ଗଛରେ ଝୁଲୁଛି ବସ , ଆପଣ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ : ଦେଖନ୍ତୁ ଭିଡିଓ

ଆପଣ ମାନେ ସମସ୍ତେ ଅନେକ ଦୁର୍ଘ-ଟଣା ବିଷୟରେ ଶୁଣିଥିବେ ଆଉ ଅନେକ ଦୁର୍ଘ-ଟଣା ଦେଖିଥିବେ । ତେବେ ଏହାଦ୍ବାରା ଅନେକ ଜନ ସାଧାରଣ କ୍ଷତିର ଶିକାର ହୋଇଥାନ୍ତି । ତେବେ ଆଉ କେତେକ ଅଳ୍ପକେ ବର୍ତ୍ତି ଯାଇଥାନ୍ତି ତ ଆଉ କେତେକ ସାଙ୍ଗେ ସାଙ୍ଗେ ଆରପାରିକୁ ଚାଲି ଯାଇଥାନ୍ତି । ତେବେ ପ୍ରତିଦିନ ଆମେ ସୋସିଆଲ ମିଡିଆରେ ଏଭଳି ଅନେକ ଭିଡ଼ିଓ ଦେଖୁଥିବା । କିନ୍ତୁ ଦୁର୍ଘ-ଟଣା ଏଭଳି ଏକ ପରିସ୍ଥିତି ଯାହାକୁ ଦେଖିବାପରେ ଆମ ଛାତି ଥରି ଉଠିଥାଏ ।

ସାଧାରଣତଃ ଅନେକ ଦୁର୍ଘ-ଟଣାରେ ଲୋକମାନେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଉପରେ ଆସନ୍ତୁ ଟିକିଏ ନଜର ପକାଇବା । ଆପଣ ସମସ୍ତେ ଭିଡ଼ିଓରେ ଦେଖିପାରିବେ କି , ଗୋଟିଏ ବସ୍ କିପରି ଦୁର୍ଘ-ଟଣା ଗ୍ରସ୍ତ ହୋଇ କେନାଲ ତଳକୁ ଖସି ପଡିଛି ଆଉ ଗଛ ଉପରେ ଝୁଲି ରହିଛି । ତେବେ ଏହି ଦୁର୍ଘ-ଟଣାଟି ଓଡ଼ିଶାରେ ଘଟିଅଛି ।

ସୂଚନା ମୁତାବିକ , ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଥାନା ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି । ବସ୍ ଭାରସ୍ୟାମ ହରାଇ ବସି ରାସ୍ତା ତଳକୁ ଖସି ପଡିଛି ଆଉ ଏକ ଗଛରେ ଝୁଲି ରହିଛି।  କିନ୍ତୁ ବସଟିର ଅନେକ କ୍ଷୟକ୍ଷତି ହୋଇଛି । ଏହାବ୍ୟତୀତ ସୌଭାଗ୍ୟର କଥା ଏହା ଯେ , ଏଥିରେ ଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପ୍ରାୟ ୫୦ ଜଣ ଯାତ୍ରୀ ଏହି ବସ ମଧ୍ୟରେ ଥିଲେ ।

ତେବେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି । ଆଉ ପୋଲିସକୁ ଫୋନ କରି ସେହି ସ୍ଥାନକୁ ଡକାଯାଇଛି । ଏହାବ୍ୟତୀତ ଉଦ୍ଧାର କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ତେବେ ଘଟଣା ସ୍ଥଳରେ ଉପସ୍ଥିତ ରହିଥିବା ଲୋକମାନେ ବସ୍ ର ଭିଡ଼ିଓ କରିଛନ୍ତି । ଏହି ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଲୋକେ ଏହାକୁ ଦେଖି ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଆଉ ଲୋକେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ କରିବାକୁ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *