିବା କଥାକୁ କରିଥିଲେ ସତ । ଉଭୟ ପରିବାରକୁ ବହୁତ ମନାଇ ଥିଲେ ଆଉ ଶେଷରେ ବିବାହ ହୋଇଥିଲା ଧାର୍ଯ୍ୟ । ଦୁଇ ମାସ ପୂର୍ବରୁ ଅର୍ଥାତ ଜୁନ ମାସରେ ଦୁହିଁଙ୍କର ହୋଇଥିଲା ବିବାହ ।

ବିବାହ ପରେ ହିଁ ନିଜ ଦେଶ ମାତୃକା ପାଇଁ ଲ-ଢିବାକୁ ଚାଲି ଯାଇଥିଲେ ସୁଶାନ୍ତ । ଆଉ ଏପଟେ ସ୍ତ୍ରୀ ପେଟରେ ବଢ଼ୁଥିଲା ଦୁଇ ମାସର ଛୁଆ । ତେବେ ହଠାତ୍ ସୁଶାନ୍ତଙ୍କ ଘରକୁ ଆସିଥିଲା ସୁଶାନ୍ତଙ୍କ ସହିଦ ହେବା ଖବର । ଆଉ ତାପର ଠାରୁ ପୁରା ଭାଙ୍ଗି ପଡ଼ିଥିଲେ ତାଙ୍କ ସ୍ତ୍ରୀ । ସେଦିନର ପୁରୁଣା କଥାକୁ ମନେ ପକାଇ କଇଁ କଇଁ ହୋଇ କା-ନ୍ଦିବାକୁ ଲାଗିଥିଲେ ସେ । ଆଉ ବାରମ୍ବାର ହୋଇ ଯାଉଥିଲେ ବେହୋସ । ଏବେ ସେ ନିଜକୁ ସମ୍ଭାଳି ପାରୁ ନାହାଁନ୍ତି । ସ୍ବାମୀଙ୍କୁ ହରାଇ ସତରେ ଯେମିତି ନିଜର ସବୁ ଭଲ ପାଇବାକୁ ହରାଇ ଦେଇଛନ୍ତି ପୂର୍ଣ୍ଣିମା ।

Leave a Reply

Your email address will not be published. Required fields are marked *