୮ ବର୍ଷହେବ ନିର୍ଯା-ତନା ସହି ନିଜକୁ ସତୀ ସାବିତ୍ରୀ ପ୍ରମାଣ କରିବାକୁ ଚାହୁଁଥିଲେ କଣ ଶ୍ରୀୟା

ଆଠ ବର୍ଷ ମୁଁ ନିର୍ଯ୍ୟା-ତନା ଦେଲି ହେଲେ ମୋ ସ୍ତ୍ରୀ ଏତେ ମହାନ ଯେ ହସି ହସି ସହିଗଲେ । ଆଉ ଆଠ ବର୍ଷ ପରେ ମୁଁ ନିର୍ଯା-ତନା ଦେଉଥିବା ଅଭି-ଯୋଗ ଆଣିଲେ । ପତ୍ନୀ ଶ୍ରେୟା ମିଶ୍ର ହ୍ୟୁମାନ ସାଗରଙ୍କ ନାମରେ ଅଭି-ଯୋଗ ଆଣିବା ପରେ ଗତ କାଲି ସମାଧାନ ହେବାର ଥିଲା । ହେଲେ କିନ୍ତୁ ଘଟ-ଣାର ସମାଧାନ ପାଇଁ ହ୍ୟୁମାନ ଥାନାକୁ ଯିବାକୁ ପ୍ରସ୍ତୁତ ଥିବା ବେଳେ ଶ୍ରେୟା ଏକ ଜରୁରୀ କାର୍ଯ୍ୟରେ ଥା-ନାକୁ ଆସି ପାରିବେ ନାହିଁ ବୋଲି ମନା କରିଥିଲେ ଆଉ ସେଥିପାଇଁ ଶ୍ରେୟା ୩୦ ତାରିଖରେ ଆସିବେ ବୋଲି କହିଥିଲେ

ଆଉ ଏହାରି ଭିତରେ ହ୍ୟୁମାନ ସାଗରଙ୍କ କହିବା କଥା ଆଜି ଶ୍ରେୟା ଅଭି-ଯୋଗ କରୁଛନ୍ତି ହେଲେ ଆଠ ବର୍ଷ ହେଲାଣି କାହିଁକି ଓ କଣ ପାଇଁ ଚୁପ ଥିଲେ । ଆଠ ବର୍ଷ କାଳ ନିର୍ଯ୍ୟା-ତନା ଦେଲି ଥରେ ହେଲେ ଆଠ ବର୍ଷ ଭିତରେ ମୋ ସ୍ତ୍ରୀ ମୋ ବିରୋ-ଧରେ ପାଟି ଫିଟେଇଲେ ନାହିଁ । ଆଉ ଏତେ ସାରା ଅଭି-ଯୋଗ ଏକା ଥରେ ମନରେ ଧରି ମି-ଛ ସତ ଯୋଡି ମୋ ନାଁରେ ଅଭି-ଯୋଗର ଲମ୍ବା ଫର୍ଦ୍ଦ ଯୋଡି ପକାଉଛନ୍ତି ।

ଥରେ ଶ୍ରେୟା ଭାବିଲେନି ମୁଁ ଆଠ ବର୍ଷ ତାଙ୍କୁ କେତେ ଭଲ ପାଇଥିଲି । ତାଙ୍କ ହାତକୁ ମୋ ଘରର ସବୁ ଦାୟିତ୍ବ ଟେକି ଦେଇଥିଲି । ତାଙ୍କ ହାତରେ ମୋ ଟଙ୍କା ପଇସା ପାଖରୁ ଆରମ୍ଭ କରି ସବୁକିଛି ରହୁଥିଲା । ମୁଁ ଜାଗା ମୋ ନାଁରେ ନ କିଣି ଶ୍ରେୟାଙ୍କ ନାମରେ କିଣିଥିଲି ମୁଁ ଗାଡି ମୋ ନାଁରେ ନ କିଣି ଶ୍ରେୟାଙ୍କ ନାମରେ କିଣିଥିଲି ଏ ଭଲ ପାଇବା କଣ ସବୁ ମୋର ମିଛ ଥିଲା ? କଣ ମୁଁ ଆଠ ବର୍ଷ କାଳ ତାଙ୍କୁ ଭଲ ନ ପାଇ କେବଳ ନିର୍ଯ୍ୟା-ତନା ଦେଉଥିଲି । ସତ କହିବାକୁ ଗଲେ ମୋ ଘରର ସବୁ ଟଙ୍କା ପଇସା ମଧ୍ୟ ଶ୍ରେୟାଙ୍କ ହାତରେ ରହୁଥିଲା ।

କାରଣ ମୁ ତାଙ୍କୁ ସେତିକି ଭଲ ପାଉଥିଲି ଆଉ ତାଙ୍କୁ ସେତିକି ବିଶ୍ୱାସ କରୁଥିଲି । ହେଲେ ଆଠ ବର୍ଷ ଭିତରେ ଶ୍ରେୟା ମୋ ନାଁରେ ଥରୁଟିଏ ଅଭି-ଯୋଗ କଲେ ନାହିଁ । ଆଉ ଆଜି ଏକାବେଳେ ଏତେ ସାରା ଅଭି-ଯୋଗ ଆଣିଛନ୍ତି । ଆକୁ ଶୁଣିଲେ ସତରେ ମୋର ବହୁତ ମନ ଦୁଃ-ଖ ହେଉଛି । ସେ ଅଭି-ଯୋଗ ଆଣିଛନ୍ତି ମୁଁ ବା କଣ କରି ପାରିବି ହେଲେ ଏହା ମତେ କଷ୍ଟ ଦେଉଛି । ମୋ ଆଗରେ ମିଡିଆ ଵାଲା ଆସି ଛିଡା ହେଉଛନ୍ତି ମୋ ପାରିବାରିକ କ-ଳି ଦାଣ୍ଡରେ ପଡି ହାଟରେ ଗଡୁଛି ଏ କଣ କେବେ କାହାକୁ ଭଲ ଲାଗିବ ବୋଲି ହ୍ୟୁମାନ କହିଛନ୍ତି ।

ସେପଟେ ଶ୍ରେୟା ଏକ ଗୁରୁତ୍ୱପୂର୍ଣ୍ଣ ଅଭି-ଯୋଗ ଆଣିଛନ୍ତି ହେଲେ ସତ କହିବାକୁ ଗଲେ ମୋର ସେମିତି କେହି ନାହାଁନ୍ତି । ମୋ ପରିବାର କହିଲେ ମୋ ସ୍ତ୍ରୀ ମୋ ମା ଆଉ ମୋ ଝିଅ ଏହି ତିନିଜଣଙ୍କୁ ନେଇ ମୋ ପରିବାର ବେଶ ହସ ଖୁସିରେ ଚାଲିଥିଲା ହେଲେ ମୋର ବୟସ ନାହିଁ ଆଉ କୋଉ ଯୁବତୀଙ୍କ ସହ ନସର ପସର ହେବା ପାଇଁ । ମୋର ଆଉ ବୟସ ନାହିଁ ଆଉ କୋଉ ଯୁବତୀଙ୍କୁ ପ୍ରେମ କରିବା ପାଇଁ ।

ମୁଁ ଯେହେତୁ ଜଣେ ପବ୍ଲିକ ଫିଗର ତେଣୁ ମୋର ବହୁତ ସାରା ବନ୍ଧୁ ଅଛନ୍ତି ଯିଏ ମତେ କଲ କରନ୍ତି ତା ମାନେ ନୁହେଁ ସେମାନେ ମୋ ପରିବାର ଭାଙ୍ଗୁଛନ୍ତି । ମୁଁ ନିଜେ ଠିକ ଅଛି ମୋ ପରିବାର କାହିଁକି କେହି ଭାଙ୍ଗିବେ । ମୁଁ ଛୋଟ ପିଲା ନୁହେଁ କେହି ତୃତୀୟ ଜଣଙ୍କ ପାଇଁ ମୁଁ ମୋ ସ୍ତ୍ରୀ ପିଲାଙ୍କୁ ଅବହେଳା କରିବି । ମୁଁ ମୋ ସ୍ତ୍ରୀ ଙ୍କୁ ପ୍ରେମ ବିବାହ କରିଥିଲି ତେଣୁ ତାଙ୍କୁ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରିଛି ।

ମୁଁ ମୋ ଝିଅକୁ ବହୁତ ଭଲ ପାଏ ଯାହା ଆପଣ ମୋ ଭିଡ଼ିଓରେ ମଧ୍ୟ ଦେଖି ପାରିବେ । ମୁଁ ମୋ ପତ୍ନୀଙ୍କୁ ମଧ୍ୟ ବହୁତ ଭଲ ପାଏ । ଆଉ ମୁଁ ମୋ ମାଙ୍କୁ ଯେତିକି ଭଲ ପାଏ ମୋ ଶାଶୁଙ୍କୁ ମଧ୍ୟ ସେତିକି ଭଲ ପାଏ । ମୋ ଶାଶୁ ମୋ ମା ଭଳି ତେଣୁ ମୁଁ ତାଙ୍କ ବିଷୟରେ କିଛି କହି ପାରିବି ନାହିଁ । ମୁଁ ତାଙ୍କୁ ଭକ୍ତି କରେ ମୁଁ ତାଙ୍କୁ ସମ୍ମାନ ଦିଏ ।

ଏମିତି କିଛି ହ୍ୟୁମାନ ଗଣମାଧ୍ୟମରେ ପ୍ରକାଶ କରିଥିବା ବେଳେ ଏବେ କେବଳ ଦେଖିବାକୁ ବାକି ରହିଲା ଆଗକୁ ଏହି ଘ-ଟଣା କେଉଁ ମୋଡ଼ ନେବ । ଆଗକୁ ଏହି ଘଟ-ଣାରେ କେଉଁ ନୂଆ ମୋଡ଼ ସାମ୍ନାକୁ ଆସିବ । ହ୍ୟୁମାନ ଓ ତାଙ୍କ ପତ୍ନୀ ୩୦ ରେ ମିଶିବେ ନା ବିବାଦ ଆହୁରି ଉଗ୍ର ରୂପ ନେବ । ତାହା କେବଳ ସମୟ କହିବ।

Leave a Reply

Your email address will not be published. Required fields are marked *