ସୋସିଆଲ ମିଡିଆରେ ନିଶା ମହାରଣା କଲେ ବଡ ଖୋଳସା , କହିଲେ ବବି ମିଶ୍ରଙ୍କୁ ହେବି ବାହା

ସାରା ଓଡ଼ିଶାର ଘରେ ଘରେ ଚର୍ଚ୍ଚିତ ଅଭିନେତ୍ରୀ ତଥା ଘରେ ଘରେ ପରିଚିତ ଚେହେରା ହେଉଛି ନିଶା ମହାରଣାଙ୍କର । ତାଙ୍କୁ ସମସ୍ତେ ଜାଣିଛନ୍ତି । ନିଜକୁ ସେ ଓଡ଼ିଶାର ସନୀ ଲିଓନୀ ବୋଲି କହୁଥିବା କଥା ଆପଣ ସମସ୍ତେ ଜାଣିଥିବେ । କେବଳ ଯାତ୍ରାରେ ନୁହେଁ ବର୍ତ୍ତମାନ ଓଲିଉଡ଼ ଜଗତରେ ମଧ୍ୟ ତାଙ୍କର ଅନେକ ଚର୍ଚ୍ଚା । ଯାତ୍ରାରେ ସେ ଆଇଟମ ଗାର୍ଲ୍ ଭାବରେ କାମ କରନ୍ତି , ଆଉ ସେ ନିଜ ଦେହ ଦେଖାଇବା ପାଇଁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି ବୋଲି ଆପଣ ସମସ୍ତେ ଜାଣିଛନ୍ତି । ଅନେକ ଥର ସେ ଏଥିପାଇଁ ବିବା-ଦର ସମ୍ମୁଖୀନ ମଧ୍ୟ ହୋଇଛନ୍ତି ।

ତଥାପି କାହାକୁ ସେ ଭ-ୟ କରନ୍ତି ନାହିଁ । ସଦାବେଳେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରି କହିଥାନ୍ତି । କେବଳ ଏସବୁ କାମରେ ନୁହେଁ , ଅନ୍ୟର ଦୁଃ-ଖ ସମୟରେ ମଧ୍ୟ ଆଗକୁ ଆସି ଛିଡା ହୋଇଥାନ୍ତି ସେ ଆଉ ସାହାଯ୍ୟ ପାଇଁ ଆଗେଇ ଆସିଥାନ୍ତି । ସବୁ କଥା ବୁଝାବୁଝି କରିବେ ବୋଲି ସେ କଥା ଦେଇଥାନ୍ତି ଆଉ ପରିବାରକୁ ମଧ୍ୟ ବୁଝାଇଥାନ୍ତି ସେ । ତେଣୁ ଅନେକ ଲୋକ ତାଙ୍କୁ ଘୃଣା କରିବା ସହିତ ଆହୁରି ଅନେକ ଲୋକ ଅଛନ୍ତି , ଯେଉଁ ମାନେ ତାଙ୍କୁ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ପୁଣିଥରେ ନିଜର ଏପରି କିଛି କଥା ପାଇଁ ଚର୍ଚ୍ଚାରେ ରହିଛନ୍ତି ନିଶା ମହାରଣା । ତେବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଛାଡି ସେ ଏପରି କିଛି କଥା କହିଛନ୍ତି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଏଥର ସେ ଜଣେ ଓଲିଉଡ୍ ଅଭିନେତାଙ୍କ ଉପରେ ଫୋକସ୍ କରିଛନ୍ତି । ଆଉ ସେ ହେଉଛନ୍ତି ବବି ମିଶ୍ର । ଏକଦା ବବି ମିଶ୍ର ଏକ ସାକ୍ଷାତକାରରେ କହିଥିଲେ କି , ତାଙ୍କର ଛା-ଡ଼ପ-ତ୍ର ହେବା ପରେ ସେ ଆଉ ଥରେ ବିବାହ କରିବାକୁ ଚାହୁଁଛନ୍ତି ଆଉ ଏଥିପାଇଁ ସେ ଝିଅ ମଧ୍ୟ ଖୋଜିବାରେ ଲାଗି ପଡିଛନ୍ତି । କିନ୍ତୁ କୌଣସି ବି ଝିଅ ସେ ପାଉ ନାହାଁନ୍ତି ।

ତେଣୁ କରି ତାଙ୍କୁ ଝିଅର ଆବଶ୍ୟକତା ରହିଛି । ତେବେ ଏହି ବାବଦରେ ମୁଁହ ଖୋଲି କରି କହିଛନ୍ତି ନିଶା ମହାରଣା । ସେ କହିଛନ୍ତି କି , ଓଲିଉଡ଼ ଜଗତର ଜଣେ ଏତେ ବଡ ଅଭିନେତାଙ୍କୁ ସେ ନିଜ ହାତରୁ ଯିବାକୁ ଦେବେ ନାହିଁ । ସେ ପୁରାପୁରି ଲାଳେ-ଇକି ଅଛନ୍ତି ବୋଲି କହିଛନ୍ତି । ଯିଏ ବବି ମିଶ୍ରଙ୍କୁ ବାହା ହୁଅନ୍ତୁ କି ନ ହୁଅନ୍ତୁ , ସେ ତାଙ୍କୁ ବିବାହ କରିବା ପାଇଁ ପୁରାପୁରି ପ୍ରସ୍ତୁତ ଅଛନ୍ତି । ତେଣୁ କରି ବବି ମିଶ୍ରଙ୍କୁ ବିବାହ କରିବା ପାଇଁ ନିଶ୍ଚିତ ଭାବରେ ପ୍ରସ୍ତାବ ପକାଇବେ ଆଉ ଯଦି ବବି ମିଶ୍ର ବିବାହ କରିବା ପାଇଁ ରାଜି ହୋଇଗଲେ , ତେବେ ସେ ତାଙ୍କୁ ନିହାତି ଭାବରେ ବାହା ହୋଇଯିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *