ମୋବାଇଲ ଦେବି କହି ନାବା-ଳିକା ସହିତ ଶାରୀ-ରିକ ସ-ମ୍ପର୍କ ରଖିଲେ , ଗର୍ଭ-ବତି କରାଇ ଦେଇ ଚ-ମ୍ପଟ ମା-ରିଲେ ସରପଞ୍ଚଙ୍କ ସ୍ଵାମୀ

ଛୋଟ ବୟସରେ କିଛି ବୁଝୁ ନଥିବା ଯୁବକ ଯୁବତୀ ମାନେ ଆଜିର ସମୟରେ ଅନେକ ଖରାପ କାମ କରି ବସୁଛନ୍ତି । ଯାହା ସମାଜ ପାଇଁ ଅତ୍ୟନ୍ତ ଲ-ଜ୍ଜାର ବିଷୟ ଅଟେ । ତେବେ ଏପରି କିଛି ଘଟ-ଣାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି । ଲୋଭ ଦେଖାଇଲେ ଆଉ ଇ-ଜ୍ଜତ ଲୁ-ଟିଲେ । ଆଉ ତା ପରେ ଫେ-ରାର ହୋଇଗଲେ ସରପଂଚଙ୍କ ସ୍ଵାମୀ । ପରିଣତ ବୟସରେ ମଧ୍ୟ ଜଣେ ନାବା-ଳିକା ସହିତ ଏପରି କାମ କରିବାକୁ ତାଙ୍କୁ ଖରାପ ଲାଗିଲା ନାହିଁ ।

ମୋବାଇଲ ଦେବାର ଲୋଭ ଦେଖାଇ ଥିଲେ ଆଉ ସେହି ଲୋଭରେ ଉବୁଡୁବୁ ହେଉଥିଲେ ଯୁବତୀ । ଭାବିଥିଲେ ମୋବାଇଲ ପାଇଯିବେ କିନ୍ତୁ ସବୁକିଛି ସରିଗଲା । ମାତ୍ର ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ପେଟରେ ନେଇ ବୁଲୁଛନ୍ତି ପାଞ୍ଚ ମାସର ସନ୍ତାନ । ନିଜେ ଦୁନିଆଁକୁ ଭଲ ଭାବରେ ଦେଖି ନାହାଁନ୍ତି ସତ କିନ୍ତୁ ଏପଟେ ଆଉ ଜଣେ କୋମଳ ଶିଶୁକୁ ଦୁନିଆଁକୁ ଆଣିବାକୁ ଯାଉଛନ୍ତି । ତେବେ ଏପରି କିଛି ଲ-ଜ୍ଜାଜ-ନକ ଘ-ଟଣା ଘଟିଛି ଓଡ଼ଗାଁ ଥା-ନା ଅଞ୍ଚଳରେ ।

ତେବେ ଏହି ଥା-ନା ଅଞ୍ଚଳରେ ରହୁଥିବା ଏକ ଗ୍ରାମର ଜଣେ ନବମ ଶ୍ରେଣୀ ନାବା-ଳିକା ହୋଇ ଯାଇଛି ଗର୍ଭ-ବତୀ। ଆଉ ତାକୁ ଗର୍ଭ-ବତୀ କରାଇ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ । ସମ୍ପ-ର୍କରେ ମାମୁଁ ବୋଲି କହି ଘରକୁ ଆସୁଥିଲେ । ଆଉ ଭାଣିଜୀ ବୋଲି ସମ୍ବୋଧନ କରି କଥାବାର୍ତ୍ତା କରୁଥିଲେ । କିନ୍ତୁ ହଠାତ୍ ରୂପ ବଦଳାଇ ଦେଲେ ଆଉ ପାଲଟି ଗଲେ ଶରୀର ଲୋଭୀ ରାକ୍ଷସ । ଘରେ କେହି ରହୁ ନଥିବା ସମୟରେ ଯୁବତୀଙ୍କୁ ମୋବାଇଲ ଦେବେ ବୋଲି କହି ଲୋଭ ଦେଖାଇ ଥିଲେ ।

ଆଉ ତାଙ୍କ ସହିତ ଶାରୀ-ରିକ ସମ୍ପ-ର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଆଉ ଯୁବତୀ ମଧ୍ୟ ତାଙ୍କ କଥାରେ ଆସି ସ-ମ୍ପର୍କ ରଖିଥିଲେ । ଏହାପରେ ସେ ତାଙ୍କୁ ମନା କରିଥିଲେ କି , ଘରେ କାହାକୁ କିଛି ନ କହିବା ପାଇଁ , ନଚେତ୍ ସେ ତାଙ୍କ ପରିବାରକୁ ଉଡାଇ ଦେବେ । ତେବେ ଭ-ୟଭୀ-ତ ହୋଇ ଯୁବତୀ କାହାକୁ କିଛି କହି ନଥିଲେ । ତେବେ ହଠାତ୍ ପାଞ୍ଚ ମାସର ଗର୍ଭ-ବତୀ ହୋଇ ଯିବା କଥା ପରିବାର ଲୋକ ଜାଣିବାକୁ ପାଇଥିଲେ । ଆଉ ଏ ବାବ-ଦରେ ଥା-ନାରେ ଅଭି-ଯୋଗ କରିବା ସହିତ ଶିଶୁ ସୁର-କ୍ଷା ବିଭାଗକୁ ଖବର ଦେଇଥିଲେ । ତେବେ ପୋ-ଲିସ ବର୍ତ୍ତମାନ ଅପ-ରାଧୀଙ୍କୁ ଖୋଜିବା ସହିତ ଝିଅ ଏବଂ ଶିଶୁର ସୁର-କ୍ଷା ପାଇଁ ସୁର-କ୍ଷା ବିଭାଗକୁ ପଠାଇ ଦେଇଛି ।

Leave a Reply

Your email address will not be published. Required fields are marked *