ଏମିତି ଜଙ୍ଗଲକୁ ଆଣିଥିଲେ ମୃତଦେହ । ଖାଲି ସ୍ତ୍ରୀ ନୁହେଁ , ସ୍ତ୍ରୀ ସହ ଅଛନ୍ତି ଆହୁରି ୩ଜଣ

ଓଡ଼ିଆ ଚଳଚ୍ଚିତ୍ରର ଅଭିନେତ୍ରୀଙ୍କ ଆଗରେ ଫିକା ପଡ଼ିଯିବ ଜଣେ ସାଧାରଣ ସ୍ତ୍ରୀର ଅଭିନୟ। ଯିଏକି ନିଜ ସ୍ୱାମୀକି ମାରି ଏମିତି ଅଭିନୟ କରୁଛନ୍ତି ସାଧାରଣ ଲୋକ କଣ ପୋ-ଲିସ୍ ମଧ୍ୟ ତାଙ୍କୁ ସନ୍ଦେହ କରିବନି । ସ୍ବାମୀ ଦେହରେ ଟିକେ ଧୂଳି ପକେଇ ନଥିଲି କହି କହି ସ୍ୱାମୀକୁ ବ-ଳି ପକେଇ ଦେଇଛି ସ୍ତ୍ରୀ। ହଁ ଆଜ୍ଞା ଏମିତି ଏକ ଜ-ଘନ୍ୟ ହ-ତ୍ୟାକା-ଣ୍ଡ ଘଟିଛି ନୟାଗଡ଼ ଜିଲ୍ଲାରେ।

ଗତ କାଲି ନାଚୁଣୀ ଥା-ନା ନିକଟ ହରିପୁର ଜଙ୍ଗଲ ଭିତରୁ ନାଚୁଣୀ ପୋ-ଲିସ୍ ଗୋଟେ ବଡ଼ ଟ୍ରଲି ବ୍ୟାଗ୍ ପାଇଲେ। ଆଉ ସେ ଟ୍ରଲି ବ୍ୟାଗ୍ ଭିତରୁ ବାହାରିଲା ନୟାଗଡ଼ ଜିଲ୍ଲା ରଣପୁର ଥା-ନା ଅନ୍ତର୍ଗତ ବଲଭଦ୍ର ଅଞ୍ଚଳ ଲଖାପଡ଼ା ଗାଆଁ ର ମନୋଜ ମହାପାତ୍ରଙ୍କ ମୃ-ତ ଦେହ। ତା ପରେ ପୋ-ଲିସ୍ ଯେତେବେଳେ ଏ ବିଷୟର ତାଙ୍କ ଘରେ ସୂଚନା ଦେଲେ ସେତେବେଳେ ତାଙ୍କ ସ୍ତ୍ରୀ କା-ନ୍ଦି କା-ନ୍ଦି ଗଡ଼ିଗଲେ। କିନ୍ତୁ ତାଙ୍କ ରେ ସେ କା-ନ୍ଦ କୁମ୍ଭୀର କା-ନ୍ଦଣା ଥିଲା ବୋଲି ପୋ-ଲିସ ଜାଣି ସାରିଥିଲା।

ସେ କା-ନ୍ଦି କା-ନ୍ଦି କହୁଥିଲେ ୮ ବର୍ଷ ହେଲା ଭଲ ପାଇ ଆମେ ବାହା ହେଇଥିଲୁ। ମୋ ଧନ ଉପରେ ଟିକେ ଧୂଳି ପଡ଼ିବାକୁ ମୁଁ ଦେଇ ନଥିଲି କିଏ ମୋ ଧନକୁ ମା-ରିଦେଲା ମୁଁ ଜାଣି ପାରୁନି। ତାଙ୍କର ବହୁତ୍ ଶ-ତ୍ରୁ ଅଛନ୍ତି କିଏ ମା-ରିଦେଲା କେଜାଣି। ମନୋଜ ଜଣେ ସମାଜ ସେବୀ ସେ ନିଜ ୟୁଟ୍ୟୁବ୍ ରେ ସବୁ ପ୍ରକର ଖବର କୁହନ୍ତି ଏବଂ ଇଟା ତିଆରି ମେସିନ୍ କାମ କରନ୍ତି।

ମନୋଜଙ୍କ ମୃ-ତ ଦେହ ମିଳିବା ପରେ ପୋ-ଲିସ୍ ଘଟ-ଣାର ତ-ଦନ୍ତ ଆରମ୍ଭ କରି ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ, ଶଳା ଏବଂ ଆଉ ଜଣେ ଯୁବକ ମିଶି ଗୋଟେ ଦୋକାନ ରୁ ଟ୍ରାଲି ବ୍ୟାଗ୍ କିଣି ମନୋଜଙ୍କୁ ମାରି ଜଙ୍ଗଲରେ ପକେଇ ଦେଇଛନ୍ତି। ଏପଟେ ଘରେ ବସି କୁମ୍ଭୀର କାନ୍ଦଣା କା-ନ୍ଦୁଛନ୍ତି ଯେମିତି କେହି ସ-ନ୍ଦେହ କରିବେନି। ଏବେ ପୋ-ଲିସ୍ ଘଟ-ଣାର ଅଧିକ ତଦ-ନ୍ତ ଆରମ୍ଭ କରିବା ସହିତ ମନୋଜଙ୍କ ଘର ଲୋକଙ୍କୁ ପଚ-ରା ଉ-ଚରା କରୁଛି।

Leave a Reply

Your email address will not be published. Required fields are marked *