ରାତି ଅଧରେ ପୁଅର ସାଙ୍ଗ ଘରେ ପଶି କରିଲା ଦୁ-ଷ୍କର୍ମ । ଏଭଳି କିଛି ଅଭି-ଯୋଗ ଆଣିଲେ ମହିଳା ।

ପୁଅର ସାଙ୍ଗ ଅର୍ଥ ପୁଅ ସମାନ । ତେବେ ସେଭଳି କିଛି ସ-ମ୍ପର୍କ ଥିଲା ମଣିଷ କିଭଳି ନିଜ ମା’ ସମାନ ମହିଳାଙ୍କ ସହିତ ଏଭଳି ଖରାପ କାମ କରିପାରେ ତାହା ବାସ୍ତବରେ ଆଶ୍ଚର୍ଯ୍ୟ ଜନକ ଅଟେ । କାରଣ ଏଭଳି ମଣିଷ ରା-କ୍ଷସ ପ୍ରବୃତ୍ତିର ହୋଇଥାନ୍ତି । ବର୍ତ୍ତମାନ ସମୟରେ ଏହିଭଳି କିଛି ଘ-ଟଣା ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଯାହାକୁ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମପୁର ଥା-ନା ବାରିକପୁର ଅଞ୍ଚଳରେ ଏଭଳି ଏକ ଘଟା-ଣ ଘଟି ଯାଇଛି । ଯେଉଁଠି ଜଣେ ମହିଳା ଥା-ନାରେ ଅଭି-ଯୋଗ କରିଛନ୍ତି ନିଜ ପୁଅର ସାଙ୍ଗ ବିରୋ-ଧରେ ।

ସେ କହିଛନ୍ତି ଯେ ତାଙ୍କ ପୁଅର ସାଙ୍ଗ ତାଙ୍କୁ ଦୁ-ଷ୍କର୍ମ କରିବା ସହିତ ତାଙ୍କ ଘରୁ ଜୋର ଜବ-ରଦସ୍ତ ଟଙ୍କା ଏବଂ ଗହଣା ନେଇ ଯାଇଛି । ତେବେ ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ବାରିକପୁରର ଏହି ମହିଳା ଜଣକ ନିଜ ପୁଅ ସହିତ ରହୁଥିଲେ । ଆଉ ପୁଅର ସାଙ୍ଗ ଅଭିମନ୍ୟୁ ବେହେରା ଓରଫ ବାପି ପୁଅ ସହିତ ପ୍ରାୟ ତାଙ୍କ ଘରକୁ ଆସୁଥିଲା ।

ଏମିତିକି ଗତ ପାଞ୍ଚ ବର୍ଷ ପୂର୍ବରୁ ଅଭିମନ୍ୟୁର ଟଙ୍କା ଆବଶ୍ୟକ ଥିବାରୁ ମହିଳାଙ୍କୁ ଅନୁରୋଧ କରି କିଛି ଗହଣା ବନ୍ଧା ପକାଇବା ସହିତ ଟଙ୍କା ଧାର କରିବାକୁ କହିଥିଲେ । ଆଉ ଆଠ ଦିନ ଭିତରେ ଟଙ୍କା ଫେରାଇ ଦେବେ ବୋଲି ମଧ୍ୟ କହିଥିଲେ । କିନ୍ତୁ ଯୁବକ ଜଣକ ଟଙ୍କା ତ ନେଇଥିଲେ ମାତ୍ର ଆଉ ଫେରାଇ ନଥିଲେ ।

ଧାର ଆକାରରେ ଟଙ୍କା ନେବା ପରେ ଦୀର୍ଘ ପାଞ୍ଚ ବର୍ଷ ବିତିଯିବା ସତ୍ତ୍ୱେବି ଟଙ୍କା ନଦେବାରୁ ମହିଳା ଜଣକ ଥାନାରେ ଅଭି-ଯୋଗ କରିବେ ବୋଲି କହିଥିଲେ । ଯେଉଁ କଥାରେ ରା-ଗିଯାଇ ଯୁବକ ଜଣକ ଗତକାଲି ମହିଳାଙ୍କ ଘରକୁ ରାତିରେ ଯାଇ ଝରକା ଭାଙ୍ଗି ଘରେ ପଶିଥିଲେ ଏବଂ ମହିଳାଙ୍କ ସହିତ ଦୁ-ଷ୍କର୍ମ କରିବା ସହିତ ତାଙ୍କୁ ଶରୀରକୁ ଆ-ଘାତ ଦେଇଥିଲେ । ଏହାବ୍ୟତୀତ ମହିଳାଙ୍କର ସବୁ ଗହଣା ଏବଂ ଟଙ୍କା ମଧ୍ୟ ନେଇ ଯାଇଥିବା ଅଭି-ଯୋଗ ଆଣିଛନ୍ତି ମହିଳା । ତେବେ ବର୍ତ୍ତମାନ ମହିଳା ଆ-ହତ ହୋଇ ଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ଥା-ନାରେ ଅଭିମନ୍ୟୁଙ୍କ ନାମରେ ଏକ ଲିଖିତ ଅଭି-ଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *