ପୁଣି କୋର୍ଟରେ ବର୍ଷା ଅନୁଭବ, ଇଂରାଜୀ ବୁଝିପାରିଲେନି ବର୍ଷା, ମୁଁ କିଛି ଭୁଲ୍ ପ୍ରଶ୍ନ ପଚାରିନି

ତୁଟୁନି ବର୍ଷା ଅନୁଭବଙ୍କ ପାରିବାରିକ ବି-ବାଦ । ଥମୁନି ବର୍ଷା ଅନୁଭବଙ୍କୁ ନେଇ ଚର୍ଚ୍ଚା । ହଁ ବି-ବାଦ କମୁନି କି ଚର୍ଚ୍ଚା ମଧ୍ୟ ଥମୁନି। ଏହାରି ଭିତରେ ବର୍ଷା ଅନୁଭବଙ୍କ କେଶରେ ବାହରୁନି ସମାଧାନ । କୋର୍ଟ ପରିସରରେ ବର୍ଷା ଅନୁଭବଙ୍କ ଓକିଲଙ୍କ ମଧ୍ୟରେ ଚାଲିଛି କାଦୁଅ ଫିଙ୍ଗା ଫିଙ୍ଗି । କାଲି ପାରିବାରିକ କୋର୍ଟରେ ହାଜର ହୋଇଥିଲେ ଓଡ଼ିଆ ଅଭିନେତ୍ରୀ ତଥା କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ।

ଏହି ସମୟରେ କୁଆଡେ ବର୍ଷା ଏବଂ ଅନୁଭବଙ୍କ ଓକିଲଙ୍କ ମଧ୍ୟରେ ଚାଲିଥିଲା କାଦୁଅ ଫିଙ୍ଗାଫିଙ୍ଗି । କୁଆଡେ ଅନୁଭବଙ୍କ ଓକିଲ ବର୍ଷାଙ୍କୁ ପଚାରିଥିଲେ ଅନେକ ଆପତ୍ତ ଜନକ ପ୍ରଶ୍ନ । କୁଆଡେ ଅନୁଭବଙ୍କ ଓକିଲଙ୍କୁ ଜଣା ନାହିଁ କିପରି ଶାଳୀନତାର ସହ ପ୍ରଶ୍ନ ପଚାରାଯାଏ । ବର୍ଷାଙ୍କ ଓକିଲଙ୍କ କହିବା କଥା ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଶାଳୀନତାର ସହ ପ୍ରଶ୍ନ ପଚାରିଲେ ନାହିଁ । ଜଣେ ମହିଳାଙ୍କୁ କେମିତି ଓ କିପରି ପ୍ରଶ୍ନ ପଚାରାଯିବା ଉଚିତ ତାହା କୁଆଡେ ଅନୁଭବଙ୍କ ଓକିଲଙ୍କୁ ଜଣା ନାହିଁ ।

ହେଲେ ବର୍ଷାଙ୍କ ଓକିଲ ଅନୁଭବଙ୍କ ଓକିଲଙ୍କ ନାମରେ ଏଭଳି ଅଭି-ଯୋଗ ଆଣିଥିବା ବେଳେ ଅନୁଭବଙ୍କ ଓକିଲ କିନ୍ତୁ ଏହାକୁ ହସରେ ଉଡାଇ ଦେଇଛନ୍ତି । ସେପଟେ ବର୍ଷାଙ୍କ ଓକିଲଙ୍କ କହିବା ଅନୁଯାୟୀ ଆଜି କୋର୍ଟରେ ଜେରା ଚାଲିଥିଲା । ବର୍ଷା ସଠିକ ସମୟରେ ଆସି କୋର୍ଟରେ ପହଞ୍ଚି ଥିଲେ ଅନୁଭବଙ୍କ ତରଫରୁ ଆସିଥିବା ଓକିଲ ବର୍ଷାଙ୍କୁ ସହଯୋଗ କରିଲେ ନାହିଁ ।

କାରଣ ପ୍ରଥମ ପର୍ଯ୍ୟାୟ ଜେରା ସମୟରେ ବର୍ଷା ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ । ଏହା ପରେ 3 ଟା ସମୟରେ ଦ୍ୱିତୀୟ ପର୍ଯ୍ୟାୟ ଜେରା ଆରମ୍ଭ ହୋଇଥିଲା ଆଉ ଏହି ସମୟରେ ଅନୁଭବଙ୍କ ଓକିଲ ବର୍ଷାଙ୍କୁ ସହଯୋଗ କରିଲେ ନାହିଁ । ଅନୁଭବଙ୍କ ଓକିଲ ବର୍ଷାଙ୍କୁ ପ୍ରଶ୍ନ ମାଧ୍ୟମରେ ଧମକେଇବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ବର୍ଷାଙ୍କ ଓକିଲ ଏହାକୁ ବି-ରୋଧ କରିଥିବା ବର୍ଷାଙ୍କ ଓକିଲ କହିଛନ୍ତି ।

କାରଣ ବର୍ଷା ଜଣେ ମହିଳା । ଜଣେ ମହିଳାଙ୍କୁ ଏଭଳି କ୍ରିମନାଲ ଙ୍କ ପରି ବ୍ୟବହାର କରିବା ଠିକ ନୁହେଁ ବୋଲି ବର୍ଷାଙ୍କ ଓକିଲ ବି-ରୋଧ କରି କହିଥିଲେ । ହେଲେ ଅନୁଭବଙ୍କ ଓକିଲଙ୍କ କହିବା କଥା ବର୍ଷାଙ୍କୁ ଜଣା ନାହିଁ ଇଂରାଜୀ ଭାଷା । ବର୍ଷା ଇଂରାଜୀ ବୁଝିବାରେ ଅସମର୍ଥ ଆଉ ଏହାରି ଭିତରେ କୋର୍ଟ ପରିସରରେ ବର୍ଷା ଅନୁଭବଙ୍କ ଓକିଲଙ୍କ ଭିତରେ ଚାଲିଥିଲା କାଦୁଅ ଫିଙ୍ଗାଫିଙ୍ଗି । ତେବେ କେବେ ତୁଟିବ ବର୍ଷା ଅନୁଭବଙ୍କ ପାରିବାରିକ ବି-ବାଦ । କାରଣ ବି-ବାଦ ତୁଟୁନି କି ସମସ୍ୟାର ସମାଧାନ ମଧ୍ୟ ହେଉନି । ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଥିବା ବେଳେ ଲୋକେ ଚାହାଁନ୍ତି ବର୍ଷା ଅନୁଭବ ପୁଣିଥରେ ଏକାଠି ହୋଇ ଯାଆନ୍ତୁ ।

ହେଲେ ବର୍ଷା ଅନୁଭବ କେବେ ଏକାଠି ହେବେ ସେନେଇ ଧୀରେ ଧୀରେ ଆଶା ମଉଳିବାରେ ଲାଗିଛି । କାରଣ ବର୍ଷା ଅନୁଭବଙ୍କ ପାରିବାରିକ ବି-ବାଦ ଥମିବାର ନାଁ ନେଉନି। ସାରା ଓଡିଶାବାସୀଙ୍କ ନଜର ବର୍ଷା ଅନୁଭବଙ୍କ ଉପରେ ଥିବା ବେଳେ ବର୍ଷା ଅନୁଭବଙ୍କ ବିବା-ଦରେ ବାହାରୁନି ସମାଧାନର ବାଟ । ତାରିଖ ପରେ ତାରିଖ ଆସୁଛି ହେଲେ ବି-ବାଦ ତୁଟିବାର ନାଁ ଧରୁନାହିଁ ।

Leave a Reply

Your email address will not be published. Required fields are marked *