ପ୍ରେମ ଜା-ଲରେ ଫସାଇ ପ୍ରେମିକାକୁ ବାହାରକୁ ନେଇଗଲା ପ୍ରେମିକ , ଏବେ ଧୋ-କା ଦେଇ ଛାଡି ଦେଲା

ଆଜିକାର ଜୀବନରେ ସାଧାରଣ କଥା ପ୍ରେମ , ଶାରୀ-ରିକ ସମ୍ପ-ର୍କ ଆଉ ପ୍ରତା-ରଣା । ଆଉ ଏହାରି ମଧ୍ୟରେ କେତେକ ନିରୀହ ମଣିଷ ମଧ୍ୟ ପୀ-ଡିତ ହେଉଛନ୍ତି । ନିଜର ସବୁକିଛି ଏଥିପାଇଁ ହରାଇ ଦେଉଛନ୍ତି କିଛି ଲୋକ ଆଉ ଶେଷରେ ସେମାନଙ୍କୁ ଧୋ-କା ହିଁ ମିଳୁଛି । ତେବେ ହଁ ଆଜ୍ଞା ପୁଣି ଥରେ ପ୍ରେମ ଆଉ ପ୍ରତା-ରଣାକୁ ନେଇ କିଛି ନୂଆ ଖବର ସାମ୍ନାକୁ ଆସିଛି । ଆଉ ଏଥିରେ ବିଚରା ପୀ-ଡିତ ହୋଇଛନ୍ତି ପ୍ରେମିକା ଜଣକ । ଆଉ ଶେଷରେ ନ୍ୟା-ୟ ପାଇଁ କରିଛନ୍ତି ପ୍ରାର୍ଥନା ।

ତେବେ ହଁ ଆଜ୍ଞା ପ୍ରେମ ପ୍ରତା-ରଣାକୁ ନେଇ ବର୍ତ୍ତମାନ ସମୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ , ବିବାହ କରିବା ପରେ ମଧ୍ୟ ନିଜ ସ୍ତ୍ରୀକୁ ଛାଡି ଦେଇଛନ୍ତି ବ୍ୟକ୍ତି ଜଣକ । ଆଉ ଏହାକୁ ସମସ୍ତେ ଏବେ ଅଜବ ଘ-ଟଣା ବୋଲି କହିବାରେ ଲାଗିଛନ୍ତି । ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥା-ନାର ଆଳୁଆଝରଣ ଗାଁରେ । ଆଉ ଏହାକୁ ନେଇ ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚା କରାଯାଉଛି ।

ସୂଚନା ଅନୁସାରେ , ପଥରଖମ୍ବ ଗାଆଁର ଯୁବକ ମନିସ ଦେହୁରୀ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ଆଲୁଅଝରଣ ଗାଁକୁ ଝିଅ ଦେଖିବାକୁ ଯାଇଥିଲେ । ସେଠାରେ ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇ ଯାଇଥିଲା । କିନ୍ତୁ ମନିଷଙ୍କୁ ତାଙ୍କ ପରିବାର ଲୋକ କହିଥିଲେ କି , ଯଦି ସେହି ଝିଅକୁ ବିବାହ କରିବୁ , ତାହାଲେ ଆମେ ତାକୁ ମା-ରିଦେବୁ । ତେଣୁ କରି ମନିସ ମେ ୨୫ ତାରିଖରେ ଝିଅ ଜଣକୁ ଫ୍ଲାଇଟରେ ବାହାରକୁ ନେଇ ଯାଇ ଓଲଡେଶ୍ୱର ଶିବ ମନ୍ଦିରରେ ବିବାହ କରିଥିଲେ । ଆଉ ପରିବାର ଲୋକଙ୍କୁ ମଧ୍ୟ ଜଣାଇ ଦେଇଥିଲେ ।ଏହାପରେ ସ୍ଵାମୀ ସ୍ତ୍ରୀ ହୋଇ ଗୋଟିଏ ଘରେ ମଧ୍ୟ ରହିଥିଲେ ।

ଏହା ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା । ତେବେ ଏହାପରେ କଣ ହୋଇଥିଲା କେଜାଣି ହଠାତ୍ ମନିଷ ସେହି ଝିଅଟିକୁ ଗୋଟିଏ ଦିନ ଟ୍ରେନରେ ବସାଇ ଦେଇ ଫେ-ରାର ହୋଇ ଯାଇଥିଲେ । ଆଉ ଫୋନ ମଧ୍ୟ ଉଠାଇ ନଥିଲେ । ଏବେ ଘରେ ପୀ-ଡ଼ିତା ଜଣକ ପହଞ୍ଚି ତାଙ୍କ ନାମରେ ପୋ-ଲିସ ଷ୍ଟେସନରେ ଅଭି-ଯୋଗ କରିଛନ୍ତି । କାହିଁକି ସେ ଏମିତି କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ବିବାହ କଲେ , ସ୍ତ୍ରୀର ପରିଚୟ ମଧ୍ୟ ଦେଲେ ଶେଷରେ କାହିଁକି ଛାଡି ଦେଲେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *