ଆଗରୁ ମୁଁ ତାକୁ ବାସୁଥିଲି ,ହେଲେ ଦେ-ହ ସୁଖ ନେବା ପରେ ମୋତେ ଛାଡି ଚାଲିଗଲା ଅଟୋ ଡ୍ରାଇଭର

ଅଟୋ ଡ୍ରାଇଭର ମତେ ଧୋ-କା ଦେଲା । ଆଗରୁ ମୁଁ ତାକୁ ମଲ୍ଲୀ ଫୁଲ ଭଳି ମହ ମହ ହୋଇ ବାସୁଥିଲି । ସେ ମତେ ଭଲ ପାଇଲା । ମୋ ବିନା ସେ ବଞ୍ଚି ପାରିବନି ବୋଲି କହିଲା । ଯେତେ ମନା କଲି ସେ କିଛି ଶୁଣିଲା ନାହିଁ । ମୁଁ ତାକୁ କହିଥିଲି ମୁଁ ତତେ ଭଲ ପାଇବି ନାହିଁ । ହେଲେ ସେ କିନ୍ତୁ ମୋ କଥା ଆଦୌ ଶୁଣିଲା ନାହିଁ ।

ସବୁବେଳେ ମତେ ଭଲ ପାଇବାକୁ କହିଲା । ମନା କଲେ ମତେ ଡରେଇଲା ଆଉ ଧମ-କେଇଲା । ଡ଼-ରାଇ ଧମ-କାଇ ମତେ ଜୋର ଜବ-ରଦସ୍ତ ଭଲ ପାଇବାକୁ କହିଲା । ମତେ ଅଟୋରେ ବସାଇ ବୁଲେଇଲା । ମନ୍ଦିର ନେଇ ମନ୍ଦିରରେ ବିବାହ କଲା । ଆଉ ତା ପରେ ଯେତେବେଳେ ଚାହିଁଲା ମୋ ସହ ଶାରୀ-ରିକ ସମ୍ପର୍କ ରଖିଲା । ନିଜର ସବୁ ସ୍ୱାର୍ଥ ପୂରଣ ହେଲା ପରେ ମତେ ପ୍ରେମରେ ଧୋ-କା ଦେଲା ସେ ଅଟୋ ଡ୍ରାଇଭର । ମତେ ନ୍ୟା-ୟ ଦରକାର ମତେ ଦିଅନ୍ତୁ କହୁଛନ୍ତି ଜଣେ ବିବାହିତା ମହିଳା ।

ସେ ଅଟୋ ଡ୍ରାଇଭର ଭାରି ସ୍ୱାର୍ଥପର । ଦିନ କେଇଟା ଯାଇନି ପ୍ରେମ ତାର ପାଣି ଫଟୋକା ପରି ମିଳେଇ ଗଲା । ଆଉ ମତେ ଧୋ-କା ଦେଲା ଧୋ-କେବା-ଜ ଅଟୋ ଡ୍ରାଇଭର । ମୋ ସହ ଶାରୀ-ରିକ ସମ୍ପ-ର୍କ ରଖି ରଖି ମତେ ଗର୍ଭ-ବତୀ ସଜାଇ ଦେଲା ଅଟୋ ଡ୍ରାଇଭର । ଏବେ ମୋ ପେଟରେ ଏକ ଛୁଆ ବଢୁଛି । ସେ ଅଟୋ ଡ୍ରାଇଭରର ଛୁଆ ମୋ ପେଟରେ ଅଛି । ହେଲେ ଅଟୋ ଡ୍ରାଇଭର ମତେ ଧୋ-କା ଦେଇ ଦେଇଦେଇଛି ।

ବନ୍ଧୁଗଣ ସାମ୍ନାକୁ ଆସିଛି ଦ୍ୱିତୀୟ ଟୁଙ୍ଗୁର ଭୋଳ ର ପ୍ରେମ କାହାଣୀ । ଆଉ ମହିଳା ଏବେ ନ୍ୟା-ୟ ପାଇବା ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସ୍ପିଙ୍କୁ ହାତ ଯୋଡି ମହିଳା ଆକୁଳ ନିବେଦନ କରିଛନ୍ତି ତାଙ୍କୁ ନ୍ୟା-ୟ ଦେବା ପାଇଁ । ସେପଟେ ଏହି ଘଟ-ଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟି ଯାଇଛି । ଗଞ୍ଜାମ ଜିଲ୍ଲାରେ ଏହି ଘଟ-ଣାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି ।

ଟୁଙ୍ଗୁର ଭୋଳ ପରି ସମାନ ଘ-ଟଣା ଘଟିଛି । ପ୍ରଥମେ ଅଟୋରେ ବସାଇଲେ ଅଟୋରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ଅଟୋରୁ ଯାଇ ଖଟ ପାଖରେ ପହଞ୍ଚି ଗଲା ଆଉ ତା ପରେ ମହିଳାଙ୍କ ସହିତ ଶାରୀ-ରିକ ସଂପର୍କ ରଖି ଦେହର ଭୋକ ମେଣ୍ଟାଇଲେ ଯୁବକ ଜଣଙ୍କ ଆଉ ତା ପରେ ଯେତେବେଳେ ମହିଳାଙ୍କ ପାଖରୁ ସବୁ ସ୍ୱାର୍ଥ ପୂରଣ କରିଦେଲେ ସେତେବେଳେ ମହିଳାଙ୍କୁ ଧୋ-କା ଦେଇ ଦେଲେ । ମହିଳାଙ୍କ ପେଟରେ ଏବେ ଏକ ଶିଶୁ ଥିବା ବେଳେ ମହିଳା ପେଟରେ ପିଲା ନେଇ ଯିବେ କୁଆଡେ ବୋଲି କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।

ଏବେ ନ୍ୟା-ୟ ମାଗିଲେ ଯୁବକ ଜଣଙ୍କ ମହିଳାଙ୍କୁ ମା-ଡ଼ ମା-ରୁଥିବା ମହିଳା ଜଣଙ୍କ କହିଛନ୍ତି । ସେପଟେ ମହିଳା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି କି ଯୁବକ ଜଣଙ୍କ ତାଙ୍କୁ ଓ ତାଙ୍କ ଛୁଆକୁ ମା-ରି ଦେବା ପାଇଁ ଧ-ମକ ମଧ୍ୟ ଦେଉଥିଲା ଆଉ ଏହାର ପ୍ରତିବାଦ କରି ନପାରି ମୁଁ ସିଧା ନ୍ୟା-ୟ ପାଇଁ ଥା-ନାକୁ ଧାଇଁ ଆସିଛି । ମୋର ବିଶ୍ୱାସ ଅଛି ଏସ୍ପି ମତେ ନ୍ୟା-ୟ ଦେବେ ।

କାରଣ ମୋ ପେଟରେ ବଢୁଥିବା ପିଲାକୁ ବାପାର ପରିଚୟ ଦରକାର । ମୁଁ ଭଲ ପାଇଲା ବେଳେ ମନା କରିଥିଲି ସେ କିନ୍ତୁ ମାନିଲା ନାହିଁ ଆଉ ଏବେ ମତେ ଧୋ-କା ଦେଉଛି ତେଣୁ ପୋ-ଲିସ ପ୍ରଶା-ସନ ତା ଉପରେ ଦୃଢ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରି ମତେ ନ୍ୟା-ୟ ଦିଅନ୍ତୁ ବୋଲି ମହିଳା ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *