ପୁରୀ ମନ୍ଦିର ଆଗରେ ଆଧୁନିକ ଗୀତରେ ନାଚିଲେ ଏହି ଝିଅ ଭାଇରଲ ହେଉଛି ଭିଡିଓ : ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ପ୍ରକାରର ଭିଡ଼ିଓ ଆସୁଅଛି । ଆଉ ସେଗୁଡିକ ମଧ୍ୟରୁ କିଛି ଶିକ୍ଷଣୀୟ , କେତେକ ମଜାଦାୟକ ଆଉ କେତେକ ଅଶା-ଳୀନ ଭିଡ଼ିଓ ଆସୁଛି । ତେବେ ଭାଇରାଲ ହୋଇଅଛି ଏକ ଭିଡ଼ିଓ , ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ମୁତାବିକ ପୁରୀ ମନ୍ଦିର ଆଗରେ ଆଧୁନିକ ଗୀତରେ ନୃତ୍ୟ କରିଥିଲେ ଯୁବତୀ ଆଉ ଏହାକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଛାଡି ଦେଇଥିଲେ ।

ତେବେ ଏହି ଯୁବତୀଙ୍କୁ ଅନେକ ଲୋକ ଟ୍ରୋଲ କରିବା ସହିତ ତାଙ୍କର ଅନେକ ମଜା ମଧ୍ୟ ଉଡାଇଥିଲେ । ଆଉ କିଛି ଲୋକ କହିଥିଲେ କି ଏହା ଜଗନ୍ନାଥ ସଂସ୍କୃତି ପ୍ରତି ଅତ୍ୟନ୍ତ ଅସମ୍ମାନ କଲା ଭଳି କାର୍ଯ୍ୟ ଅଟେ । ତେବେ ଯୁବତୀ ଜଣକ ଅନେକ ଆଧୁନିକ ଗୀତରେ ଭିଡ଼ିଓ କରିଥିଲେ ଆଉ ମନଭରି ସେହି ସ୍ଥାନରେ ଉପଭୋଗ କରିଥିଲେ । କିନ୍ତୁ ଯୁବତୀଙ୍କର ଏଭଳି କାର୍ଯ୍ୟ ତାଙ୍କୁ ବର୍ତ୍ତମାନ ସମୟରେ ମ-ହ-ଙ୍ଗା ପଡିଯାଇଛି । ଅନେକ ଲୋକ ତାଙ୍କୁ ଅନେକ କଥା କହିବାରେ ଲାଗିଛନ୍ତି ।

କିଛିଦିନ ପୂର୍ବରୁ ନବ ବିବାହିତ ଦମ୍ପତି ମଧ୍ୟ ସେହି ସ୍ଥାନରେ ଛିଡା ହୋଇ ଭିଡ଼ିଓ କରିଥିଲେ ଆଉ ଯାହା ମଧ୍ୟ ଟ୍ରୋଲର ଶି-କା-ର ହୋଇଥିଲା । ତେବେ ବର୍ତ୍ତମାନ ଯୁବତୀଙ୍କର ଏଭଳି ନାଚକୁ ବଜରଙ୍ଗ ଦଳ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବି-ରୋ-ଧ କରାଯାଇଛି । ଆଉ ସେମାନେ କହିଛନ୍ତି କି ମନ୍ଦିର ଅଞ୍ଚଳକୁ ପାର୍କ ଭଳି ଭାବିଲେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ଆଉ ଆମ ଓଡ଼ିଶାର ଏଐତିହ୍ୟ ମଧ୍ୟ ନ-ଷ୍ଟ ହୋଇ ହୋଇ ଯାଉଅଛି ।

ତେବେ ଅନ୍ୟପକ୍ଷରେ ଆଉ କିଛି ଲୋକ ଏହାକୁ ଦେଖି କହିଛନ୍ତି କି ଭିଡ଼ିଓରେ ଅତ୍ୟନ୍ତ ଭଲପାଇବା ପରିପୂର୍ଣ୍ଣ ହୋଇରହିଛି । ଏହା ଜଗନ୍ନାଥ ସଂସ୍କୃତି ପ୍ରତି କୌଣସି ହିଂସା ନୁହେଁ ବରଂ ପ୍ରେମ ଅଟେ । ଏହି ଭିଡ଼ିଓକୁ ଦେଖିବା ପରେ ରାଧାକୃଷ୍ଣଙ୍କର ପ୍ରେମ କାହାଣୀ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ତେବେ ବର୍ତ୍ତମାନ ସମୟରେ ପ୍ରଶ୍ନ ଉଠୁଛି ଏଭଳି ଭିଡ଼ିଓ କରିବା ପ୍ରକୃତରେ ସଠିକ ନା ଭୁଲ୍ । ଆଜିକାର ଯୁବପିଢ଼ି କିଛି ନ ବୁଝି ନ ସୁଝି ନିଜ ମନ ଅନୁଯାୟୀ କାର୍ଯ୍ୟ କରିବାରେ ଲାଗି ପଡୁଛନ୍ତି ।

Leave a Reply

Your email address will not be published. Required fields are marked *