ମୋବାଇଲ ପାଇଁ ସ୍ତ୍ରୀର ଜୀବନ ନେଲା ସ୍ବାମୀ ।

ମୋବାଇଲ ପାଇଁ ଚାଲିଗଲା ଏକ ମହିଳାଙ୍କ ଜୀବନ । ସ୍ବାମୀ ସ୍ତ୍ରୀର ଚରିତ୍ରକୁ ସ-ନ୍ଦେହ କରି ନେଇଗଲା ନିଜ ସ୍ତ୍ରୀର ଜୀବନ । କୁହାଯାଏ ସନ୍ଦେ-ହର ଆରମ୍ଭ ତ ଅଛି ହେଲେ ଶେଷ କିନ୍ତୁ ନାଇଁ । ହଁ ଆଜ୍ଞା ସ-ନ୍ଦେହ ହେଉଛି ଉଇ ହୁଙ୍କା ଭଳି ଯାହାର ଆରମ୍ଭ ଅଛି ଆଉ ପରେ ଏହା ଧୀରେ ଧିରେ ସମ୍ପ-ର୍କକୁ ଖାଇ ଖାଇ ଶେଷ କରିଦେଇଥାଏ । ତେବେ ବର୍ତ୍ତମାନ ଠିକ୍ ଏଭଳି ଘ-ଟଣା ସାମ୍ନାକୁ ଆସିଛି ।

ସ୍ତ୍ରୀର ଚରିତ୍ର ଆଉ ମୋବାଇଲକୁ କେନ୍ଦ୍ର କରି ସ୍ବାମୀ ଭିଆଈଛି ନାରକିୟ କା-ଣ୍ଡ । ସ୍ତ୍ରୀକୁ ଟାଙ୍ଗିଆ ସାହାଯ୍ୟରେ ମା-ରିବା ପରେ ସ୍ତ୍ରୀର ମୃ-ତ ଦେହକୁ ନେଇ କଦଳୀ ଗଛ ମୂଳରେ ପୋତି ଦେଇଥିଲା ସ୍ବାମୀ । କୁହାଯାଏ ସ୍ବାମୀ ସ୍ତ୍ରୀର ସ-ମ୍ପର୍କ ହେଉଛି ପବିତ୍ର ସ-ମ୍ପର୍କ । ଯେଉଁ ସମ୍ପ-ର୍କରେ ନା ଥାଏ ସ୍ବାର୍ଥ ନା ଥାଏ ସର୍ତ୍ତ । କେବଳ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ଆଉ ଦୁହେଁ ଦୁହିଁଙ୍କ ମଧ୍ୟରେ ଢେର୍ ସାରା ଭଲ ପାଇବା ଥାଏ ।

ହେଲେ ଏଠାରେ କିନ୍ତୁ କିଛି ଭିନ୍ନ କଥା ଘଟି ଯାଇଛି । ଦିନେ ଯେଉଁ ସ୍ବାମୀଙ୍କୁ ପାଇ ସ୍ତ୍ରୀର ଛାତି କୁଣ୍ଡେ ମୋଟ ହୋଇଯାଇଥିଲା । ଯେଉଁ ସ୍ତ୍ରୀ ନିଜକୁ ଖୁବ୍ ଭାଗ୍ୟବାନ ମନେ କରୁଥିଲା ଆଜି ସେହି ସ୍ତ୍ରୀକୁ ସନ୍ଦେହ କରି ସ୍ବାମୀ ତାର ଜୀବନ ନେଇଯାଇଛି । ଆଉ ଉପରେ ଥାଇ ସ୍ତ୍ରୀ ମନେ ମନେ ଭାବୁଥିବ ଏମିତି ସ୍ବାମୀ କାହାକୁ ବି ନ ମିଳୁ ।

ଯାହାକୁ ଦିନେ ଦେବତା ଭାବୁଥିଲା ସ୍ତ୍ରୀ ଆଜି ସେ ଦେବତାରୁ ପାଲଟି ଯାଇଛି ନର ରା-କ୍ଷସ । ବନ୍ଧୁଗଣ ଦିନେ ସ୍ବାମୀ ସ୍ତ୍ରୀଙ୍କ ଭିତରେ କୁଆଡେ ଥିଲା ଅନାବିଳ ଭଲ ପାଇବା । ହେଲେ ଏହା ପରେ ସ୍ୱାମୀର ମନ ଭିତରକୁ ହଟାତ୍ ଧସେଇ ଆସିଥିଲା ସନ୍ଦେହ ରୂପୀ ଏକ କଥା । ଆଉ ଏହା ପରେ ସ୍ବାମୀ ସ୍ତ୍ରୀକୁ ସବୁବେଳେ ସ-ନ୍ଦେହ କରିବାକୁ ଲାଗିଲା ।

କାରଣ ସ୍ବାମୀ ଭାବୁଥିଲା ସ୍ତ୍ରୀର ଆଉ କାହା ସାଥୀରେ ସ-ମ୍ପର୍କ ଅଛି । ସ୍ତ୍ରୀ ବୋଧେ ହୁଏ ଆଉ କାହା ସାଥୀରେ କଥା ହେଉଛି । ବାସ ଏହା ପରେ ଆରମ୍ଭ ହୋଇଥିଲା ବି-ବାଦ । ମୋବାଇଲ ଫୋନ ସ୍ତ୍ରୀ ଧରିଥିବା ବେଳେ ସ୍ବାମୀ ମୋବାଇଲ ଫୋନ ଧରିବାକୁ ସ୍ତ୍ରୀଙ୍କୁ ବାରଣ କରୁଥିଲେ । ଆଉ ଏହି କଥା ସ୍ତ୍ରୀ କିନ୍ତୁ ମାନିନଥିଲା । ସ୍ୱାମୀର ରା-ଗ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା । ଆଉ ସ୍ବାମୀ ରା-ଗରେ ମୋବାଇଲ କୁ ଆଣି କଚାଡି ଭାଙ୍ଗି ଦେଇଥିଲେ । ମୋବାଇଲ ଭାଙ୍ଗିଯିବା ପରେ ଝ-ଗଡା ଉଗ୍ର ରୂପ ନେଇଥିଲା ।

ଆଉ ଏହି ଝ-ଗଡା ଏତେ ଭ-ୟଙ୍କର ରୂପ ଧାରନ କରିଥିଲା ଯେ । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ସୀମା ପାର କରିଥିଲା । ଆଉ ଯେଉଁ ସ୍ତ୍ରୀ ହାତ ଧରି ସ୍ବାମୀ ସାତ ଜନ୍ମ ସାଥିରେ ରହିବାକୁ କଥା ଦେଇଥିଲା । ଯେଉଁ ହାତରେ ସ୍ତ୍ରୀ ମଥାରେ ସିନ୍ଦୂର ପିନ୍ଧାଇ ଇହ କାଳ ପର କାଳର ଦେବତା ସାଜିଥିଲା । ଆଉ ଯାହାର ପାଦରେ ପାଦ ମିଶାଇ ଜୀବନର ଅଙ୍କା ବଙ୍କା ରାସ୍ତାକୁ ସାଥୀ ହୋଇ ଚାଲିବାର ସ୍ଵପ୍ନ ଦେଖିଥିଲା ଏବେ ସେହି ସ୍ବାମୀ ନିଜ ସ୍ତ୍ରୀର ହ-ତ୍ୟାକା-ରୀ ସାଜିଛି । ସ୍ତ୍ରୀକୁ ମା-ରି ସ୍ବାମୀ ସାଜିଛି ସୈ-ତାନ୍ । ତେବେ ଏହି ଘ-ଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଘଟ ହେବା ପରେ ପୁରା ଗାଆଁରେ ଖେଳି ଯାଇଛି ଚାଞ୍ଚଲ୍ୟ ।

Leave a Reply

Your email address will not be published. Required fields are marked *