ଛାତ୍ରୀଙ୍କୁ ଡାଉଟ କ୍ଲିୟର ପାଇଁ ଡାକି ଛାତ୍ରୀ ମାରିଲେ ହାତ…

ଶିକ୍ଷକ କିମ୍ବା ପ୍ରଫେସର ନାମରେ ଛାତ୍ରୀର ଅସ-ଦାଚରଣ ଅଭି-ଯୋଗ ଏବେକାର ନୂଆ ନୁହେଁ । ଏମିତି ଅନେକ ଘ-ଟଣା ପ୍ରାୟତଃ ଶୁଣିବାକୁ ମିଳିଥାଏ । କେଉଁଠି କ୍ଲାସ ସମୟରେ ପ୍ରଫେସର ଛାତ୍ରୀଙ୍କୁ ଖରାପ ବ୍ୟବହାର କରନ୍ତି ତ କେଉଁଠି ଟିଉସନରେ । ପୁଣି କେଉଁଠ ଛାତ୍ରୀଙ୍କୁ ଫେଲ କରାଇ ଦେବାକୁ ଧ-ମକ ଦେଇ ଏଭଳି କରିଥାନ୍ତି ପ୍ରଫେସର ।

ବର୍ତ୍ତମାନ ସମୟରେ ମଧ୍ୟ ଏହିଭଳି ଏକ ଘ-ଟଣା ଭାଇରଲ ହେଉଛି । ଯେଉଁଠି ଜଣେ ଛାତ୍ରୀ ଟିଉସନ ମାଷ୍ଟରଙ୍କ ନାମରେ ସଙ୍ଗିନ ଅଭି-ଯୋଗ ଆଣିଛନ୍ତି । କା-ନ୍ଦି କା-ନ୍ଦି ଛାତ୍ରୀ ଜଣକ ସବୁ କଥା ଗଣମାଧ୍ୟମରେ କହିଛନ୍ତି । ତେବେ ଘ-ଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘ-ଟଣା ରାଉରକେଲା ବାସନ୍ତୀ କଲୋନୀର ଅଟେ । ଯେଉଁଠି ଜଣେ ଛାତ୍ରୀଙ୍କୁ ଅସଦା-ଚରଣ କରି ଜଣେ ଟିଉସନ ମାଷ୍ଟର ବନ୍ଧା ହୋଇଛନ୍ତି । ସୂଚନା ଅନୁଯାୟୀ ବାସନ୍ତୀ କଲୋନୀରେ ଟିଉସନ ମାଷ୍ଟର ହୃଦୟ ପ୍ରକାଶ ନିଜେ ରହୁଥିବା ଘରେ କୋଚିଂ ସେଣ୍ଟର ଖୋଲିଥିଲେ । ଯେଉଁଠି ବିଭିନ୍ନ ଷ୍ଟ୍ରିମର ଛାତ୍ର ଛାତ୍ରୀ ପଢ଼ିବାକୁ ଆସୁଥିଲେ । ତେବେ ସେ ଦୀର୍ଘ ୧୮ ବର୍ଷ ହେବ ଏହି କୋଚିଂ ସେଣ୍ଟରକୁ ଚଳାଇ ଆସୁଥିବା ଶୁଣିବାକୁ ମିଳିଛି । ଗତକାଲି ଶୁକ୍ରବାର ଟିଉସନ ସରିବା ପରେ ଏକ୍ସଟ୍ରା କ୍ଲାସରେ ଡାଉଟ କ୍ଲିୟର ପାଇଁ ପୀଡ଼ି-ତାଙ୍କୁ ଡାକି ଥିଲେ ।

ସେ ଆସିବା ପରେ ଡିପ୍ଲୋମା ପିଲାଙ୍କ ଟିଉସନ ସରିଥିଲା । ତେଣୁ ପିଲା ମାନେ ଯିବା ମାତ୍ରେ ଯେତେବେଳେ ଛାତ୍ରୀ ଏକୁଟିଆ କ୍ଲାସକୁ ଆସିଲେ ସେତେବେଳେ ଶିକ୍ଷକ କ୍ଲାସରୁମର ସବୁ ଝରକା କବାଟ ବନ୍ଦ କରି ଦେଇଥିଲେ । ଏହାପରେ ପୀଡ଼ି-ତାଙ୍କ ଦେହରେ ଚାରିଆଡ଼େ ହାତ ମାରି-ବାକୁ ଲାଗିଥିଲେ । ଯାହାକୁ ଛାତ୍ରୀ ପ୍ରତି-ବାଦ କରିବା ସତ୍ତ୍ୱେ ଟିଉସନ ସାର ଶୁଣି ନଥିଲେ ବୋଲି ପୀ-ଡ଼ିତା କହିଛନ୍ତି । ତେବେ ଏହାକୁ ନେଇ ଛାତ୍ରୀ ଘରେ କହିବା ପରେ ଥା-ନାରେ ଅଭି-ଯୋଗ ହୋଇଛି । ଯାହାଦ୍ୱାରା ପୋ-ଲିସ ଟିଉସନ ସାରଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି ।

ଖାଲି ଏତିକି ନୁହେଁ , ଯଦି ଛାତ୍ରୀ ଏ ବିଷୟରେ କାହାକୁ କହିବେ ତେବେ ତାଙ୍କ କ୍ୟାରିଅର ବ-ର୍ବାଦ କରିଦେବେ ବୋଲି କୁଆଡ଼େ ଟିଉସନ ସାର ଧ-ମକ ଦେଇଥିଲେ । ସେପଟେ କୋଚିଂ ସେଣ୍ଟର ଭିତରେ ପଶି ସ୍ଥାନୀୟ ଲୋକେ ଟିଉସନ ସାରଙ୍କ ମୁଣ୍ଡ ଫଟେଇ ଦେଇଛନ୍ତି । ଏହାପରେ ଟିଉସନ ସାରଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀ ନି-ର୍ଦୋଷ ଏବଂ ତାଙ୍କର କିଚିବି ଭୁଲ ନାହିଁ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ଭୁଲ କାହାର ଏବଂ କିଏ ସତ ଏବଂ କିଏ ମିଛ କହୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *