ଲି-ଙ୍ଗ ପରିବର୍ତ୍ତନ କଲେ ମାଆ ହୋଇପାରିବେ ନାହିଁ , ଏପରି କହିଲେ କି-ନ୍ନର

ଆଜିର ସମାଜର ଲି-ଙ୍ଗ ପରିବର୍ତ୍ତନ କରିବା ସାଧାରଣ କଥା ହୋଇଗଲାଣି । ଲୋକ ମାନେ ଲି-ଙ୍ଗ ପରିବର୍ତନ କରିବାକୁ ଭଲ ପାଉଛନ୍ତି ଆଉ ପରିବର୍ତ୍ତନ କରି ମଧ୍ୟ ଅନେକ ଖୁସି ପାଉଛନ୍ତି । ଅନେକ ଝିଅ ଚାହିଁଥାନ୍ତି , ସେମାନେ ପୁଅ ହୋଇଯିବେ ଆଉ କିଛି ପୁଅ ବି ଝିଅ ହେବାକୁ ଚାହିଁ ଥାଆନ୍ତି। ତେବେ ଏପରି କ୍ଷେତ୍ରରେ ସେମାନେ ଲି-ଙ୍ଗ ପରିବର୍ତ୍ତନ କରିବା ଠିକ ବୋଲି ଭାବି ନେଇଥାନ୍ତି । ତେବେ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଖବର ସାମ୍ନାକୁ ଆସିଥିଲା ।

ତେବେ ସୂଚନା ଅନୁଯାୟୀ , ନିଜ ପ୍ରେମୀକାଙ୍କୁ ବିବାହ କରିବା ପାଇଁ ଜଣେ ମହିଳା ନିଜ ଲି-ଙ୍ଗ ପରିବର୍ତ୍ତନ କରି ଦେଇଥିଲେ ।ଆଉ ଏହାପରେ ବିବାହ କରିଥିଲେ । ଦୀର୍ଘ ବର୍ଷରେ ପ୍ରଚେଷ୍ଟା ଆଉ ନିଜ ପ୍ରେମୀକାଙ୍କ ସାଥ ପାଇଁ ମହିଳା ଜଣକ ଲି-ଙ୍ଗ ପରିବର୍ତ୍ତନ କରିଥିଲେ । ଏହାପରେ ତାଙ୍କ ଘର ଲୋକଙ୍କୁ ମନେଇ ନେଇଥିଲେ । ସେମାନଙ୍କ ଘର ଲୋକ ମଧ୍ୟ ବିବାହ ପାଇଁ ମାନି ଯାଇଥିଲେ । ଅନ୍ୟ ପକ୍ଷରେ ବିବାହ କରିଥିବା ମହିଳା ଜଣକ କହିଥିଲେ , ଲି-ଙ୍ଗ ପରିବର୍ତ୍ତନ ନ କରିଥିଲେ ମଧ୍ୟ ବିବାହ କରିଥାନ୍ତେ ।

ବର୍ତ୍ତମାନ ଏହି କଥାକୁ ନେଇ ଜଣେ କି-ନ୍ନର କହିଛନ୍ତି ଯେ , ଲି-ଙ୍ଗ ପରିବର୍ତ୍ତନ କରିଦେଲେ କେହି ମାଆ ହୋଇ ଯାଆନ୍ତି ନାହିଁ । ଲି-ଙ୍ଗ ପରିବର୍ତ୍ତନ କରିବା ପରେ ଝିଅଟିଏ ପୁଅ ହୋଇ ଯାଏ କିମ୍ବା ପୁଅଟିଏ ଝିଅ ହୋଇଯାଏ ସତ କିନ୍ତୁ ଶାରୀ-ରିକ ସଂ-ପର୍କ ରଖିବାର କ୍ଷମତା ତା ପାଖରେ ନଥାଏ । ଅର୍ଥାତ୍ ସେ ପିଲା ଜନ୍ମ କରି ପାରେ ନାହିଁ । ନଚେତ୍ ଏ ଦୁନିଆଁରେ ମାଆ ଶବ୍ଦ ଆଉ ନଥାନ୍ତା । ତେବେ ଏହାପରେ ସେ କହିଥିଲେ କି , କି-ନ୍ନର ମାନେ ମଧ୍ୟ ଲି-ଙ୍ଗ ସ-ର୍ଜରୀ କରିଥାନ୍ତି କିନ୍ତୁ ସେମାନେ କେବେ ମାଆ ହୋଇପାରନ୍ତି ନାହିଁ ।

ଯେତେ ଲି-ଙ୍ଗ ପରିବର୍ତ୍ତନ କଲେ କଣ ହେବ , ମାଆ ମାଆ ହୋଇଥାଏ । ତାର ଜାଗା କେହି ନେଇ ପାରନ୍ତି ନାହିଁ । କି-ନ୍ନର ମାନେ ଯଶୋଦା ହୋଇ ଲାଳନ ପାଳନ କରି ପାରିବେ କିନ୍ତୁ ଦେବକୀ ହୋଇ ପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି କି , ତାଙ୍କର ମଧ୍ୟ ପ୍ରେମିକ ଅଛନ୍ତି ଆଉ ସେ ଯାହାକୁ ବହୁତ ଭଲ ପାଆନ୍ତି କିନ୍ତୁ ତାଙ୍କ ସହିତ ବିବାହ କରିବେ କି ନାହିଁ ଜାଣି ନାହାଁନ୍ତି । କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ସେ ରହିବେ ତାଙ୍କ ସହିତ ଖୁସିରେ ରହିବେ । ତେବେ ତାଙ୍କ ପରିବାର ଲୋକଙ୍କ ଅନୁମତି ମଧ୍ୟ ତାଙ୍କୁ ମିଳି ଯାଇଛି ।

Leave a Reply

Your email address will not be published. Required fields are marked *