ତ୍ରିକୋଣୀୟ ପ୍ରେମ ପାଇଁ ଚାଲିଗଲା ଜଣଙ୍କ ଜୀବନ, ଚାରି ଜଣ ଗି-ରଫ

ପ୍ରେମରେ ସଫଳତା କେବେ ପ୍ରେମୀ ଯୁଗଳଙ୍କ ଜୀବନ ପରିବର୍ତ୍ତନ କରାଇ ଦିଏ ତ ଆଉ କେତବେଳେ ପ୍ରେମରେ ବିଫ-ଳତା ଅନ୍ୟ କାହାର ଓ ନିଜର ଜୀବନ ନେଇଯାଏ । ବନ୍ଧୁଗଣ ଏମିତି ଅନେକ ଘ-ଟଣା ଆପଣ ଦେଖିଥିବେ ଯାହା ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀକୁ ନେଇ ସାମ୍ନାକୁ ଆସିଥାଏ । ଆଉ ଏହିଭଳି ଏକ ଘ-ଟଣା ସାମ୍ନାକୁ ଆସିଛି ଯାହା ହେଉଛି ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ । ତ୍ରିକୋଣିୟ ପ୍ରେମ କାହାଣୀକୁ ନେଇ ବର୍ତ୍ତମାନ ସାମ୍ନାକୁ ଆସିଛି ଏକ ସାଙ୍ଘା-ତିକ ଘ-ଟଣା ।

ଜଣେ ଯୁବକ ନେଇଛି ଅନ୍ୟ ଜଣେ ଯୁବକର ଜୀବନ ।ତ୍ରିକୋଣୀୟ ପ୍ରେମ କାହାଣୀରୁ ଘଟିଗଲା ସାଙ୍ଘା-ତିକ ଘ-ଟଣା। ପ୍ରେମରେ ଅନ୍ଧ ହୋଇ ଯୁବକ ଘଟାଇଲା ସାଙ୍ଘା-ତିକ କା-ଣ୍ଡ । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଯୁବକ ନେଲା ଆଉ ଜଣେ ଯୁବକର ଜୀବନ । ଏଠାରେ ପ୍ରେମ ପାଇଁ କିଏ ଜୀବନ ନେଉଛି ତ ଆଉ କିଏ ଜୀବନ ଦେଉଛି । ପ୍ରେମରେ ପ୍ରତା-ରଣା ସହି ନପାରି କିଏ ଆ-ତ୍ମହ-ତ୍ୟା କରୁଛି ତ ଆଉ କିଏ ହ-ତ୍ୟା କରୁଛି ।

ଏଭଳି ସାଙ୍ଘା-ତିକ ଘ-ଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । ଗୋଟିଏ ଝିଅ ପାଇଁ ଜଣେ ଯୁବକ ନେଇଛି ଦିଲ୍ଲୀପ ନାମକ ଏକ ଯୁବକର ଜୀବନ । ବନ୍ଧୁଗଣ କେଉଁଠି ପ୍ରେମରେ କିଏ ପ୍ରତା-ରଣା କରୁଛି ତ ଆଉ କେଉଁଠି ପ୍ରେମକୁ ପାଇବା ପାଇଁ ପ୍ରେମିକ ଦାଣ୍ଡ ଦୁଆରେ ଧାରଣା ଦେଉଛି ।

ସେପଟେ ଏତେ ସବୁ ଘ-ଟଣା ଭିତରେ ଏଭଳି ଏକ ସାଙ୍ଘା-ତିକ ଘ-ଟଣା ଘଟି ଯାଇଛି ଯାହା ସମସ୍ତଙ୍କ ପାଇଁ ବେଶ ଚିନ୍ତାର କାରଣ ପାଲଟି ଯାଇଛି । ଆଉ ଏଭଳି ଘ-ଟଣା ସାରା ଅଂଚଳରେ ଚର୍ଚ୍ଚାରେ ବିଷୟ ପାଲଟିଯାଇଛି । ପ୍ରେମ ପାଇଁ ଯୁବକ ଏଭଳି ଏକ ଘ-ଟଣା ଭିଆଇ ପାରିବ ତାହା କେହି କେବେ କଳ୍ପନା କରିନଥିଲେ । ଏମିତି ଏକ ଘ-ଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥା-ନା ଅଂଚଳରେ ।

ସୂଚନା ଅନୁଯାୟୀ ଜୟପାଟଣା ଥା-ନା ଓଲୋକା ମୁଣ୍ଡା ଗ୍ରାମର 17 ବର୍ଷୀୟ ଯୁବକ ଦିଲ୍ଲୀପ ବାଗ ନି-ଖୋଜ ଥିବା ଜୟପାଟଣା ଥା-ନାରେ ଅଭି-ଯୋଗ ହୋଇଥିଲା । ଏନେଇ ପୋ-ଲିସ ତତ୍ପ-ରତା ଦେଖାଇବା ପରେ ତୁରନ୍ତ ଜଣଙ୍କୁ ରଖି ପ-ଚରା ଉ-ଚରା କରିଥିଲେ

ତ-ଦନ୍ତ ପରେ ଦୁଇ ଜଣ ଅଭି-ଯୁକ୍ତଙ୍କୁ ଗି-ରଫ କରିବା ପରେ ପୋ-ଲିସ ଘଟ-ଣାର ତ-ଦନ୍ତ କରି ଘ-ଟଣାକୁ ଅଧିକ ଖୋଳ ତାଡ଼ କରିଥିଲା ଆଉ ଏହି ସମୟରେ ପୋ-ଲିସ ଜାଣିବାକୁ ପାଇଥିଲା ଯେ ତ୍ରିକିଣିୟ ପ୍ରେମ କାହାଣୀକୁ ନେଇ ଏଭଳି ହ-ତ୍ୟାକା-ଣ୍ଡ ଦୁଇ ଯୁବକ ଭିଆଇ ଥିଲେ । ଆଉ ହ-ତ୍ୟା ଭିଆଇ ସାରିବା ପରେ ଅତି ନୃ-ଶଂସ ଭାବେ କରିଥିଲେ ଏପରି କାମ ।

ପ୍ରଥମେ ଯୁବକ ଜଣଙ୍କୁ ହ-ତ୍ୟା କରିବା ପରେ ଅତି ନିର୍ମମ ଭାବେ ସେହି ଯୁବକର ଶରୀରକୁ ଆଣି ଫୋପାଡ଼ିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହି ସମୟରେ ସେହି ଗ୍ରାମର ଦୁଇ ଜଣ ସେଠାରେ ଉପସ୍ଥିତ ଥିବାରୁ। ମୃ-ତ ଶରୀରକୁ ନେଇ ଗୋଟେ ଦିନ ଲୁ-ଚାଇ ରଖିବା ପରେ ମୃ-ତ ଶରୀରକୁ ସମୟ ସୁବିଧା ଦେଖି ନଦୀକୁ ଫିଙ୍ଗି ଦେଇଥିବା ପରେ ଜାଣିବାକୁ ପାଇଥିଲେ ।

Leave a Reply

Your email address will not be published. Required fields are marked *