ମୋ ଡ୍ୟାନ୍ସ ଦେଖି ତାଙ୍କ ସ୍ୱାମୀ ମୋ ପ୍ରତି ଆଟ୍ରାକଟିଭ ହୋଇପଡିଥିଲେ

ଅନେକ ଦିନ ପୂର୍ବରୁ ବିବାଦ ଉଠିଥିଲା ଆଉ ସେଥିପାଇଁ ଜଣେ ଯାତ୍ରା ଅଭିନେତ୍ରୀ ତଥା ଆଇଟମ ଗାର୍ଲ୍ ରାଣୀ ପ୍ରିୟଦର୍ଶିନୀ ସାହୁଙ୍କ ଉପରେ ଆଙ୍ଗୁଠି ଉଠା ଯାଇଥିଲା । ତାଙ୍କ ଉପରକୁ ଜୋତା ମା-ଡ଼ ହୋଇଥିଲା ଆଉ ଏହି କଥା ସେ ସମୟରେ ଚାରିଆଡ଼େ ଚହଳ ପକାଇ ଦେଇଥିଲା । ଜଣେ ମହିଳା ଯାତ୍ରା ଷ୍ଟେଜ ଉପରକୁ ଜୋତା ମା-ଡ଼ କରିଥିଲେ , ଯେତେବେଳେ ରାଣୀ ଷ୍ଟେଜ ଉପରେ ଆଇଟମ ନୃତ୍ୟ କରୁଥିଲେ ।

ତେବେ ସେହି ସମୟରେ ଏହି କଥା ପାଇଁ ଜୋରଦାର ଝଗ-ଡା ଦେଖିବାକୁ ମିଳିଥିଲା । ଆଉ ସେତେବେଳେ ରାଣୀ କହିଥିଲେ କି , ନିଜ ସ୍ବାମୀଙ୍କୁ ଆୟତ୍ତରେ ରଖିବା ଦରକାର୍ , ଆମକୁ ନିୟନ୍ତ୍ରଣରେ ରଖିବା ପାଇଁ କାହାର କିଛି ଅଧିକାର ନାହିଁ । ସେ ନିଜ ପେଶା ଅନୁଯାୟୀ କାମ କରୁଛନ୍ତି , ତେଣୁ ଏଥିରେ କିଛି ଭୁଲ ନାହିଁ ।

ତେବେ ଅନେକ ଦିନ ପୂର୍ବରୁ ଯାହା ହୋଇଥିଲା ଆଉ ଯେଉଁ କଥା ପାଇଁ ବି-ବାଦ ଦେଖା ଯାଇଥିଲା , ସେହି କଥା ପୁଣିଥରେ ସାମ୍ନାକୁ ଆସିଛି । କିଛି ଦିନ ପରେ ଖଣ୍ଡଗିରି ଯାତ୍ରା ହେବାକୁ ଯାଉଛି , ତେବେ ସେଠାରେ ଆଇଟମ ଗାର୍ଲ୍ ରାଣୀ ଙ୍କ ନୃତ୍ୟୁକୁ ବାରଣ କରାଯାଇଛି । ଆଉ ସେଥିପାଇଁ ପୁରାପୁରି ରା-ଗରେ ନି-ଆଁ ହୋଇ ଯାଇଛନ୍ତି ରାଣୀ ।

ନିଜ ମନର ସବୁ କଥାକୁ ସେ ଗଣମାଧ୍ୟମ ଆଗରେ ଖୋଲି କରି କହିଛନ୍ତି । ତାଙ୍କ କହିବା ଅନୁଯାୟୀ , ଯେତେବେଳେ ଓଡ଼ିଶାରେ କେହି ଏପରି ନାଚ କରୁଛି , ତାକୁ ଆଇଟମ ନୃତ୍ୟ ବୋଲି କୁହାଯାଉଛି କିନ୍ତୁ ବାହାରୁ ହିରୋଇନ୍ ମାନଙ୍କୁ ଆଣି ନଚାଇଲେ ତାହା ଠିକ୍ ଅଛି , ସେଥିରେ କିଛି ଅସୁବିଧା ନାହିଁ । ସେମାନେ ନିଜର ଅଙ୍ଗ ପ୍ରଦର୍ଶନ କଲେ , ସେଇଟା ଠିକ୍ ଅଛି ।

ନିଜ ପାଇଁ ରାଣୀ ବର୍ତ୍ତମାନ ସମୟରେ ମୁଁହ ଖୋଲିଛନ୍ତି ଆଉ କହିଛନ୍ତି କି , ତାଙ୍କୁ ହଇରାଣ କରିବା ପାଇଁ ପୂର୍ବରୁ ଯୋଜନା କରାଯାଇଛି । ସେ ଯେପରି ଫସି ଯିବେ ଆଉ ଚୁପ୍ କରି ବସି ପଡ଼ିବେ , ସେଥିପାଇଁ ସବୁ ଯୋଜନା ଚାଲିଛି । ତାଙ୍କର ପେଶା ହିଁ ଯାତ୍ରା କରିବା ଆଉ ଯାତ୍ରାରେ ଆଇଟମ ଗାର୍ଲ୍ ଭାବରେ ନାଚିବା , ତେଣୁ ଏଥିରେ କିଛି ଅସୁବିଧା ନାହିଁ ।

କେବଳ ଯାତ୍ରାରେ ଏସବୁ କଲେ ଭୁଲ କିନ୍ତୁ ଯେତେବେଳେ ଓଲିଉଡ ଫିଲ୍ମ ଯେଉଁ କି ବଲିଉଡ୍ ଫିଲ୍ମ ସେଥିରେ କଲେ ଠିକ୍ । ଥରେ ଲୋକ ମାନେ ଏଥିପାଇଁ ମୁହଁ ଖୋଲନ୍ତୁ ଆଉ କୁହନ୍ତୁ ଅସୁବିଧା କେଉଁଠି ରହିଲା । କାହିଁକି ସେମାନେ ତାଙ୍କୁ ଯାତ୍ରା କରିବା ପାଇଁ ବାରଣ କରିବାରେ ଲାଗିଛନ୍ତି । ବିନା ଆଇଟମ ଗୀତରେ ମେଲୋଡି ର ମଜା ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ତେଣୁ ଆଇଟମ ନୃତ୍ୟ କରିବା ନିହାତି ଜରୁରୀ , ନଚେତ୍ ଯାତ୍ରାର ବି କିଛି ମୂଲ୍ୟ ରହିବ ନାହିଁ । ସବୁ କିଛି ଏପଟ ସେପଟ ହୋଇଯିବ । ତେଣୁ କାହିଁକି ଲୋକେ ଯାତ୍ରାରେ ଆଇଟମ ନୃତ୍ୟକୁ ମନା କରୁଛନ୍ତି , ତାହା ବିଷୟରେ ତାଙ୍କ ସାମ୍ନାରେ କୁହନ୍ତୁ । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଏଇଟା ଓଡ଼ିଶା ଆଉ ଏଇଠି ସେ ଯାହା ବି କରୁଛନ୍ତି , ସବୁ ସୀମା ମଧ୍ୟରେ ରହି କରୁଛନ୍ତି ।

ସେ ଆଦୌ ପୋଷାକ ଖୋଲି ଦେଇ ନୃତ୍ୟ କରୁ ନାହାଁନ୍ତି । ଆଉ ସେ ଆଗକୁ ମଧ୍ୟ ନିଜ ନିୟନ୍ତ୍ରଣରେ ରହିବେ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି , ଯେଉଁ ମହିଳା ତାଙ୍କ ଉପରକୁ ଜୋତା ମା-ଡ଼ କରିଥିଲେ ତାଙ୍କ ସ୍ଵାମୀ ବୋଧ ହୁଏ ମୋ ଉପରେ ଆକର୍ଷିତ ହୋଇ ଯାଇଥିବେ , ତେଣୁ ସେ ଏପରି କା-ଣ୍ଡ କରିଲେ ।

Leave a Reply

Your email address will not be published. Required fields are marked *