ମାମୁଁ ଘର ଗାଁ କୁ ଯାତ୍ରା ଦେଖିବାକୁ ଆସି ଯୁବତୀ କରିଥିଲେ ଏଭଳି କାର-ନାମା । ଶେଷରେ ବିବାହ ହେଲା ପରିଣତି ।

ପ୍ରାୟତଃ ଅନେକ ସମୟରେ ସୋସିଆଲ ମିଡ଼ିଆରେ କିଛି ଏଭଳି ଘ-ଟଣା ଭାଇରଲ ହୋଇଥାଏ , ଯେଉଁଥିରେ କେଉଁଠି ଯୁବକ ଯୁବତୀ ପ୍ରେମ କରୁଥିବା ସମୟରେ ଧରା ପଡ଼ିଥାନ୍ତି । ଆଉ ଏଭଳି ଘ-ଟଣା ଭାଇରଲ ହେବା ଆଜିକାଲି ସାଧାରଣ ହୋଇ ଗଲାଣି । ଲୋକେ ସ୍ମାର୍ଟ ଫୋନ ବ୍ୟବହାରର ଭୁଲ ଫାଇଦା ଉଠାଇ ଏଭଳି ସବୁ କାମ କରୁଛନ୍ତି ।

ଯାହାଦ୍ୱାରା ଅନେକ ଜୀବନ ନ-ଷ୍ଟ ହେଉଛି । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଆଉ ଏକ ଘ-ଟଣା ଭାଇରଲ ହୋଇଛି । ଯାହାକି ଏକ ମକା ବଣର ଅଟେ । ମକା ବଣ ମଧ୍ୟରେ ଜଣେ ଯୁବକଙ୍କୁ ଜଣେ ଯୁବତୀଙ୍କ ମଥାରେ ସିନ୍ଦୁର ଦେଉଥିବାର ଦୃ-ଶ୍ୟ ଦେଖିବାକୁ ମିଳିଛି

ଯାହା ଦେଖିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ତେବେ ଏହି ଘ-ଟଣା କେଉଁ ସ୍ଥାନର ତାହା ତ ଜଣା ନାହିଁ କିନ୍ତୁ ଏହା କେଉଁ କାରଣରୁ ହୋଇଛି ତାହା ନିଶ୍ଚୟ ଆମେ ଆପଣଙ୍କୁ ଜଣାଇବୁ । ବାସ୍ତବରେ ଏହି ଯୁବତୀ ଜଣକ ନିଜ ମାମୁଁ ଘରକୁ ଆସିଥିଲେ ବୁଲିବାକୁ ।

କାରଣ ମାମୁଁ ଘର ଗାଁରେ ଯାତ୍ରା ହେଉଥିଲା ଏବଂ ମେଳା ବସିଥିଲା । କିନ୍ତୁ ସେ ଟିକିଏ ବି ଭାବି ନଥିଲେ ଯେ ମାନୁ ଘର ଗାଁରେ ଏଭଳି କିଛି ଘ-ଟିଯିବ । ତେବେ ଗାଁ ରେ ଯାତ୍ରା ସମୟ , ଏପଟେ ଜଣେ ପଡ଼ୋଶୀ ଯୁବକ ସହିତ ଯୁବତୀଙ୍କର ସାକ୍ଷାତ ହୋଇଥିଲା । ଉଭୟେ ଉଭୟଙ୍କୁ ପସନ୍ଦ କରୁଥିଲେ ।

ଏମିତିକି ଦୁହେଁ ଗାଁରେ ଯାତ୍ରା ଚାଲୁଥିବା ସୁଯୋଗ ନେଇ ମକା ବଣକୁ ଆସିଥିଲେ । ସେଠାରେ ଦୁହେଁ ରୋ-ମାନ୍ସ କରିବାରେ ବ୍ୟସ୍ତ ଥିଲେ । ମାତ୍ର ସେହି ରାସ୍ତା ଦେଇ ଗାଁର କିଛି ଲୋକ ଯାଉଥିବା ସମୟରେ ଉଭୟଙ୍କୁ ଅସଂ-ଯତ ଅବସ୍ଥାରେ ଦେଖି ଦେଇଥିଲେ । ଏଭଳି ଦୁହିଁଙ୍କୁ ଦେଖି ସେମାନେ ପଚରା ଉଚୁରା ପରେ ସବୁ ଜାଣି ପାରିଥିଲେ ।

ତେବେ ଗାଁ ଲୋକେ ସମ୍ମାନ ରଖିବାକୁ ତୁରନ୍ତ ସେହି ଯୁବକଙ୍କୁ ଯୁବତୀ ଜଣକୁ ବିବାହ କରିବାକୁ କହିଥିଲେ । ଯୁବକ ଜଣକ ସେହିଠାରେ ଯୁବତୀଙ୍କ ମଥାରେ ସିନ୍ଦୁର ଦେଇଥିଲେ । ଆଉ ଏହାରି ମଧ୍ୟରେ କେହି ଜଣେ ଏହି ଦୃଶ୍ୟର ଭିଡ଼ିଓକୁ ନିଜ ଫୋନରେ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରଲ କରିଥିଲା । ଯାହାକି ବର୍ତ୍ତମାନ ଫୋନରୁ ଫୋନକୁ ଘୁରି ବୁଲୁଛି ।

Leave a Reply

Your email address will not be published. Required fields are marked *